Odia News Portal
Browsing Tag

latest odia news

ସଫଳ ହେଲା ଭାରତ, ସିଡନୀ ଟେଷ୍ଟ୍ ଡ୍ର

ସିଡନୀ: ସିଡନୀ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ । ଖରାପ ସ୍ଥିତିରୁ ବାହାରି ମ୍ୟାଚ ଡ୍ର ରଖିବାରେ ସଫଳ ହୋଇଛି ଭାରତୀୟ ଦଳ । ଆଜି ଶେଷ ଦିନରେ ଅଧିନାୟକ ରାହାଣେ ୪ ରନ କରି ଆଉଟ ହେବା ପରେ ଭାରତୀୟ ଦଳ ଉପରେ ଅଧିକ ଚାପ ପଡିଥିଲା । ଭାରତ ୪୦୭ ବିଶାଳ ଟାର୍ଗେଟର ପିଛା କରୁଥିବା ବେଳେ…

କୃଷି ଆଇନ ସ୍ଥଗିତ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଜାରି ରହିଛି କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ । ଆଜି ସୁପ୍ରିମକୋର୍ଟରେ ଚାଷୀ ଆନ୍ଦୋଳନର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । କୃଷି ଆଇନ ଅଚଳାବସ୍ଥା ନେଇ କେନ୍ଦ୍ର ସରକାରଙ୍କ ଉପରେ…

ଟିକାକରଣର ପୂର୍ବରୁ ରାଜ୍ୟକୁ ଆସିବ ଭ୍ୟାକ୍ସିନ

ଭୁବନେଶ୍ୱର: ଟିକାକରଣର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ପହଞ୍ଚିପାରେ ଟିକା । ଆସନ୍ତା ୧୬ ତାରିଖରେ ଦେଶରେ ଟିକାକରଣ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ତେବେ ଏହା ପୂର୍ବରୁ ରାଜ୍ୟରେ ଟିକା ପହଞ୍ଚିପାରେ ବୋଲି କୁହାଯାଉଛି । ଓଡ଼ିଶାର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁ…

କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ ଫି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସି ବିଭାଗରେ ପହଞ୍ଚିବା ପରେ ତର୍ଜମା କରି…

ବିଷାକ୍ତ ଶାଗ ନେଲା ଜୀବନ

ନୟାଗଡ଼: ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ ଘଟିଛି ଏହି ଭଳି ଅଭାବନୀୟ ଘଟଣା । ମୃତ ଶିଶୁର…

ଧବଳେଶ୍ଵର ପୀଠରେ ସର୍ବସାଧାରଣ ଦର୍ଶନ

କଟକ: କରୋନା କଟକଣା ଭିତରେ ଆଜିଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ମନ୍ଦିର । ଆଜିଠାରୁ ସର୍ବସାଧାରଣ ପ୍ରଭୁଙ୍କ ଦର୍ଶନ କରିପାରିବେ। ଗୋଟିଏ ଥରରେ ୫୦ ଜଣ ଭକ୍ତ ୬ଫୁଟ ଦୂରତା ମଧ୍ୟରେ ରହି ମନ୍ଦିର ପରିସରରେ ଦର୍ଶନ କରିବେ…

ଜଳିଗଲା ବସ୍ , ସୁରକ୍ଷିତ ଯାତ୍ରୀ

କନ୍ଧମାଳ: ଚଳନ୍ତା ବସରେ ନିଆଁ । ଅଳ୍ପକେ ବର୍ତ୍ତିଲେ ବସରେ ବସିଥିବା ଯାତ୍ରୀ । ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଛକଠାରେ ଥିବା ବସରେ ନିଆଁ ଲାଗି ଯାଇଥିଲା । ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏ ରାମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯିବା…

କାରକୁ ଧକ୍କା ଦେଲା ଟ୍ରକ୍,ଜଣେ ମୃତ

ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିଶ୍ଚିନ୍ତକୋଇଲି ଥାନା କଟିକଟା ନିକଟରେ ସଡ଼କ ଦୁର୍ଘଟଣା ।  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହାତ ହୋଇଛନ୍ତି  । କଟକ-ଚାନ୍ଦବାଲି ରାସ୍ତା କଟିକଟା ବଜାରରେ ଭୋର ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି କଟକ…

ଘରେ‌ ଲାଗିଲା ନିଆଁ, ୪ ଗୁରୁତର

ଝାରସୁଗୁଡ଼ା: ନିଆଁରେ ପୋଡି ୪ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ହରିଓମ୍‌ ବିହାରରେ ଗତରାତିରେ ଏହିଭଳି ଅଭାବନୀୟ ଘଟଣା ଘଟିଯାଇଛି। ଘରେ ଶୋଇଥିବା ଅବସ୍ଥାରେ ଗୋଟିଏ ପରିବାରର ୪ ଜଣ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି। ଗୁରୁତରଙ୍କ ମଧ୍ୟରେ ଜଣେ ବୃଦ୍ଧା, ତାଙ୍କ ପୁଅ, ବିବାହିତା ଝିଅ…

ସୋମବାର ବିଶେଷ ଉପାୟରେ କରନ୍ତୁ ଶିବ ଆରାଧନା

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ସୋମବାର ଦିନଟି ଭଗବାନ ଶିବଙ୍କୁ ସମର୍ପିତ। ସୋମବାର ଦିନ ଭଗବାନ ଶିବଙ୍କୁ ଆରାଧନା କରାଯାଇଥାଏ। ଶିବ ଭକ୍ତ ସୋମବାର ଦିନ ବ୍ରତ ପାଳନ କରିଥାନ୍ତି। ତେବେ ଦେବଙ୍କ ଦେବ ମହାଦେବ ଭକ୍ତଙ୍କ ଉପରେ ଖୁବ୍ ଶୀଘ୍ର…