Odia News Portal
Browsing Tag

Love

ପ୍ରେମ ର ଋତୁ ଫେବୃଆରୀ

କ୍ୟାଲେଣ୍ଡର ପୃଷ୍ଠାରେ ଫେବ୍ରୁଆରୀ ଆସିଲେ,ସହରରେ ଗୋଲାପ ବିକ୍ରି ବଢିଲେ..କି ରାସ୍ତାରେ ପ୍ରେମିକ ପ୍ରେମିକାଙ୍କ ଭିଡ ଜମିଲେ, ଆପେ ଆପେ ଜଣାପଡେ ପ୍ରେମ ଋତୁ ଆସିଛି । ହଁ, ସେମିତି ଗୋଟେ ଦିନ ତ ଏ ଭାଲେଣ୍ଟାଇନ୍ ଡେ । ଆଜି ଫେବୃଆରୀ ୧୪- ପ୍ରେମ ଆଉ ପ୍ରେମିକ ପ୍ରେମିକାଙ୍କ ସ୍ୱପ୍ନର ଦିନ …

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।ଭୁବନେଶ୍ୱର ଏଏଚ କଲୋନୀ କୈବଲ୍ୟ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ । ୬ବର୍ଷ ପୂର୍ବରୁ ଘନଶ୍ୟାମ ମହାନ୍ତିଙ୍କୁ ବିବାହ କରି କୈବଲ୍ୟ ନଗରରେ ରହୁଥିଲେ ଶ୍ରଦ୍ଧାଞ୍ଜଳି । ପରକୀୟା…

ଖୁଡ଼ିକୁ ନେଇ ପୁତୁରା ଫେରାର

ଜୟପୁର: ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ତାହା ଜଣା ପଡେନାହିଁ । ପ୍ରେମ ଦେଖେ ନା ବୟସର ତାରତମ୍ୟ କି ଜାତି ଧର୍ମ । ପ୍ରେମରେ ପଡ଼ିବା ପରେ ମଣିଷ ଅନ୍ଧ ପାଲଟି ଯାଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନରେ । ଭରତପୁର ଅଞ୍ଚଳର ଜଣେ ଯୁବକ ନିଜ ଖୁଡ଼ିକୁ ନେଇ…

ଏମିତିକା ଝିଅଙ୍କୁ ପୁଅମାନେ ଭଲ ପାଇବାକୁ ବାଧ୍ୟ ହୋଇଥାନ୍ତି

ଭୁବନେଶ୍ୱର: ଗୋଟିଏ ସୁନ୍ଦର ବା ସୁସ୍ଥ ସମ୍ପର୍କର ଆରମ୍ଭ ଆକର୍ଷଣରୁ ଆରମ୍ଭ ହୋଇଥାଏ । ଏହି ଆକର୍ଷଣ କେବେ ଗୋଟିଏ ଝିଅର ସୁନ୍ଦରତାରୁ ହୋଇଥାଏ ତ ପୁଣି କେବେ ଏହି ଆକର୍ଷଣ ଇନର ବିୟୁଟି ବା ମଣିଷର ଗୁଣ ବା ସ୍ୱଭାବରୁ ହୋଇଥାଏ । ପୁଅମାନେ ଯେମିତି ଝିଅ ମାନଙ୍କୁ ନିଜ ବ୍ୟକ୍ତିତ୍ୱ ବା ଲୁକ୍…

ପ୍ରେମିକାକୁ ଗର୍ଭବତୀ କରି ଛୁ ମାରିଲା ପ୍ରେମିକ

ଭୁବନେଶ୍ୱର: ଧୋକା । ପ୍ରେମିକାର ବିଶ୍ୱାସରେ ବିଷ ଦେଲା ପ୍ରେମିକ । ପ୍ରଥମେ ମିଠା ମିଠା କଥା କହିଲା । ଆଉ ପରେ ବିଶ୍ୱାସ ଜନ୍ମାଇବା ପରେ ବିବାହ କରିବାର ପ୍ରତିଶ୍ରୃତି ଦେଇ ପ୍ରେମିକା ସହ ରଖିଥିଲା ଶାରିରୀକ ସମ୍ପର୍କ । ଶେଷରେ ବିବାହ କଥା କହିବା ପରେ ପ୍ରେମିକର ମୁଣ୍ଡକୁ ପିତ ଚଢ଼ିଯାଇଛି ।…

