ଜାଗର ଯାତ୍ରା ପାଇଁ ସ୍ଥିର ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିନିର୍ଘଣ୍ଟ
ଫେବ୍ରୁଆରୀ ୧୮ ତାରିଖରେ ପାଳନ ହେବ ପବିତ୍ର ମହାଜାଗର । ଏଥିପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ନୀତିନର୍ଘଣ୍ଟ ସ୍ଥିର ହୋଇସାରିଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହା ସହିତ ଅନ୍ୟ ପୂଜାବିଧି ପାଇଁ ମଧ୍ୟ ନୀତିନିର୍ଘଣ୍ଟ ସ୍ଥିର!-->…
