ଆଇସିସି ଦଳରେ ସ୍ଥାନ ପାଇଲେ ୬ ଭାରତୀୟ କ୍ରିକେଟର
ଆଇସିସି ପକ୍ଷରୁ ୨୦୨୨ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ପାକିସ୍ତାନର ବାବର ଆଜମ୍ଙ୍କ ନେତୃତ୍ବରେ ଘୋଷିତ ଦିନିକିଆ ଦଳରେ ଭାରତରୁ କେବଳ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ ସ୍ଥାନ ପାଇଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିରାଟ କୋହଲି କିମ୍ବା!-->…
