Odia News Portal
Browsing Tag

latest odia news

ଆଜି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ

ଆସନ୍ତା ୨୧ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ । ନବୀନଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ ହେବ । ତା ପୂର୍ବରୁ ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଏଥିରେ

ଫେରିଲା ଗୋପାଳ, ଖାଲି ରିପୋର୍ଟ କୁ ଅପେକ୍ଷା

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଓ ପଲିଗ୍ରାଫ ଟେଷ୍ଟ ଗୁଜରାଟର ଗାନ୍ଧିନଗରଠାରେ ଶେଷ ହେବା ପରେ ରବିବାର ଝାରସୁଗୁଡ଼ା ପ୍ରତ୍ୟାବର୍ତ୍ତନ କରିଛି । ରବିବାର ସନ୍ଧ୍ୟାରେ ଗାନ୍ଧିନଗରରୁ ଛତିଶଗଡ଼ର ରାୟପୁରକୁ ବିମାନ ଯୋଗେ

ଅଷ୍ଟ୍ରେଲିଆ ବଦଳାଇବ ଟିମ, ହୋଇପାରେ କୁନମ୍ୟାନଙ୍କ ପଦାର୍ପଣ

ଭାରତ-ଅଷ୍ଟ୍ରେଲିଆ, ନାଗପୁର ଟେଷ୍ଟକୁ ପାଳି ବ୍ୟବଧାନରେ ହାରିଯିବା ପରେ ଅଷ୍ଟ୍ରେଲିଆ ଦଳରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବାମହାତୀ ସ୍ପିନର୍ ମାଥ୍ୟୁ କୁନମ୍ୟାନ୍ଙ୍କୁ ଦଳ ତୁରନ୍ତ ଡାକିଛି। ନାଗପୁରରେ ଖେଳିନଥିବା ଅନ୍ୟତମ ବାମହାତୀ ସ୍ପିନର୍ ଅଷ୍ଟନ ଆଗରଙ୍କ ସହ ସେ ସାମିଲ ହେବେ।

ଆଇସିସି ମହିଳା ବିଶ୍ବକପ୍ ଟି-୨୦ : ଶ୍ରୀଲଙ୍କାର କ୍ରମାଗତ ବିଜୟ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଶ୍ରୀଲଙ୍କା ଚଳିତ ଆଇସିସି ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ରେ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି। ଯୁବ ଖେଳାଳିଙ୍କୁ ନେଇ ଆସିଥିବା ଶ୍ରୀଲଙ୍କା ରବିବାର ବାଂଲାଦେଶକୁ ୭ ୱିକେଟ୍ରେ ପରାସ୍ତ

ମହିଳା ବିଶ୍ବକପ୍ ଟି-୨୦ : ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇଲା ଭାରତ

ହର୍ମନପ୍ରୀତ୍‌ କୌରଙ୍କ ଭାରତୀୟ ଦଳ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ନିଜର ପ୍ରଥମ ମ୍ୟାଚ୍‌ରେ ଜେମିମା ରଡ୍ରିଗ୍ବେଜ ଓ ରିଚା ଘୋଷଙ୍କ ଅବିଭାଜିତ ୫୮ ରନ୍‌ର ଭାଗୀଦାରି ବଳରେ ଭାରତ ୭ ୱିକେଟ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ

କଂଗ୍ରେସ ପାଖରେ ଭିଜନ ନାହିଁ କି ବିକାଶ ପାଇଁ କୌଣସି ଲକ୍ଷ୍ୟ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଗେହଲଟଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପାଖ୍ୟାନ, ଉଠାଇଲେ ୪୦ ବର୍ଷ ପୁରୁଣା କଥା ।ରାଜସ୍ଥାନରେ ଚଳିତ ବର୍ଷ ଶେଷରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ବିଜେପି କଂଗ୍ରେସକୁ ଘେରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି । ଏହି କାରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଦିନରେ

ଆଜି ରେଡିଓ ଦିବସ

ଏବେ ପାପୁଲିରେ ସାରା ଦୁନିଆର ଖବର। ମୋବାଇଲ ପରଦା ପାଲଟିଛି ସୂଚନା ଓ ‌ମନୋରଞ୍ଜନର ମୁଖ୍ୟ ଯନ୍ତ୍ର। ଅଥଚ ମୋବାଇଲ୍‌, ଟ୍ୟାବ୍‌, କମ୍ପ୍ୟୁଟର ଓ ଟେଲିଭିଜନ ଯୁଗରେ ବି ରେଡିଓ ତିଷ୍ଠି ରହିଛି। ରେଡିଓରେ ଖବର ଓ ଗୀତ ଶୁଣିବାର ‌ନିଆରା ସଉକ ଏବେ ବି ବଞ୍ଚିଛି। ପ୍ରାକୃତିକ ବିପର୍ଯ୍ୟୟ ଆସିଲେ

ଅସ୍ତବ୍ୟସ୍ତ କଲାଣି ଫେବ୍ରୁଆରି ଖରା

ବସନ୍ତ ଚାଲିଛି, କିନ୍ତୁ ରାଜ୍ୟର କୌଣସି ସ୍ଥାନରେ ଏହାର ଚିହ୍ନବର୍ଣ୍ଣ ନାହିଁ। ମାଘ ସରୁ ସରୁ, ଅଳ୍ପ କିଛି ସ୍ଥାନକୁ ଛାଡ଼ି ଦେଲେ, ଡହଡହ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି। ଗତ ୪ ଦିନ ହେଲା ରାଜଧାନୀର ଖରା‌ବେଳିଆ ଗରମ ଲୋକଙ୍କୁ ଡରାଇଲାଣି। ବୁଧବାର ଓ ଗୁରୁବାର ଭୁବନେଶ୍ବରର ସର୍ବୋଚ୍ଚ

ଫିରିଙ୍ଗିଆରୁ ବିପୁଳ ପରିମାଣର ବିୟର ଜବତ

ଫିରିଙ୍ଗିଆ ପୁଲିସ ଏକ ଇଣ୍ଡିଗୋ କାର ସହ ବିପୁଳ ପରିମାଣର କିଙ୍ଗ୍ ଫିସର ବିୟର ଜବତ କରିଛି। ଏହା ସହ ଏଥିରେ ସପ୍ରୃକ୍ତ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଞ୍ଚଳ ର ସ୍ବାଧିନ ସାହୁ ଓ ଚେମୁର ବେହେରା ଏକ ଇଣ୍ଡିଗୋ କାର ଯୋଗେ

ଓଏସସିବି ନିର୍ବାଚନ:ଅମ୍ବିକା ପ୍ରସାଦ ଦାସଙ୍କ ହାଟ୍ରିକ୍

ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ର ପରିଚାଳନା ପରିଷଦକୁ ତୃତୀୟ ଥର ଲାଗି ନିର୍ବାଚିତ ହୋଇ ହାଟ୍ରିକ କରିବାରେ ସୌଭାଗ ଅର୍ଜନ କରିଛନ୍ତି ।ବରିଷ୍ଠ ସମବାୟବିତ୍ ତଥା ସାମ୍ବାଦିକ ଅମ୍ବିକାପ୍ରସାଦ ଦାସ । ଶ୍ରୀ ଦାସଙ୍କ ବିଜୟ ନେଇ ନିର୍ବାଚନ ଅଧିକାରୀ ଶନିବାର ଦିନ ବିଧିବଦ୍ଧ ଘୋଷଣା କରିଛନ୍ତି ।