Odia News Portal
Browsing Tag

Love

ଛାତ୍ରୀଙ୍କୁ ପ୍ରେମ ଜାଲରେ ଫଶାଇ ଦୁଷ୍କର୍ମ କଲେ ଟ୍ୟୁସନ ମାଷ୍ଟର

କେନ୍ଦୁଝର: ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା । ନାବାଳିକା ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଟ୍ୟୁସନ ଶିକ୍ଷକ ଗିରଫ । ପିଡିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ମାଷ୍ଟର ଗିରଫ ହୋଇଥିବା ସୂଚନା ମିଳିଛି ।…

ଜୀବନ ନେଲା ଭାଉଜ ପ୍ରେମ

କଟକ: କାଳ ହେଲା ପରକୀୟ ପ୍ରୀତି । ଭାଉଜ ପ୍ରେମ ଲାଗି ଜୀବନ ଗଲା । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଗଳିତ ମୃତଦେହ ଜବତ । କଟକ ଜିଲ୍ଲା ସାଲେପୁର ଥାନା କୁଅଁରପୁର ଗାଁରୁ ଆସିଛି ଏଭଳି ଖବର । ମୃତକଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ…

ଓଡ଼ିଶାର ବୋହୂହେଲେ ଉତ୍ତରପ୍ରଦେଶ ଝିଅ

ଭୁବନେଶ୍ୱର: ଉତ୍ତରପ୍ରଦେଶ କନିଆଁକୁ ଓଡ଼ିଶା ବର । ପ୍ରାପ୍ତ ବୟସ୍ଖ ପ୍ରେମୀ ଯୁଗଳଙ୍କ ହୋଇଛି ବିବାହ । ଝିଅକୁ ଫେରାଇ ନେବାକୁ ଆସିଥିବା ଉତରପ୍ରଦେଶ ପୋଲିସ ଖାଲି ହାତରେ ଫେରିଛି । ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଯୁବତୀ ଆକାକ୍ଷା ଓ ଭୁବନେଶ୍ୱରର ପୁଅ ପୃଥୀରାଜ ପଣ୍ଡାଙ୍କ ବିବାହ ହୋଇଛି । …

ବାୟା କଲା ଶାଳୀ ପ୍ରେମ, ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ

ୟୁପି: ପ୍ରେମ ମଣିଷକୁ ଅନ୍ଧ କରିଦିଏ । ପ୍ରେମରେ ପଡ଼ିଥିବା ଲୋକକୁ କିଛି ଦେଖାଯାଏ ନାହିଁ । ପ୍ରେମରେ ପଡ଼ିବା ପରେ କିଛି ପ୍ରେମିକ ପାଗଳାମି କରୁଥିବାର ନଜିର ମଧ୍ୟ ରହିଛି । ତେବେ ଜଣେ ବିବାହିତ ପୁରୁଷ ନିଜ ଶାଳୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଏମିତିକି ଶାଳୀକୁ ପାଇବା ଲାଗି ରାସ୍ତାରୁ…

ପ୍ରେମ, ପରକୀୟା ପ୍ରୀତି ପରେ ପ୍ରତାରଣା

କେନ୍ଦ୍ରାପଡ଼ା: ବିବାହର ୬ ବର୍ଷ ପରେ ମଧ୍ୟ ମହିଳା ପରପୁରୁଷ ପ୍ରେମରେ ପଡ଼ିଯାଇଥିଲେ । ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ହୋଇଥିଲେ ଫେରାର । ଶେଷରେ ହାତ ଛାଡ଼ିଦେଲା ପ୍ରେମିକ । ରାହା ଖୋଜୁଛନ୍ତି ମହିଳା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବରବଚ୍ଛା ଅଞ୍ଚଳରୁ ଆସିଛି ଏଭଳି ଖବର । ନ୍ୟାୟ…

ପ୍ରେମକୁ ଗୁରୁତ୍ବ ଦେଇ କ୍ୟାରିୟରକୁ ତ୍ୟାଗ କରିଛନ୍ତି ଏହି ନାମିଦାମି କଳାକାର

ମୁମ୍ବାଇ() ପ୍ରେମରେ ହୋଇଥିବା ତ୍ୟାଗ ବା ସହନଶୀଳତା ପ୍ରେମର ମହତ୍ୱକୁ ବଢାଇ ଦେଇଥାଏ । ପ୍ରେମ କୌଣସି ସମୟରେ ବା କୌଣସି ସ୍ଥାନରେ ହୋଇଥାଏ । ଏମିତିକି ୨ ଅଲଗା ଅଲଗା ଜାତୀ, ଦେଶ ବା ଧର୍ମର ବ୍ୟକ୍ତି ଯଦି ନିବିଡ ପ୍ରେମରେ ଥାନ୍ତି ତାହାଲେ ତାଙ୍କ ପାଇଁ କେବଳ ପ୍ରେମ ହିଁ ସବୁକିଛି ହୋଇଥାଏ ।…