Odia News Portal
Browsing Tag

Mumbai

ସରିଲା ଆର୍ୟନଙ୍କ ଶୁଣାଣି, ୨୦ରେ ରାୟ

ମୁମ୍ୱାଇ - ଆସନ୍ତା ୨୦ତାରିଖ ଯାଏ ଜେଲ୍‌ରେ ରହିବେ ଆମୁମ୍ୱାଇ : କ୍ରୁଜ୍‌ ଶିପ୍‌ ଡ୍ରଗ୍ସ କେସ୍‌କୁ ନେଇ ଆର୍ଥର ରୋଡ୍‌ ଜେଲ୍‌ରେ କଏଦ୍ ଆର୍ୟନ ଖାନଙ୍କର ଜାମିନ୍‌ ଗୁରୁବାର ମୁମ୍ୱାଇକୁ ସେସନ୍ସ କୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଏନ୍‌ସିବି ଓ ଆର୍ୟନ ଖାନ୍‌ଙ୍କ ଓକଲିଙ୍କର ତର୍କ ଶୁଣିବା ପରେ…

୧୩ରେ ଆର୍ୟନଙ୍କ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି। ଆହୁରି ୨ ଦିନ ଜେଲ୍ରେ ରହିବେ ଆର୍ୟନ୍। ମୁମ୍ବାଇ ସେସନ୍ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ୟ୍ୟନ୍ତ ଆର୍ୟ୍ୟନ…

ସ୍ୱାମୀଙ୍କ ସାମ୍ନାରେ ୮ ଜଣ ମିଶି ସ୍ତ୍ରୀଙ୍କୁ କଲେ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ବର୍ବର, ନୃଂଶସ , ଆଭବନୀୟ ଏବଂ ଲଜ୍ଜା । ସ୍ୱାମୀଙ୍କ ସାମ୍ନାରେ ଦୁଷ୍କର୍ମ କଲେ । ୮ ଜଣ ମିଶି ମହିଳାଙ୍କୁ ଚଳନ୍ତା ଟ୍ରେନରେ ଗଣଦୁଷ୍କର୍ମ । ମୁମ୍ବାଇରୁ ଲକ୍ଷେ୍ନø ଯାଉଥିବା ଏକ ଚଳନ୍ତା ଟ୍ରେନରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୀଡ଼ିତାଙ୍କ ସ୍ୱାମୀ ଏନେଇ ଅଭିଯୋଗ କରିବା ପରେ…

ସତ ମାନିଲେ ଆର୍ୟନ୍‌, ଜୋତା ଭିତରୁ ବାହାରିଥିଲା ଡ୍ରଗ୍ସ ପ୍ୟାକେଟ୍‌

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ ଶେଷରେ ସତ ମାନିଛନ୍ତି। ଏନ୍‌ସିବି ଆଗରେ ଚରସ ସେବନ କରୁଥିବା ନେଇ ସେ ନିଜେ ସ୍ବୀକାର କରିଛନ୍ତି। କ୍ରୁଜ ପାର୍ଟି ଦିନ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ। ଏନେଇ ଏନ୍‌ସିବି ଏକ ରିପୋର୍ଟରେ ସ୍ପଷ୍ଟ…

ରେଭ୍ ପାର୍ଟି ମାମଲା: ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ତାଙ୍କୁ ଗିରଫ କରିଛି। ଏନ୍ସିବି ତାଙ୍କ ନିକଟରୁ ବହୁ ପରିମାଣର ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରାଯାଇଛି। ଯାହାକି…

ଡ୍ରଗ୍ସ ପାର୍ଟି ମାମଲା; ଏପର୍ଯ୍ୟନ୍ତ ଗିରଫ ହେଲେଣି ୧୭

ମୁମ୍ବାଇ: ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ମାମଲାରେ ବଲିଲଉ୍‌ ଷ୍ଟାର୍‌ ଶାହାରୁଖ୍‌ଙ୍କ ପୁଅ ଆର୍ୟନଙ୍କ ସହ ୭ ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ ଡ୍ରଗ୍ସ ଜବତ ମାମଲାରେ ଏନସିବି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ…

ଗିରଫ ହେଲେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ୍ ଗିରଫ ହୋଇଛନ୍ତି । ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର…

କିଏ ଜିତିବ ଆଜିର ମ୍ୟାଚ୍?

ଦୁବାଇ: ଆଇପିଏଲ ୨୦୨୧ର ବାକିଥିବା ମ୍ୟାଚ ଆଜିଠାରୁ ପୁଣି ଆରମ୍ଭ ହେଉଛି । ଆଜି ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବ ଲଢ଼େଇ । ଧୋନୀ ବାହିନୀ ଓ ରୋହିତ ବାହିନୀ ମଧ୍ୟରେ ହେବ କଡା ଟକ୍କର । ତେବେ ଆଜିର ମ୍ୟାଚଟି କାହା ସପକ୍ଷରେ ଯିବ ତାକୁ ନେଇ ଆରମ୍ଭ ହୋଇ ଗଲାଣି ସୋସିଆଲ ମିଡିଆରେ ଲଢ଼େଇ ।…

ଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ପୁରେଇ ଦେଲେ, ଆଖି ବୁଜିଲେ ପିଡ଼ିତା

ମୁମ୍ବାଇ: ବହୁ ଚର୍ଚ୍ଚିତ ନିର୍ଭୟା କେସର ରିପିଟ୍ ଟେଲିକାଷ୍ଟ । ପ୍ରଥମେ ଦୁଷ୍କର୍ମ । ଆଉ ପରେ ମନ ନବୁଝିବାରୁ ପିଡିତାଙ୍କ ଗୁପ୍ତାଙ୍ଗରେ ପୁରେଇ ଦେଲା ଲୁହା ରଡ଼ । ମୁମ୍ବାଇରେ ଘଟିଛି ଏଭଳି ଅଭାନୀୟ ଘଟଣା । ମୁମ୍ବାଇ ସାକିନାକାରେ ଜଣେ ୩୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ।…

କଙ୍ଗନାଙ୍କ ବିରୋଧରେ ଚାଲିବ ମାମଲା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଚାଲିବ ମାମଲା । ଆଜି ଏନେଇ ସୂଚନା ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜାଭେଦଙ୍କ ମାମଲା ଖାରଜ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଙ୍ଗନା । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଛି । ଜାଭେଦ…