ମନପସନ୍ଦର ସାଥୀଙ୍କୁ ପାଇବା ପାଇଁ ନିଜ ବେଡରୁମରେ ଲଗାନ୍ତୁ ଏହି ପ୍ରଜାପତି

ଭୁବନେଶ୍ୱର: ପ୍ରେମ ସମସ୍ତଙ୍କ ଜୀବନରେ ଆସିଥାଏ । କିନ୍ତୁ ସମସ୍ତଙ୍କ ପ୍ରେମ ସାକାର ହୋଇନଥାଏ । ହେଲେ ସଭିଏଁ ଚାହିଁଥାଆନ୍ତି ଘରେ ସର୍ବଦା ହସଖୁସିର ବାତାବରଣ ରହୁ। ସୁନ୍ଦର ଘର ତାହାକୁ କୁହାଯାଏ ଯେଉଁଠାରେ ହସଖୁସିର ବାତାବରଣ , ସମ୍ପର୍କରେ ମଧୁରତା ଓ ସୁଖପୂର୍ଣ୍ଣ ଭବିଷ୍ୟର କଳ୍ପନା…

ପ୍ରେମ ପ୍ରତାରଣା ଓ ଠକେଇ ଅଭିଯୋଗରେ ବନ୍ଧାହେଲେ ୱେବ ସାମ୍ବାଦିକ

ଭୁବନେଶ୍ୱର: ପୁଣି ଜଣେ ସାମ୍ବାଦିକ ଗିରଫ । ୱେବ ସାମ୍ବାଦିକଙ୍କ କଳା କାରନାମା ପଦାରେ ପଡିଛି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲା । ପରେ ଅଢ଼େଇ ଲକ୍ଷ ଟଙ୍କା ନେଇଯାଇଥିଲା ଓ ପରେ ଫୋନ ଉଠାଇ ନଥିଲା । ଶେଷରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ…

ଫ୍ରୀ ଫାୟାରରୁ ପ୍ରେମ, ପୁଅକୁ ୧୯ ଝିଅକୁ ୨୧

ମୁମ୍ବାଇ: ଏବେ ଯୁବପିଢ଼ୀଙ୍କୁ ଘରିଛି ଫ୍ରୀ ଫାୟାର ନିଶା । ତେବେ ଏହି ଖେଳରୁ ଆରମ୍ଭ ହୋଇଥିଲା ପ୍ରେମ । ଆଉ ଶେଷରେ ସାଥୀ ହୋଇ ରହିବାକୁ ଘର ଛାଡ଼ି ଶହ ଶହ କିଲୋମିଟର ଦୂରକୁ ପ୍ରେମିକ ପାଖକୁ ଧାଇଁ ଆସିଲେ ପ୍ରେମିକା । ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ପୁଅର ଘର ମହାରାଷ୍ଟ୍ରର…

କୋଭିଡ୍ କେୟାରରେ ପ୍ରେମ, ବନ୍ଧାହେଲା ପ୍ରେମିକ

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ସେବାରେ ନିୟୋଜିତ ଥିବା ଆଟେଣ୍ଡାଷ୍ଟଙ୍କ ମଧ୍ୟରେ ଗଢ଼ି ଉଠିଥିଲା । ପ୍ରେମିକ ଜଣକ ନାବାଳକ ହୋଇଥିବା ବେଳେ ପ୍ରେମିକାଙ୍କ ବୟସ ୧୯ । ଉଭୟ ଏଠାଠି ରହୁଥିବା ବେଳେ ରଖୁ୍‌ଥିଲେ ଅନୈତିକ ସମ୍ପର୍କ । କେବଳ ଶାରିରୀକ ସୁଖ ଲାଗି ଏକାଠି ରହୁଥିବା କଥା ଜାଣିବା ପରେ…

ଜୀବନ ନେଲା ଭାଉଜ ପ୍ରେମ, ଭାଇକୁ ହାଣିଲା ଭାଇ

କଟକ: କାଳ ହେଲା ଭାଉଜ ପ୍ରେମ । ବିବାହିତ ହୋଇ ମଧ୍ୟ ଭାଉଜଙ୍କୁ ଟଣା ଓଟରା କରୁଥିବା ଅଭିଯୋଗ । ବଡ଼ ଭାଇ ରାଗି ଯାଇ ସାନ ଭାଇକୁ ହତ୍ୟା କରିଛି । କଟକ ଜିଲ୍ଲା ଟାଙ୍ଗୀ ଥାନା ଜଗନ୍ନାଥପୁର ଗାଁରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ଉମେଶଚନ୍ଦ୍ର ସ୍ୱାଇଁଙ୍କ ପୁଅ ଗୌରାଙ୍ଗ ସ୍ୱାଇଁ…