Odia News Portal
Browsing Tag

latest odia news

ବଢ଼ିବ ତାତି

ରାଜ୍ୟରେ ଗତ ୪ ମାସ ହେବ ବର୍ଷା ନାହିଁ। ଗତ କିଛିଦିନ ହେବ ସମୁଦ୍ରଆଡୁ ରାଜ୍ୟକୁ ପ୍ରବାହିତ ବାୟୁ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି। ଏପରିକି ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଟପିଯିବା ନେଇ ପାଣିପାଗ ବିଭାଗ

ବଢିବ ଏୟାରଟେଲର ସେବା ମୂଲ୍ୟ, ଆଗୁଆ ସଙ୍କେତ ଦେଲେ ଅଧ୍ୟକ୍ଷ ମିତ୍ତଲ

ଦରମା ବଢ଼ୁଛି, ଘରଭଡ଼ା ବଢ଼ୁଛି, କିନ୍ତୁ ଗୋଟିଏ ଜିନିଷର ମୂଲ୍ୟ ବଢ଼ୁନାହିଁ। କାହାର କିଛି ଆପତ୍ତି ନାହିଁ। ଲୋକମାନେ ନାମମାତ୍ର ଟଙ୍କା ଦେଇ ୩୦ ଜିବି ଡାଟା ବ୍ୟବହାର କରୁଛନ୍ତି ବୋଲି ଏୟାରଟେଲ୍‌ର ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିବା ସହ କିଛି ମାସ ପରେ ମୋବାଇଲ୍‌ କଲ୍‌ ଓ ଡାଟା ମୂଲ୍ୟ

ଦିଲ୍ଲୀରେ ବୃଦ୍ଧି ପାଇଲା ‘ଏଲପିଜି’ ସିଲିଣ୍ଡର ମୂଲ୍ୟ

ଆଜିଠାରୁ ଦିଲ୍ଲୀରେ ଘରୋଇ ଓ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ର ମୂଲ୍ୟ ବୃଦ୍ଧି କରାଯାଇଥିବା କଥା ‘ଅଏଲ୍‌ ମାର୍କେଟିଙ୍ଗ୍‌ କମ୍ପାନି’ମାନେ ଘୋଷଣା କରିଛନ୍ତି। ‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ଘରୋଇ ରନ୍ଧନ ନିମନ୍ତେ ବ୍ୟବହୃତ ୧୪.୨

୩୮କୁ ଖସିଲା ଆଦାନୀ ଷ୍ଟକ, ପୁଣି ନମ୍ବର ୱାନରେ ଏଲନ ମସ୍କ

ଫୋର୍ବସ୍‌ ବିଶ୍ବ ଧନୀ ତାଲିକାରେ ପରିବର୍ତ୍ତନ ଘଟିଛି। ଗତ କିଛି ମାସ ଧରି ଏକ ନମ୍ବର ସ୍ଥାନରୁ ଖସିଯାଇଥିବା ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ପୁଣି ଥରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଇଲେକ୍ଟ୍ରିକ୍ କାର୍‌ ନିର୍ମାଣ କରୁଥିବା ତାଙ୍କ କଂପାନି ଟେସ୍‌ଲାର ସେୟାର ମୂଲ୍ୟରେ ୧୦୦% ବୃଦ୍ଧି ହେବାରୁ

୫୦ତମ ଜନ୍ମଦିନରେ ସଚିନଙ୍କୁ ମିଳିଲା ସ୍ୱତନ୍ତ୍ର ଉପହାର, ୱାଙ୍ଖଡେରେ ସ୍ଥାପନ ହେବ ପ୍ରତିମୂର୍ତ୍ତି

ବିଶ୍ବ କ୍ରିକେଟ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ବଡ଼ ନାଁ। ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିବା ତେନ୍ଦୁଲକରଙ୍କ ସାରା ବିଶ୍ବରେ ଅନେକ ପ୍ରଶଂସକ ଥିଲା ବେଳେ ଭାରତରେ ‌ପୂଜା ପାଆନ୍ତି। ‌ସେ ୧୦୦ ଶତକ ସହ ୩୪,୦୦୦ରୁ ଊର୍ଦ୍ଧ୍ବ ଅନ୍ତର୍ଜାତୀୟ ରନ୍‌ କରିଥିଲା ବେଳେ

କାର୍ଯ୍ୟରତ ଡାକୋଟା ପୁନଃନିର୍ମାଣ, ମାର୍ଚ୍ଚ ୫ରେ ହେବ ଉଦ୍ଘାଟନ

ଆସନ୍ତା ୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଡାକୋଟା ବିମାନକୁ ସର୍ବସାଧାରଣ ପ୍ରଦର୍ଶନ ପାଇଁ ଯୋଜନା କରାଯାଇଛି। ଇତିହାସ ବର୍ଣ୍ଣିତ ଏହି ଡାକୋଟାରେ ପାଇଲଟ ଓ ଯାତ୍ରୀ କ୍ୟାବିନ୍ ଲଗାଯିବ। ଏଣୁ ଡାକୋଟାକୁ ହାଙ୍ଗରରୁ ବାହାରି କରାଯାଇ ଟର୍ମିନାଲ ୧

ଜିଏସ୍ଏମ୍ଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍ ପୁରସ୍କାରରେ ସମ୍ମାନିତ ହେଲା ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି। ଜିଏସ୍‌ଏମ୍‌ ଆସୋସିଏସନ ପକ୍ଷରୁ ଭାରତକୁ ଜିଏସ୍‌ଏମ୍‌ଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। ଦୂରସଞ୍ଚାର ନୀତି ଓ ନିୟାମକ କ୍ଷେତ୍ରରେ ଶ୍ରେଷ୍ଠ ପଦ୍ଧତି କାର୍ଯ୍ୟକାରୀ

ଦୀର୍ଘ ୯୪୫ ଦିନ ପରେ ହଂକଂରୁ ଉଠିଲା ମାସ୍କ କଟକଣା

କୋଭିଡ୍‌-୧୯ ପାଇଁ ହଂକଂରେ ଆଜିଯାଏ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା। ୯୪୫ ଦିନ ପରେ ମାର୍ଚ୍ଚ ପହିଲା ବୁଧବାରଠାରୁ ଏହି ବାଧ୍ୟତାମୂଳକ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ହଂକଂର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଜନ ଲି ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ବ୍ୟବସାୟୀ ଓ ପରିଦର୍ଶକମାନଙ୍କ ଆଗମନକୁ

ବୋର୍ଡ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ଓ ଆଡମିଟ କାର୍ଡ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଅପ୍‌ଲୋଡ୍‌ କରାଯାଇଛି। ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଏହି ସୂଚନାକୁ ଡାଉନଲୋଡ୍‌ କରିବାକୁ ବୋର୍ଡ ପକ୍ଷରୁ

ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଦିଲ୍ଲୀ ଉପରାଜ୍ୟପାଳ

ଆଜି ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସହିତ ସେ ସବୁକୁ ଗ୍ରହଣ କରାଯାଉ ବୋଲି ସୁପାରିସ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।