Odia News Portal
Browsing Tag

latest odia news

ବାଲେଶ୍ୱର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ

ବାଲେଶ୍ୱର ଓ ମୟୁରଭଞ୍ଜରେ ଆଖପାଖ ଅଞ୍ଚଳରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଧ୍ୟାହ୍ନ ୨.୧୦ ସମୟରେ ଅନୂଭୁତ ହୋଇଛି ଭୂକମ୍ପ । ଭୂକମ୍ପର କାରଣ ଜଣାପଡ଼ି ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଭୂକମ୍ପ ଝଟକାରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ

ରାଜ୍ୟରେ ଆଉ ୩୨୫ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ

ଆଜି ରାଜ୍ୟରେ ୩୨୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି |ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି | ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲା ବେଳେ ୧୩୮ଟି ହେଉଛନ୍ତି ଲୋକାଲ୍ କେସ୍‌। ୨୪ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ

ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରାଜଙ୍କ ମନ୍ଦିର,କରୋନା କଟକଣାରେ ଦର୍ଶନ କରିବେ ଭକ୍ତ

ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରାଜଙ୍କ ମନ୍ଦିର। ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ତେବେ ନୂଆବର୍ଷ କୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧,୨ ଏବଂ ୩ ତାରିଖ ମା’ ବିରାଜଙ୍କ ମନ୍ଦିର ବନ୍ଦ

ବିଜେଡିର ନୂଆ ମିଡିଆ ଟିମ୍ ଚୟନ: ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି କଲା ଦଳ

ଶାସକ ବିଜେଡିର ମୁଖପାତ୍ର ଏବଂ ପ୍ୟାନେଲିଷ୍ଟ ତାଲିକା ଜାରି ହୋଇଛି। ୧୬ ଜଣଙ୍କୁ ମୁଖପାତ୍ର ଦାୟିତ୍ବ ଦିଆଯାଇଥିବା ବେଳେ ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ମୁଖପାତ୍ର ଭାବେ ୬ ଜଣଙ୍କୁ ଦାୟିତ୍ବ ଦିଆଯାଇଛି। ଜାତୀୟ ସ୍ତରରେ ୬ ଜଣ ହେଲେ ପିନାକୀ ମିଶ୍ର, ପ୍ରସନ୍ନ

ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ,ପ୍ରଦୀପ ଜେନା ଉନ୍ନୟନ କମିଶନର

ରାଜ୍ୟ ପ୍ରଶାସନିକ ସେବାର ବଡ ଧରଣର ଅଦଳ ବଦଳ ।ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେଲେ ନୂଆ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଡିସେମ୍ବର

ଆପଣ ଡାଇବେଟିସ୍ ରେ ପୀଡିତ କି? ଜାଣନ୍ତୁ ଏହାର ପ୍ରତିକାର…

ଆଜିର ସମୟରେ ଡାଇବେଟିସ୍‌(ମଧୁମେହ) ଏକ ସାଧାରଣ କଥା ହୋଇଗଲାଣି । ଯେତେବେଳେ ବ୍ଲଡ୍ ରେ ସୁଗାର ର ସ୍ତର ଅଧିକ ହୋଇଯାଏ ସେତେବେଳେ ଏହି ରୋଗ ହୋଇଥାଏ । ଏହି ସମୟରେ ବାରମ୍ବାର ଶୋଷ ଲାଗିବା, ପରିସ୍ରା ଲାଗିବା ଏବଂ ଅଧିକ ଭୋକ ଲାଗିବା ଆଦି ସମସ୍ୟା ଆରମ୍ଭ ହୋଇଥାଏ । ଏହି ରୋଗ ଦ୍ୱାରା

ଦେଶବାସୀଙ୍କୁ ପବିତ୍ର ବଡ଼ଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ…

ଆଜି ପବିତ୍ର ବଡ଼ଦିନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ରାଜ୍ୟରେ ପାଳନ ହୋଇଛି ବଡ଼ଦିନ । ତେବେ ଚଳିତ ବର୍ଷ କରୋନା ପାଇଁ ଚର୍ଚ୍ଚରେ ଏକାଠି ହେବେନି ଖ୍ରୀଷ୍ଟଧର୍ମାମ୍ବଲମ୍ବୀ । କିନ୍ତୁ ଘରେ ରହି ଖ୍ରୀଷ୍ଟ ଧର୍ମୀ

ଦୃଢ ଇଚ୍ଛାଶକ୍ତି ବଳରେ ବଳୀୟାନ ଜୟକିଶୋର,୬୪ ବର୍ଷରେ ହେଲେ ଡାକ୍ତରୀ ଛାତ୍ର

ଶିକ୍ଷା ପାଇଁ ବୟସ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତିର ଆବଶ୍ୟକତା ହୋଇଥାଏ । ଦୃଢ ଇଚ୍ଛାଶକ୍ତି ପାଖରେ ଥିଲେ ମଣିଷ କଣ ନ କରି ପାରେ ଏହି ଉକ୍ତିଟିର ସଠିକ ଓ ଯୁକ୍ତିଯୁକ୍ତ ପ୍ରମାଣ ସହ ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ୍ ଅଧିକାରୀ ଜୟକିଶୋର ପ୍ରଧାନ ।

୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ

ପୁରୀ ଶ୍ରୀମନ୍ଦିର ସମେତ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ସମୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଆସୁଥିବା ମନ୍ଦିର ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଆସନ୍ତା ୩ ତାରିଖରେ

ଧରାବତରଣ କଲେ ପ୍ରଭୁ ଯୀଶୁ,କୋଭିଡ ନିୟମ ମାନି ରାଜଧାନୀରେ ବଡ଼ଦିନ ପାଳନ

ଆଜି ପବିତ୍ର ବଡଦିନରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ । ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରାୟ ରାତି ୩ଟା ଯାଏଁ ଚଳଚଞ୍ଚଳ ଥିଲା ରାଜଧାନୀ ତଥା ରାଜ୍ୟର ବିଭିନ୍ନ ଅନ୍ୟ ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ରଙ୍ଗ ବେରଙ୍ଗର ଆଲୁଅ ମାଳାରେ ଝଲସୁଥିଲା ସମସ୍ତ ଚର୍ଚ୍ଚ । ଝଲସୁଥିଲା ବିଭିନ୍ନ