Odia News Portal
Browsing Tag

Ipl

ସୁପରସଣ୍ଡେରେ ସୁପର ମ୍ୟାଚ

ଦୁବାଇ: ଆଇପିଏଲ ମହାସମରରେ ଆଜି ଦିଲ୍ଲୀକୁ ଭେଟିବ ଚେନ୍ନାଇ । ପ୍ରଥମ କାଲିଫାୟରରେ ପଏଣ୍ଟ ଟେବଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହବ ସେହି ଧଳ ସିଧାସଳଖ ଫାଇନାଲ ଖେଳିବ। ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟରରେ ମୁକାବିଲା…

ସିଏସକେକୁ ହରାଇଲା ପଞ୍ଜାବ

ଦୁବାଇ: ଶେଷ ମ୍ୟାଚରେ ରୋମାଞ୍ଚକ ବିଜୟ । ଚେନ୍ନାଇକୁ ହରାଇଲା ପଞ୍ଜାବ । ବୋଲରଙ୍କୁ ସୁହାଉଥିବା ପିଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର କୌଣସି ବୋଲରଙ୍କ କ୍ଷମା ଦେଲେ ନାହିଁ ଲୋକେଶ ରାହୁଲ। ମାତ୍ର ୪୨ ବଲରେ ୯୮ ରନ୍ର ବିସ୍ଫୋରକ ଅପରାଜିତ ପାଳି ଖେଳି ଦଳକୁ ୧୩ ଓଭରରେ ଜିତାଇ…

ଆଜି ହାଇଦ୍ରାବାଦକୁ ଭେଟିବ ବାଙ୍ଗାଲୋର

ଦୁବାଇ: ଆଇପିଏଲ ମହାସମରରେ ଆଜି ହାଇଦ୍ରାବାଦ ଏବଂ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିସାରିଥିବା ସନ୍ରାଇଜର୍ସ ଅନ୍ତିମ ଦୁଇ ମୁକାବିଲାକୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଆସନ୍ତାକାଲି ମ୍ୟାଚ୍ରେ ବିଜୟୀ…

ଏକ ନମ୍ବର ସ୍ଥାନ ପାଇଁ ମୁହାଁମୁହିଁ ହେବେ ଧୋନୀ ଏବଂ ପନ୍ଥ

ଦୁବାଇ: ଅଭିଜ୍ଞ ବନାମ ଯୁବ ପ୍ରତିଭାବାନ । ଆଇପିଏଲ ମହାସମରରେ ଏକ ନମ୍ବର ସ୍ଥାନ ପାଇଁ ଲଢ଼ିବେ ଚେନ୍ନାଇ ଏବଂ ଦିଲ୍ଲୀ । କ୍ୟାପଟେନ କୁଲଙ୍କୁ ଟାର୍ଗେଟ କରିବେ ପନ୍ଥ । ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗ୍ରେ ଅଭିଜ୍ଞ ଖେଳାଳୀ ରହିଥିବା ବେଳେ ଦିଲ୍ଲୀରେ ରହିଛନ୍ତି ଯୁବ ଖେଳାଳୀ ।…

IPL: ଆଜି ମୁମ୍ବାଇ-ଦିଲ୍ଲୀ, ରାଜସ୍ଥାନ-ଚେନ୍ନାଇ

ଦୁବାଇ: ଆଇପିଏଲ ମହାସମରରେ ଆଜି ୨ଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚଟି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନକୁ ଭେଟିବ ଟେବୁଲ ଟପ୍ପର ଚେନ୍ନାଇ । ଆଜିର ଦୁଇଟିଯାକ ମ୍ୟାଚ ବେଶ ଗୁରୁତ୍ୱ ବହନ କରିବ । ଦିଲ୍ଲୀ ଏବଂ…

ଆଜି ପଞ୍ଜାବ-କୋଲକାତା ଟକ୍କର

ଦୁବାଇ: ଆଇପିଏଲ ମହାସମରରେ ଆଜି ପଞ୍ଜାବ କିଙ୍ଗସକୁ ଭେଟିବ କୋଲକାତା ନାଇଟ ରାଇଡର୍ସ । କର ବା ମର ସ୍ଥିତିରେ ରହିଛନ୍ତି ଉଭୟ ଦଳ । ପ୍ଲେଅଫରେ ସ୍ଥାନ ପକ୍କା କରିବା ଲାଗି ଉଭୟ ଦଳର ବିଜୟ ନିଶ୍ଚିତ ଆବଶ୍ୟକ ରହିଛି । ଆଜି ଯେଉଁ ଦଳ ହାରିବ ସେହିସ ଦଳର ପ୍ଲେଅଫ ଆଶା ମଉଳିଯିବ । ତେବେ ଉଭୟ ଦଳ…

କୋଲକାତାର ଦମଦାର ପ୍ରଦର୍ଶନ, ଘାଇଲା ହେଲା ଦିଲ୍ଲୀ

କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂ ଆଗରେ ଘାଇଲା ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ଟି ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସକ୍ଷମ ହୋଇଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ଆଜି ବ୍ୟାଟିଂରେ ଫିକା ପ୍ରଦର୍ଶନ କରିଛି । ଶାରଜାହ…

ଶେଷ ବଲରେ ଜିତିଲା ଚେନ୍ନାଇ

ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । କୋଲକାତାକୁ ହରାଇ ପଏଣ୍ଟ ଟେବୁଲରେ ଟପ ଉଠିଲା ଚେନ୍ନାଇ । ଚେନ୍ନାଇ ଚଳିତ ସଂସ୍କରଣର ଆଇଏପିଏଲ୍ରେ ଏପର୍ୟ୍ୟନ୍ତ ୧୦ଟି ମ୍ୟାଚ୍ ଖେଳିଛି। ଏଥିରୁ ୮ଟି ମ୍ୟାଚ ଜିତିଛି। କୋଲକାତା ମଧ୍ୟ ୧୦ଟି ମ୍ୟାଚ୍ ଖେଳିଛି କିନ୍ତୁ ୪ଟି ମ୍ୟାଚରେ ବିଜୟ ହାସଲ କରିଛି।…

ଚେନ୍ନାଇ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ

ଦୁବାଇ: ଆଜି ଆଇପିଏଲ ମହାସମରରେ ଭେଟା ଭେଟି ହୋଇଛନ୍ତି ଚେନ୍ନାଇ ଏବଂ କୋଲକାତା । କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୬ ୱିକେଟ ବିନିମୟରେ ୧୭୧ ରନ ସଂଗ୍ରହ କରିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବା ଲାଗି ୧୭୨ ରନ ଆବଶ୍ୟକ ରହିଛି । କୋଲାକାତା ପ୍ରଥମ ଓଭରରୁ…

ଆଜି କୋଲକାତାକୁ ଭେଟିବ ଚେନ୍ନାଇ

ଦୁବାଇ: ସୁପର ସଣ୍ଡେରେ ସୁପର ମ୍ୟାଚ । ଆଜି କୋଲକାତା ନାଇଟ ରାଇଡର୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ । ଉଭୟ ଦଳ ଏବେ ଦମଦାର ଫର୍ମରେ ରହିଛନ୍ତି । ଦ୍ୱିତୟ ପର୍ଯ୍ୟାୟର ଖେଳ ଆରମ୍ଭରୁ ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳି ୨ଟି ଯ୍ଧଳ ଜିତିଛନ୍ତି । ଏଣୁ ଆଜି ଯେଉଁ ଦଳ ଜିତିବ ସେ ହ୍ୟାଟ୍ରିକ…