Odia News Portal
Browsing Tag

Ipl

ରାତି ପାହିଲେ ଆରମ୍ଭ ହେବ କ୍ରିକେଟର କ୍ରେଜ

ରାତି ପାହିଲେ ପୁଣି ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟର କ୍ରେଜ । ଅର୍ଥାକ କାଲିଠୁ ଆରମ୍ଭ ହେଉଛି ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ବନାମ ମୁମ୍ବାଇ ଇଣ୍ଡିଆନ୍ସ । କରୋନା ଯୋଗୁଁ ବନ୍ଦ ରହିଥିବା ଅଧା ମ୍ୟାଚ କାଲିଠୁ ଆରମ୍ଭ ହେବ ।…

ଅକ୍ଟୋବର ୧୭ରେ ଆଇପିଏଲ-୨୦୨୨ ୨ଟି ନୂଆ ଦଳ ଲାଗି ନିଲାମୀ

ନୂଆଦିଲ୍ଲୀ: ବ୍ୟବସାୟୀକ ଦୃଷ୍ଟିକୋଣରୁ ଆଇପିଏଲରେ ଆଉ ୨ଟି ଟିମ ସାମିଲ ହେବା ନେଇ ନିଷ୍ପତ୍ତି ହୋଇଛି । ତେବେ ପୂର୍ବରୁ ୮ଟି ଟିମ ଥିବା ବେଳେ ଏବେ ଆଉ ୨ଟି ମିଶି ଆଇପିଏଲରେ ୧୦ଟି ଟିମ୍ ଖେଳିବ । ନୂଆ ଟିମର ନିଲାମୀ ଅକ୍ଟୋବର ୧୭ରେ ହେବ । ଆସନ୍ତା ବର୍ଷ ୧୦ ଫ୍ରାଞ୍ଚାଇଜ ମଧ୍ୟରେ ହେବ ଲଢ଼େଇ ।…

ଦୁବାଇରେ ପହଞ୍ଚିଲେ ଭାରତୀୟ ଖେଳାଳୀ

ଦୁବାଇ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ଆଇପିଏଲର ବାକି ଥିବା ମ୍ୟାଚ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ବୋଲର ମହମ୍ମଦ ସିରାଜ ଆଜି ପ୍ରଥମେ ଦୁବାଇରେ ପହଞ୍ଚିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ୍ ଦଳର ୭ଜଣ ତଥା ରିଷଭ ପନ୍ଥ, ରବିଚନ୍ଦ୍ରନ ଅଶ୍ୱିନ, ଅଜିଙ୍କ୍ୟ…

ଆଇପିଏଲ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ପାଇଁ କମେଣ୍ଟ୍ରି ଟିମ୍ ଘୋଷଣା

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଆଉ କେଇ ଦିନ ବାକି ରହିଛି। ମୁକାବିଲା ପାଇଁ ସମସ୍ତ ଦଳ ଝାଳବୁହା ଅଭ୍ୟାସ୍ ଚଳାଇଛନ୍ତି। ଏହା ମଧ୍ୟରେ ଷ୍ଟାର ସ୍ପୋର୍ଟ୍ସ ବିଶ୍ଵର ସବୁଠୁ ବଡ ଟି-୨୦ କ୍ରିକେଟ୍ ଲିଗ୍‌ ଆଇପିଏଲ ପାଇଁ ଭାଷ୍ୟକାରଙ୍କ ତାଲିକା…

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବାକି ମ୍ୟାଚ୍ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଇପିଏଲରୁ ଓହରିଛନ୍ତି ୩ ଇଂଲଣ୍ଡ ଖେଳାଳୀ । ତେବେ ଶେଷ ଟେଷ୍ଟ ବାତିଲ ହେବାପରେ ଏମାନେ ଆଇପିଏଲରୁ ଓହରିଥିବା ଚର୍ଚ୍ଚା ହେଉଛି । ଟି-୨୦ ବିଶ୍ୱକପ ପାଖେଇ ଆସୁଥିବାବେଳେ…

