Odia News Portal
Browsing Tag

mamata banarjee

ଆସନ୍ତା ୩୦ରେ ହେବ ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ

କୋଲକାତା: ଆସନ୍ତା ୩୦ରେ ହେବ ଉପନିର୍ବାଚନ । ପଶ୍ଚିମବଙ୍ଗରେ ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ତାରିଖ ଘୋଷଣା ସରିଛି । ଏଠାରେ ସେପ୍ଟେମ୍ବର ୩୦ ରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର…

ମୋଦିଙ୍କୁ ଭେଟିବେ ମମତା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ବିରୋଧୀ ଦଳର ନେତାମାନେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୁକାବିଲା କରିବା ପାଇଁ ଏକତ୍ରିତ ହେଉଛନ୍ତି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବା ବେଳେ ବିରୋଧୀମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲେଣି । ଏ ମଧ୍ୟରେ ତୃଣମୂଳ କଂଗ୍ରେସ…

ନାରଦା ଦୁର୍ନୀତି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଆପିଡେଭିଟ୍ ଗ୍ରହଣ କଲେ କୋଲକାତା ହାଇକୋର୍ଟ

କୋଲକାତା: ନାରଦା ଦୁର୍ନୀତି ମାମଲାରେ ବୁଧବାର କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଆଇନ ମନ୍ତ୍ରୀ ମଲୋଇ ଘାଟକଙ୍କ ଆଫିଡେଭିଟକୁ ଅନୁମତି ଦେଇଛନ୍ତି। ଜୁଲାଇ ୧୫ରେ ପରବର୍ତ୍ତୀ ଶୁଣାଣି ସ୍ଥିର କରି କୋର୍ଟ ମୁଣ୍ଡ ପିଛା ୫୦୦୦ ଟଙ୍କା ଦାଖଲ କରିବାକୁ ଅନୁମତି…

ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ଘୋଷଣା, ଉଚ୍ଚଶିକ୍ଷା ଲାଗି ଛାତ୍ର ଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

କୋଲକାତା: ପ୍ରତିଶ୍ରୃତି ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ବେଳେ ଛାତ୍ର ଛାତ୍ରୀଙ୍କୁ ଦେଇଥିବା ପ୍ରତିଶ୍ରୃତି ରକ୍ଷା କରିଛନ୍ତି । ପଶ୍ଚିମବଙ୍ଗ କ୍ୟାବିନେଟ୍ ଗୁରୁବାର ଦିନ ଷ୍ଟୁଡେଣ୍ଟ କ୍ରେଡିଟ୍ କାର୍ଡ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି…

କୃଷକଙ୍କ ଲାଗି ଖୁସି ଖବର, ବର୍ଷକୁ ମିଳିବ ୧୦ ହଜାର ଟଙ୍କା

କୋଲକାତା: କରୋନା କାଳରେ କୃଷକଙ୍କ ଲାଗି ଖୁସି ଖବର । କୃଷକଙ୍କ ଲାଗି ବଡ଼ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୃଷକ ବନ୍ଧୁ ଯୋଜନା ଘୋଷଣା କରିଛନ୍ତି ମମତା । ଏହି ଯୋଜନାରେ ରାଜ୍ୟର ସମସ୍ତ କୃଷକ ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ଗତକାଲି…

ପଶ୍ଚିମବଙ୍ଗରେ ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ !

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଜାରି ରହିଛି । ପଶ୍ଚିମବଙ୍ଗରେ ଉଭୟ ଟିଏମସି ଏବଂ ବିଜେପି ନିଜ ନିଜର ବିଜୟ ଦାବି କରୁଛନ୍ତି। ତେବେ ଏବେ ଏହା ଦେଖିବାକୁ ବାକି ରହିଲା ଯେ ବେଙ୍ଗଲର ଲୋକମାନେ କାହା ଉପରେ ବିଶ୍ୱାସ କରୁଛନ୍ତି |ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ…

ନିର୍ବାଚନ ପାର୍ ପାଇଁ କାଳିଆ ଭରଷା

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପୁରୀରୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ଆଜି ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ବାସଭବନରେ ଆରମ୍ଭ ହୋଇଥିଲା…