Odia News Portal
Browsing Tag

Ipl

ରାଜସ୍ଥାନକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ

ଦୁବାଇ: ପୁଣି ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଲା ଦିଲ୍ଲୀ । ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ପ୍ଲେଅଫରେ ସ୍ଥାନ ପକ୍କା କରିଛି ଦିଲ୍ଲୀ । ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ପରାସ୍ତ କରିଛି ।…

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କାର୍ତ୍ତିକ

ଦୁବାଇ: ଭାରତୀୟ କ୍ରିକଟେ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନକୁଲଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀନେଶ କାର୍ତ୍ତିକ । ଆଇପିଏଲରେ ଧୋନୀଙ୍କ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛନ୍ତି ଡିକେ । ଆଇପିଏଲ ଇତିହାସରେ ୱିକେଟ କିପରଭାବେ ସେ ସର୍ବାଧିକ କ୍ୟାଚ ଧରି ରେକର୍ଡ କରିଛନ୍ତି । ଧୋନୀ…

ଆଜି ଧୋନୀ କୋହଲି ଲଢ଼େଇ

ଦୁବାଇ: ଆଇପିଏଲ ୨୦୨୧ର ସମସ୍ତ ମ୍ୟାଚ ଏବେ ଦମଦାର ହେବାରେ ଲାଗିଛି । ଆଜି ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ବିରାଟଙ୍କ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର । ପଏଣ୍ଟ୍ ତାଲିକାରେ ଆର୍ସିବି ତୃତୀୟ ସ୍ଥାନରେ ରହିଥିଲା ବେଳେ ସିଏସ୍କେ ଦ୍ବିତୀୟ ସ୍ଥାନରେ ଅଛି। ଆର୍ସିବି ୮…

ଆଜି କୋଲକାତା ମୁମ୍ବାଇ ଟକ୍କର

ଦୁବାଇ: ଆଇପିଏଲରେ ଆଜି ହାଇଭୋଲଟେଜ ମ୍ୟାଚ୍ । କୋଲକାତା ନାଇଟ ରାଇଡର୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ । କେକେଆର୍ ନିଜ ପ୍ରଥମ ମ୍ୟାଚ୍ରେ ଶକ୍ତିଶାଳୀ ଆରସିବିକୁ ୯ ୱିକେଟ୍ରେ ହରାଇଥିଲା। ଏଣୁ ମୁମ୍ବାଇ ପାଇଁ ଆସନ୍ତାକାଲିର ମ୍ୟାଚ୍ ନିଶ୍ଚିତ ଭାବେ ଆଉ ଏକ ପରୀକ୍ଷା ନେଇ ଆସିବ। ରୋହିତ…

ହାଇଦ୍ରାବାଦର ଏହି ଖେଳାଳୀ କରୋନା ପଜିଟିଭ୍, ଆଜି ମ୍ୟାଚ୍…

ଦୁବାଇ: ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି । କରୋନା ଯୋଗୁଁ ଆଇପିଏଲ ବନ୍ଦ ହୋଇଥିଲା । ତେବେ ପୁଣିଥରେ କଡ଼ା ସୁରକ୍ଷାରେ ଦୁବାଇରେ ଆଇପିଏଲ ଚାଲିଥିବା ବେଳେ ପୁଣିଥରେ ଆଇପିଏଲରେ ପଶିଛି କରୋନା । ଆଜି ହାଇଦ୍ରାବାଦ ଓ ଦିଲ୍ଲୀ ମଧ୍ୟରେ ମ୍ୟାଚ ହେବାକୁ ଥିବାବେଳେ ହାଇଦ୍ରାବାଦର ବୋଲର…

ସଞ୍ଜୁଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କାହିଁକି?