ଆଇପିଏଲ ନିଲାମୀ ତାଲିକାରେ କଟକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ଲାଗି ଖୁସ ଖବର । ଆଇପିଏଲ ଫ୍ରାଞ୍ଚାଇଚ ନିଲାମୀ ସାମିଲ ହେବ କଟକ । ଯାହାକି ଆଇପିଏଲ ଇତିହାସରେ ପ୍ରଥମ । ବ୍ୟବସାୟ ଦୃଷ୍ଟିରୁ ଆଇପିଏଲରେ ଆଉ ୨ଟି ଟିମ୍ ବଢ଼ାଯିବ । ତେବେ ଏହି ତାଲିକାରେ ୬ଟି ସହର ରହିଛି । ଯେଉଁଥିରେ ରହିଛି କଟକ ସହରର ନାମ । ତେବେ ଏହି ୬ ସହର…

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ନିଜ ଦଳକୁ ନେଇ ଏମିତି କହିଲେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍

ନୂଆଦିଲ୍ଲୀ: ଆଇପିଏଲ ୧୪ତମ ସଂସ୍କରଣର ଦ୍ୱିତୀୟ ଭାଗ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ସବୁଦଳ ଏବେଠାରୁ ଅଭ୍ୟାସ ଆରମ୍ଭ କରିଲେଣି । ତେବେ ଏହାରି ଭିତରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ପ୍ରବୀଣ ଆମ୍ରେ କହିଛନ୍ତି କି, ଆମ ଦଳ ପୁଣି ପ୍ରଥମରୁ ଖେଳ ଆରମ୍ଭ କରିବ । ଦଳ…

ଅକ୍ଟୋବର ୧୫ରେ ହେବ ଆଇପିଏଲର ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ: କରୋନା ମହାମାରୀ ଲାଗି ସ୍ଥଗିତ ରହିଥିବା ଚଳିତ ସିଜିନ ଆଇପିଏଲର ବଳକା ମ୍ୟାଚ ସେପ୍ଟେମ୍ବର ୧୯ରୁ ଖେଳାଯିବ । ଅକ୍ଟୋବର ୧୫ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ବାକିଥିବା ୩୧ଟି ମ୍ୟାଚ ଖେଳାଯିବ । ତେବେ ଚଳିତ ସିଜିନରେ କିଏ ଚାମ୍ପିୟନ…

ଆସନ୍ତା ଅକ୍ଟୋବର କିମ୍ବା ନଭେମ୍ବରରେ ହେବ ଟ୍ବେଣ୍ଟି୨୦ ବିଶ୍ବକପ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ ଆସନ୍ତା ଅକ୍ଟୋବର-ନଭେମ୍ବରରେ ଭାରତରେ ଆୟୋଜନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ କରୋନା ମହାମାରୀ ଭୟଙ୍କର ସ୍ଥିତିରେ ରହିଥିବାରୁ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର-ନଭେମ୍ବରରେ ଆୟୋଜନ କରିବା ଅସମ୍ଭବ ହୋଇପଡ଼ିଛି। ଏଥିପାଇଁ ଆଇସିସି ଭାରତ ବଦଳରେ…

ୟୁଏଇରେ ଆଇପିଏଲ୍‌ର ବାକି ମ୍ୟାଚ୍‌, ଖୁବଶୀଘ ତାରିଖ ଘୋଷଣା

ମୁମ୍ବାଇ : ଖୁବ ଶୀଘ୍ର ଆରମ୍ଭ ହେବ ବାକି ଥିବା ଆଇପିଏଲ୍‌ର ମ୍ୟାଚ୍‌ । ୟୁଏଇରେ ହେବ ଆଇପିଏଲ୍‌ ଅବିଶିଷ୍ଟ ମ୍ୟାଚ୍‌ । ବିସିସିଆଇ ପକ୍ଷରୁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ତେବେ କେଉଁ ତାରିଖ ଠାରୁ ବାକି ମ୍ୟାଚ୍‌ ଆରମ୍ଭ ହେବ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…