Odia News Portal
Browsing Tag

latest odia news

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟା ଆବଣ୍ଟନ

ରାଜ୍ୟର ପ୍ରଥମ ଟାଉନ ପ୍ଲାନିଂ ଯୋଜନାରେ ଆଜି ଭୁବନେଶ୍ୱର ଉପକଣ୍ଠର ୪ଟି ଗାଁ ସହଜପୁର, ନାରଗୋଦା, ସିଜୁପୁଟ ଓ ପାଇକରାପୁରର ଗ୍ରାମବାସୀମାନଙ୍କୁ ବିକଶିତ ଅଞ୍ଚଳର ଜମିପଟ୍ଟା ଆବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସିଂ ଜରିଆରେ ପଟ୍ଟା ଆବଣ୍ଟନ କରିଛନ୍ତି ।

ପିଉଛନ୍ତି କି ଏହି ସବୁ ପାନୀୟ ହୋଇଯାଆନ୍ତୁ ସାବଧାନ, ବଢ଼ିପାରେ ଶରୀରରେ ସୁଗାରର ମାତ୍ରା

ଆଜିକାଲି ଘରେ ଘରେ ଡାଏବେଟିସ ଓ ରକ୍ତଚାପ ରୋଗୀ। ଡାଏବେଟିସ୍ ରୋଗୀଙ୍କୁ ନିଜ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ତେବେ ଡାଏବେଟିସ୍ ରୋଗୀ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ତେବେ ଡାଏବେଟିସ ରୋଗୀଙ୍କ ପାଇଁ ସବୁଠାରୁ ହାନିକାରକ ପାନୀୟ । ଡାଏବେଟିସ୍ ରୋଗୀ ଜିରୋ

‘କୁଲି ନମ୍ବର-୧’ର ପ୍ରମୋସନରେ ବ୍ୟସ୍ତ ବରୁଣ-ସାରା

ଅପକମିଂ ଫିଲ୍ମ ‘କୁଲି ନମ୍ବର-୧’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବରୁଣ-ସାରା। ଏହି ସମୟରେ ଅଭିନେତ୍ରୀ ସାରା ତାଙ୍କ କୋ-ଷ୍ଟାର ବରୁଣଙ୍କ ସହ ଅନେକ ନୂଆ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ଗତକାଲି ଆମାଜନ ପରିମେ ଭିଡ଼ିଓରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘କୁଲି ନମ୍ବର-୧’।

ଚାଷୀଙ୍କ ପାଇଁ ରାଷ୍ଟ୍ରପତିଙ୍କୁ ଭେଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଦେଶରେ ଚାଲିଥିବା କୃଷି ଆନ୍ଦୋଳନକୁ ନେଇ ରାଜନୀତି ସରଗରମ ରହିଛି । ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨ କୋଟି ଲୋକଙ୍କ ଦସ୍ତଖତ ସହିତ ସ୍ମାରକପତ୍ର ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି।

ରିମାଣ୍ଡରେ ଡି-ବ୍ରଦର୍ସ: ୩ ଦିନିଆ ରିମାଣ୍ଡରେ ସତ ଓଗାଳିବ କମିଶନରେଟ୍ ପୋଲିସ

କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କୁ ଆଜିଠାରୁ ରିମାଣ୍ଡରେ ନେଇଛି । ୩ ଦିନିଆ ରିମାଣ୍ଡରେ ଚୋରା ବନ୍ଧୁକ କାରବାରର ସତ ଖୋଜି ବାହାର କରିବ କମିଶନରେଟ୍ ପୋଲିସ । ଗତ ଡିସେମ୍ବର ୧୦ ତାରିଖରେ କମିଶନରେଟ୍ ପୋଲିସ ଡି-ବ୍ରଦର୍ସଙ୍କ କଟକ ସିଡିଏ ସେକ୍ଟର-୬ ସ୍ଥିତ ଘରେ ଚଢ଼ାଉ କରିଥିଲା । ରେଡ୍ ବେଳେ

ଆଜିର ଦିନରେ କ୍ୟାପଟେନ କୋହଲି ଲଗାଇଥିଲେ ପ୍ରଥମ ଶତକ,ଫ୍ୟାନ୍ସ ହୋଇଥିଲେ ଚକିତ

ଭାରତୀୟ ଦଳର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଓ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୧୧ ବର୍ଷ ତଳେ ଆଜିର ଦିନରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଶତକ ଲଗାଇଥିଲେ । କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମୁକାବିଲାରେ ବିଜୟ ଲକ୍ଷ୍ୟକୁ ପିଛା କରି ୧୦୭ ରନ୍ କରିଥିଲେ କୋହଲି । ବିରାଟ ଏବେସୁଦ୍ଧା

ସ୍କାଏ କିଙ୍ଗ ଠକେଇ ମାମଲାରେ ଚର୍ଚ୍ଚିତ ବାପ-ପୁଅ ଯୋଡିକୁ ମିଲିଲାନି ଜାମିନ୍

କୋଟିପତି ଆଇଏଫଏସ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକକୁ ମିଲିଲାନି ଜାମିନ। ଏସଡିଜେଏମ୍‌ କୋର୍ଟ ଆଜି ଉଭୟଙ୍କ ଜାମିନ ଆବେଦନ ଖାରାଜ କରି ଦେଇଛନ୍ତି । ଭୁବନେଶ୍ୱର ସ୍କାଏ କିଙ୍ଗ ଅଫିସର ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଦୁହିଁଙ୍କ ଜାମିନ ଖାରଜ ହୋଇଛି । ଅନ୍ୟପକ୍ଷେ ଆଜି ଅଭୟକାନ୍ତ ପାଠକଙ୍କ

ପରୀ ହତ୍ୟା କାଣ୍ଡର ଡେମୋ ଦେଖାଇଲା ଅଭିଯୁକ୍ତ ସରୋଜ

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଏସ୍‌ଆଇଟି ଗିରଫ ଅଭିଯୁକ୍ତ ସରୋଜଙ୍କୁ ଆଜି ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏଟ କରିଛି । ଯଦୁପୁରର ପୋଖରୀ ନିକଟରୁ ନାବାଳିକା ଶରୀରର କିଛି ହାଡ଼ ମିଳିଥିବା ନେଇ ଡେମୋ ଦେଖାଇଲା ଏସ୍‌ଆଇଟି। ପୋଖରୀ କୂଳରେ ସରୋଜ ଘଟଣା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଉରକେଲାରେ ତିଆରି ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ

ରାଉରକେଲାରେ ତିଆରି ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ। ଆଜି ସକାଳେ ଏନେଇ ମୁଖ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଷ୍ଟାଡିୟମରେ ହକି ବିଶ୍ୱକପ-୨୦୨୩ ଆୟୋଜିତ ହେବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।ତେବେ ଏନେଇ ନିକଟରେ ଅନ୍ତର୍ଜାତୀୟ ହକି ଫେଡେରେସନ,

ପରୀ ମୃତ୍ୟୁ ମାମଲାରେ ସତ ଜାଣିଥିଲେ ସରୋଜର ପରିବାର ଲୋକ!

ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଏହାରି ଭିତରେ ପୁଣି ନୂଆ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏସଆଇଟିର ସୂଚନା ଅନୁସାରେ