Odia News Portal
Browsing Tag

latest odia news

ଆଉ ୧୦୮ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୯୫୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ସିଲଭର ସିଟିରେ ପୁଣି ନକଲି ….

କଟକ: ସିଲଭର ସିଟି କଟକରେ ପୁଣି ନକଲି ଘିଅ କାରଖାନା ଠାବ । ମର୍କତନଗର ସେକ୍ଟର-୯ରେ ଚାଲିଥିଲା ବିନାୟକ ଘିଅ କାରଖାନା । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଘିଅ ଜବତ କରାଯାଇଛି । ଘିଅ ବୋଝେଇ ଅଟୋ ଜବତ ହୋଇଥିବା ବେଳେ ଅଟୋ ଚାଳକ ଗିରଫ ହୋଇଥିବା ସୂଚନା ମିଳିଛି । ବିନା ଲାଇସେନ୍ସରେ

ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍

ଭୁବନେଶ୍ୱର: ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା | କିଛିଦିନ ତଳେ ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ମେଡିକାଲ କଲେଜର ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ଦେଇଥିଲେ | ଏହାପରେ ଚେତିଛନ୍ତି ରାଜ୍ୟ ସରକାର। ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ ୨୦ ହଜାରରୁ ୨୮ ହଜାରକୁ ବୃଦ୍ଧି

ତୃତୀୟ ସ୍ଥାନରେ ଓଡ଼ିଶା ପୋଲିସ

ଭୁବନେଶ୍ୱର: ପୋଲିସ ରାକିଂରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ରାକିଂରେ ୩ୟ ସ୍ଥାନରେ ଓଡ଼ିଶା ପୋଲିସ । ୧୮ଟି ବଡ଼ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନରେ ରହିଛି । ଏ ନେଇ ଟୁଇଟ କରି ଖୁସି ବ୍ୟକ୍ତ କଲେ ପୋଲିସ ଡିଜି । ଇଣ୍ଡିଆ ଜଷ୍ଟିସ ରିପୋର୍ଟ

ଓଲଟିଲା ଯାତ୍ରୀବାହୀ ବସ୍‌, ଜଣେ ମୃତ

ରାୟଗଡ଼ା: ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ମୁନିଗା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୯ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

ଆଉ ନ ଝଡୁ ଅଦିନେ ଝରାଫୁଲ…..

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ସଠିକ୍ ଭାବେ ପରଦା ହଟି ନଥିବା ସମୟରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ସହଯୋଗୀ କିଏ ଓ ମୃତ୍ୟୁ ପଛର କାରଣ କ’ଣ ଜାଣିବା ପାଇଁ ରାକେଶକୁ ୫ ଦିନିଆ ରିମାଣ୍ଡରେ

“ଆମ ଖୁସି ଆମ ସୁରକ୍ଷା” ପ୍ରୋଜେକ୍ଟ ଆରମ୍ଭ

ଏହି ପ୍ରୋଜେକ୍ଟରେ ଆଜି ରାଜଗାଙ୍ଗପୁର ପୋଲିସ ଷ୍ଟେସନ ପରିସରରେ ପ୍ରଥମ ପୋଲିସ ଷ୍ଟେସନକୁ ଡିଆଇଜି କବିତା ଜଲାନ ଉଦଘାଟନ କରିଛନ୍ତି । ଏସପି ସାଗରିକା ନାଥ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଜିର ପିଲା ହେଉଛନ୍ତି ଆସନ୍ତା କାଲିର ଭବିଷ୍ୟତ । ସେମାନଙ୍କର ସ୍ଵାଧୀନତା ଓ ସୁରକ୍ଷା ପାଇଁ

ତଳକୁ ଖସିଲା ଓଡ଼ିଶା, ୧ନମ୍ବରରେ ମହାରାଷ୍ଟ୍ର

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ବ୍ୟବସ୍ଥାର ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି। ଦ୍ୱିତୀୟ ଥର ପାଇଁ ଇଣ୍ଡିଆନ ଜଷ୍ଟିସ ରିପୋର୍ଟକୁ ସର୍ଭେ ସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି। ଟାଟା ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ଓଡ଼ିଶାର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି। ଲୋକଙ୍କୁ

ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ | ନୂଆଦିଲ୍ଲୀ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ | ଦୂତାବାସ ବାହାରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା |ତେବେ ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସମୟରେ କିଛି କାର କ୍ଷତିଗ୍ରସ୍ତ ହୋଇଥିବା ସୂଚନା | ବିସ୍ଫୋରଣ ଛୋଟ ଧରଣର

ବିଚାର ବିଭାଗୀୟ ହାଜତରେ ରାକେଶ,୧ରେ ଶୁଣାଣି

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଅଭିଯୁକ୍ତ ରାକେଶକୁ କୋର୍ଟଚାଲାଣ କଲା କୁଆଖିଆ ପୋଲିସ । ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିଯୁକ୍ତ ହାଜର । ଅଭିଯୁକ୍ତ ବିରୋଧରେ ୩୦୨, ୨୦୧ ଓ ଏସସି/ଏସଟି ଆକ୍ଟ ଲାଗିଛି । ଅଭିଯୁକ୍ତକୁ ୫ ଦିନ ପାଇଁ ରିମାଣ୍ଡରେ