Odia News Portal
Browsing Tag

Hockey india

ଜୁନିୟର ବିଶ୍ୱକପ ଭାରତୀୟ ହକି ଦଳରେ ୩ ଓଡ଼ିଆ

ଭୁବନେଶ୍ୱର : ରାଜଧାନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଜୁନିୟର ହକି ବିଶ୍ୱକପ । ନଭେମ୍ବର ୨୪ ରେ ବାଜିବ ବିଶ୍ୱକପ ବିଗୁଲ । ଏଥିପାଇଁ ଏଫଆଇଏଚ ପକ୍ଷରୁ ୧୮ ଜଣିଆ ଦଳ ଘୋଷଣା ହୋଇଛି । ଘୋଷଣା କରାଯାଇଥିବା ୧୮ ଜଣିଆ ହକି ଦଳରେ ୩ ଜଣ ଓଡିଆ ସାମିଲ ଅଛନ୍ତି । ସେମାନେ…

ଭାରତୀୟ ହକି ଖେଳାଳୀଙ୍କ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ଦଳର ପ୍ରଦର୍ଶନକୁ ସାରା ଦେଶ ପ୍ରଂଶସା କରିଛି । ତେବେ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଭୁବେଶ୍ୱରକୁ ସ୍ୱାଗତ କରିଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଉଭୟ ଦଳକୁ ସମ୍ବର୍ଦ୍ଧନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କଲେ ହକି ଖେଳାଳୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି ଭାରତୀୟ ହକି ଖେଳାଳୀ । ଭାରତୀୟ ମହିଳା ହକି ଦଳର ଅଧିନାୟିକା ରୀନା ରାମପଲ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରି କହିଛନ୍ତି କି, ଓଡ଼ିଶାର ହୃଦୟରେ ହକି ରହିଛି । ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି ।…

ଆସନ୍ତାକାଲି ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ୪୧ ବର୍ଷ ପରେ ପଦକ ଜିତିଛନ୍ତି । ମହିଳା ଦଳ ଯଦିଓ ବ୍ରୋଞ୍ଚ ପଦକରୁ ଅଳ୍ପକେ ବର୍ତ୍ତିଥିଲେ ତଥାପି ଦମଦାର ପ୍ରଦର୍ଶନ କରିଥିଲେ । ଏଣୁ ଖେଳାଳୀଙ୍କୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ଦିନ ୧୧ଟା ବେଳେ ଭୁବନେଶ୍ବରରେ…

ଇସ୍ତଫା ଦେଲେ ମହିଳା ହକି ଦଳର ମୁଖ୍ୟ କୋଚ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଚ ପଦକ ଲଢ଼େଇରେ ବ୍ରିଟେନଠାରୁ ପରାସ୍ତ ହୋଇଛି । ତଥାପି ଭାରତ ମହିଳା ହକି ଦଳର ଖେଳ ପ୍ରଦର୍ଶନକୁ ନେଇ ସବୁଠି ଚର୍ଚ୍ଚା । ତେବେ ଏହାରି ଭିତରେ ଦଳର ମୁଖ୍ୟ କୋଚ ସୋର୍ଡେ ମାର୍ଜେନ ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି,…

ମହିଳା ହକି ଦଳ ସହ କଥାହେଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଗ୍ରେଟ୍ ବ୍ରିଟେନଠାରୁ ବ୍ରୋଞ୍ଚ ପଦକ ଲାଗି ଲଢ଼ୁଥିବା ବେଳେ ଭାରତୀୟ ମହିଳା ଦଳ ପରାସ୍ତ ହୋଇଛି । ତେବେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣି ନେଇଛି ଦଳ । ଯାହାକୁ ନେଇ ସାରା ଦେଶରୁ ଛୁଟିଛି ପ୍ରଂଶସାର ସୁଅ । ଏହି ଅବସରରେ ମହିଳା ଟିମ୍ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ…

ଭାରତୀୟ ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତ ପଦକ ଜିତିଛି । ଯାହାକୁ ନେଇ ସବୁଠି ଦେଖିବାକୁ ମିଳିଛି ଖୁସିର ଲହରୀ । ତେବେ ଭାରତୀୟ ହକି ଦଳକୁ ପ୍ରଯୋଜନା କରୁଛି ଓଡ଼ିଶା । ଭାରତୀୟ ଦଳର ବିଜୟର ଶ୍ରେୟ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଉଛି । ତେବେ ଏହାରି ଭିତରେ…

ଟୋକିଓ ଅଲିମ୍ପିକ୍ସରେ ଜାପାନକୁ ହରାଇଲା ପୁରୁଷ ହକି ଟିମ୍‌

ଟୋକିଓ: ଆୟୋଜନ ଜାପାନାକୁ ହରାଇଲା ଭାରତ । ପୁରୁଷ ହକି ଟିମ୍ ୫-୩ ଗୋଲରେ ବିଜୟୀ ହୋଇଛି । ଦମଦାର ବିଜୟ ସହ ଭାରତର ପଦକ ଆଶା ବଢ଼ିଛି । ତେବେ ଆଗକୁ ବାକିଥିବା ମ୍ୟାଚ ଗୁଡ଼ିକରେ ଦଳ କିଭଳି ପ୍ରଦର୍ଶନ କରୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ରାଜୀବ ଗାନ୍ଧୀ ଖେଳ ରତ୍ନ ଲାଗି ଦୁଇ ହକି ଖେଳାଳୀଙ୍କ ନାମ ସୁପାରିଶ

ନୂଆଦିଲ୍ଲୀ: ଗାନ୍ଧୀ ଖେଳ ରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ଭାରତୀୟ ଗୋଲକିପର ପି.ଆର ଶ୍ରୀଜେଶ ଏବଂ ପୂର୍ବତନ ମହିଳା ହକି ଖେଳାଳି ଦୀପିକାଙ୍କୁ ମନୋନୀତ କରିଛି। ଏଥି ସହିତ ଅର୍ଜୁନ ପୁରସ୍କାର ପାଇଁ…

5ଟି ସଚିବ ଭି କେ ପାଣ୍ଡିଆନଙ୍କୁ ହକି ଇଣ୍ଡିଆ ତରଫରୁ ବଡ଼ ସମ୍ମାନ

ଭୁବନେଶ୍ୱର: ଓଡିଶା ହକିରେ ଉଲ୍ଲେଖନୀୟ ଅବଦାନ ଏବଂ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭି କାର୍ତ୍ତିକେୟାନ୍ ପାଣ୍ଡିଆନଙ୍କୁ ହକି ଇଣ୍ଡିଆ ତରଫରୁ ଏଫଆଇଏଚ୍ ପ୍ରେସିଡେଣ୍ଟ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି | ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଫ୍‌ଆଇଏଚ୍‌ର ୪୭…