Odia News Portal
Browsing Tag

latest odia news

କୋଭିଡ-୧୯ : ୨୪ ଘଣ୍ଟାରେ ୮୨ ନୂଆ ସଂକ୍ରମଣ

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ତଳକୁ ଖସିଛି, ତା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୩ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

‘ଗୁଗଲ’ ଅଫିସକୁ ବୋମା ଧମକ: ହାଇଦ୍ରାବାଦରୁ ଧରା ହେଲେ ଆସାମୀ

ଗୁଗଲ ଅଫିସ୍ ପରିସରରେ ବୋମା ଅଛି ବୋଲି ଫୋନ୍ କଲ୍ ମିଳିବା ପରେ ରବିବାର ରାତିରେ ମହାରାଷ୍ଟ୍ରର ପୁଣେ ସହରରେ ଥିବା ‘ଗୁଗଲ୍’ କମ୍ପାନିର ଅଫିସ୍‌ରେ ପୁଣେ ପୁଲିସ ଟିମ୍ ଓ ‘ବମ୍ ଡିଟେକ୍ସନ୍ ଆଣ୍ଡ୍ ଡିସ୍ପୋଜାଲ୍ ସ୍କ୍ବାଡ୍’ (ବିଡିଡିଏସ୍) କାର୍ଯ୍ୟରେ ଲାଗିପଡ଼ିଥିଲେ।ଆଜି ସକାଳେ ଉକ୍ତ ଘଟଣା

ତୁର୍କୀର କରାଳ ରୂପ:ବଢିଚାଲିଛି ମୃତ୍ୟୁ ସଂଖ୍ୟା

ତୁର୍କୀ - ସିରିୟା ବିପର୍ଯ୍ୟୟ ସମସ୍ତଙ୍କୁ ସ୍ତମ୍ଭିଭୂତ କରି ରଖି ଦେଇଛି । ମୃତ୍ୟୁର କରାଳ ରୂପ ନେଇ ଆସିଥିବା ଭୂକମ୍ପ ପ୍ରଭାବରେ ହନ୍ତସନ୍ତ ହେଉଛି ପୁରା ତୁର୍କୀ ଯାହାର ଉଦ୍ଧାର କାର୍ଯ୍ୟ ଏବେ ବି ସରିନି, ହେଲେ ସରୁନି ତୁର୍କୀ ବାସୀଙ୍କ ଦୁଃଖ । ରିପୋର୍ଟ ଅନୁଯାୟୀ, ତୁର୍କୀର

ବିବାହ ଫିଲ୍ମର ବାସ୍ତବିକ ଦୃଶ୍ୟ : ହସ୍ପିଟାଲରେ ସମ୍ପନ୍ନ ହେଲା ବିବାହ

ରାଜସ୍ଥାନ କୋଟାରେ ଦେଖିବାକୁ ମିଳିଛି ଏଭଳି ନିଆରା ବିବାହ ଦୃଶ୍ୟ, ଯାହା ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଜଣେ ବର ବିବାହ କରିବାକୁ ନିଜ ବରଯାତ୍ରୀଙ୍କୁ ନେଇ ହସ୍ପିଟାଲ୍ରେ ପହଞ୍ଚିବା କଥା ସଭିଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ବିବାହର କିଛି ସମୟ ପୂର୍ବରୁ କନ୍ୟା ଜଣକ ସିଡ଼ିରୁ ଖସି

କେନ୍ଦୁଝର ବାସୀଙ୍କୁ ୪,୭୦୩ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିଛନ୍ତି । ୩୮୧ କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ନିର୍ମିତ ହୋଇଛି । ଲୋକାର୍ପଣ ଅବସରରେ ଏମବିବିଏସ ପ୍ରଥମ ବର୍ଷର ଶହେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହିତ ଫଟୋ

ସିଡ୍-କିଆରା ରିସେପସନରେ ଅନେକ ସିନେତାରକାଙ୍କ ସହ ଯୋଗଦେଲେ ଆକାଶ ଅମ୍ବାନୀ ଓ ତାଙ୍କ ପତ୍ନୀ

ବଲିଉଡ଼ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଗତ ୭ ତାରିଖରେ ରାଜସ୍ଥାନ ଜୟସାଲେମର୍ସ୍ଥିତ ସୂର୍ୟ୍ୟଗଡ଼ ପ୍ୟାଲେସରେ ବାହାହେବା ପରେ ଗତକାଲି ମୁମ୍ବାଇରେ ପହଞ୍ଚିଛନ୍ତି। ଗତକାଲି ସେମାନେ ମୁମ୍ବାଇର ସେଣ୍ଟ ରେଜିସ୍ ହୋଟେଲରେ ଭୋଜି ଦେଇଥିବା ବେଳେ ଏହି ଭୋଜିରେ

‘ପିଚ୍କୁ ଦୋଷ ନ ଦେଇ ବ୍ୟାଟିଂରେ ଧ୍ୟାନ ଦିଅ’ : ଅଷ୍ଟ୍ରେଲିଆ ଦଳକୁ ଚାପେଲଙ୍କ ପରାମର୍ଶ

ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ୧୩୨ରନରେ ଭାରତ ନିକଟରୁ ପରାଜିତ ହୋଇଛି। ସ୍ପିନ ଉପଯୋଗୀ ପିଚରେ ବିଶ୍ବର ଏକ ନମ୍ବର ଦଳ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାନେ ଧରାଶାୟୀ ହୋଇଥିଲେ। ଭାରତରେ ଅତ୍ୟାଧିକ ସ୍ପିନ ଉପଯୋଗୀ ପିଚ୍

ଲାଇସେନ୍ସ ନଥାଇ ଅନଲାଇନରେ ଔଷଧ ବିକ୍ରି କରୁଥିବା ଫାର୍ମାସିଙ୍କୁ ନୋଟିସ ଜାରି

ଲାଇସେନ୍ସ ନଥାଇ ଅନଲାଇନ୍‌ରେ ଔଷଧ ବିକ୍ରି କରୁଥିବା ୨୦ଟି ସଂସ୍ଥାକୁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନୋଟିସ୍ ଜାରି କରି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ବିନା ଲାଇସେନ୍ସରେ ଅନଲାଇନ୍‌ ଔଷଧ ବିକ୍ରିକୁ ନିଷିଦ୍ଧ କରିବା ଲାଗି ୨୦୧୮ ଡିସେମ୍ବର ୧୨ରେ ଦିଲ୍ଲୀ

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆଜି କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧରଣୀଧର ମେଡିକାଲ କଲେଜର ହେବ ଲୋକାର୍ପଣ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଆସି ଦିନ ୧୧ଟା ୧୫ରେ ଧରଣୀଧର ମେଡିକାଲ କଲେଜ ନିକଟ ହେଲିପ୍ୟାଡରେ ପହଞ୍ଚିବେ। ପୂର୍ବାହ୍‌ଣ ୧୧ଟା ୨୩ରେ ଧରଣୀଧର ମେଡିକାଲ କଲେଜ ଓ

ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରିବ ସେବି

ନିବେଶକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ଭାରତୀୟ ପ୍ରତିଭୁତି ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ୪୪ଟି ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥାର ଫୋରେନ୍ସିକ୍ ଅଡିଟ୍ କରାଯିବ। ଅତୀତରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଏବଂ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍କୁ ନେଇ ଘଟିଥିବା ଘଟଣା ପରେ ଏହି ଶିଳ୍ପରେ