ଦୁବାଇ: ଜମୁଛି ଆଇପିଏଲ ମ୍ୟାଚ୍ । ମଙ୍ଗଳବାର ରାଜସ୍ଥାନ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚଟି ରାଜସ୍ଥାନ ଦମଦାର ବିଜୟ ହାସଲ କରିଛି । ଯୁବ ବୋଲର ସୁଦୀପ ତ୍ୟାଗୀଙ୍କ ଚମକ୍ରାର ବୋଲିଂ ଲାଗି ଦଳ ରାଜସ୍ଥାନ ବିଜୟୀ ହୋଇଛି । ତେବେ ଏହାରି ଭିତରେ ଦଳର ଅଧିନାୟକଙ୍କୁ ଲାଗିଛି ଝଟକା । ମ୍ୟାଚ…

ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ବ୍ୟାନ କଲା କାଲିବାନ

କାବୁଲ: ସାରା ବିଶ୍ୱରେ ସମସ୍ତଙ୍କ ପସନ୍ଦ ଧନୀ କ୍ରିକେଟ ଲିଗ ଆଇପିଏଲ । ଳିତ ଥର ୟୁଏଇରେ ଏହି ମ୍ୟାଚ୍ ଖେଳାଯାଇଛି। ବିଶ୍ବର ସମସ୍ତ କ୍ରିକେଟ ପ୍ରେମୀ ଫଟାଫଟ କ୍ରିକେଟର ଏହି ଶ୍ରେଷ୍ଠ ଲିଗ୍ର ମଜା ଉଠାଉଥିବା ବେଳେ ଏଥିରୁ ବଞ୍ଚିତ ହୋଇଛନ୍ତି ଆଫଗାନିସ୍ତାନ ବାସୀ। କାରଣ ଆଫଗାନିସ୍ତାନରେ…

ଆଜି କୋଲକାତାକୁ ଭେଟିବ ବାଙ୍ଗାଲୋର

ଦୁବାଇ: ଆଇପିଏଲ ମହାସମରରେ ଆଜି ବାଙ୍ଗାଲୋରକୁ ଭେଟିବ କୋଲକାତା । ଉଭୟ ଦଳ ମଧ୍ୟରେ ହେବ କଡା ଟକ୍କର । ମର୍ଗାନଙ୍କ ଦଳ କୋଲକାତାର ଖେଳାଳୀମାନେ ଏବେ ଦମଦାର ଫର୍ମରେ ଥିବାବେଳେ କୋହଲିଙ୍କ ତାରକା ଖଚିତ ଦଳର ଖେଳାଳୀମାନେ ମଧ୍ୟ ବିଜୟୀ ହେବାକୁ ପ୍ରୟାସ କରିବେ । ତେବେ ଆଜିର ମ୍ୟାଚରେ ମୁଖ୍ୟତଃ…

କିଏ ଜିତିବ ଆଜିର ମ୍ୟାଚ୍?

ଦୁବାଇ: ଆଇପିଏଲ ୨୦୨୧ର ବାକିଥିବା ମ୍ୟାଚ ଆଜିଠାରୁ ପୁଣି ଆରମ୍ଭ ହେଉଛି । ଆଜି ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବ ଲଢ଼େଇ । ଧୋନୀ ବାହିନୀ ଓ ରୋହିତ ବାହିନୀ ମଧ୍ୟରେ ହେବ କଡା ଟକ୍କର । ତେବେ ଆଜିର ମ୍ୟାଚଟି କାହା ସପକ୍ଷରେ ଯିବ ତାକୁ ନେଇ ଆରମ୍ଭ ହୋଇ ଗଲାଣି ସୋସିଆଲ ମିଡିଆରେ ଲଢ଼େଇ ।…

ଆଜିଠୁ ଆରମ୍ଭ ଆଇପିଏଲ ମହାକୁମ୍ଭ

ଦୁବାଇ: ଅଧାରେ ରହିଥିଲା । ଆଜିଠୁ ଆରମ୍ଭ ହେବ । ଧନୀ କ୍ରିକେଟ ଲିଗ୍ ଆଇପିଏଲ-୨୦୨୧ର ବାକି ରହିଥିବା ମ୍ୟାଚ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ତେବେ ଆଜି ପ୍ରଥମ ମ୍ୟାଚରେ ଚେନ୍ନାଇକୁ ଭେଟିବ ମୁମ୍ବାଇ । ଦୁଇଦଳ ମଧ୍ୟରେ କଡା…