Odia News Portal
Browsing Tag

Mumbai

ଅଗଷ୍ଟ ୨୭ରେ ପରଦାକୁ ଆସିବ ଅମିତାଭଙ୍କ ‘ଚେହରେ’

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଚେହରେ’ ସିନେମା ହଲରେ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇସାରିଛି । ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ଅଗଷ୍ଟ ୨୭ ରେ ଫିଲ୍ମଟି ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । କିଛି ମାସ ପୂର୍ବେ ଫିଲ୍ମଟି ରିଲିଜ୍ ହେବାର…

ମୁମ୍ବାଇରେ ବୋମା ଆତଙ୍କ

ମୁମ୍ବାଇ: ଶୁକ୍ରବାର ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ପୁଲିସକୁ ଫୋନ କରି ବୋମା ଖଞ୍ଜାଯାଇଥିବା ଧମକ ଦେବାପରେ ମହାନଗରର ତିନିଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁମ୍ବଇ ପୁଲିସର ନିୟନ୍ତ୍ରଣ କକ୍ଷକୁ ଆସିଥିବା ଏହି ଫୋନ…

ଆପଣ ଜାଣନ୍ତି କି ଭାରତର ଏହି ମନ୍ଦିର ନିର୍ମାଣ କରିବାକୁ ଲାଗିଥିଲା ଶହେ ବର୍ଷ

ମୁମ୍ବାଇ: ଭାରତ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ସବୁ ଧର୍ମର ଲୋକେ ରହୁନ୍ତି । ତେବେ ଭାରତ ବର୍ଷରେ ଅନେକ ମନ୍ଦିର ରହିଛି । ଯାହାର ଅନେକ ବିଶେଷତ୍ୱ ରହିଛି । ଭଗବାନ ଓ ମନ୍ଦିରର ସଭିଁଙ୍କ ପାଇଁ ଖୁବ ମହତ୍ତ୍ୱ ରହିଛି। ଭଗବାନଙ୍କୁ ହିଁ ସୃଷ୍ଟିର ସଞ୍ଚାରକ ବୋଲି କୁହାଯାଏ।…

ଶାହାରୁଖ ଖାନଙ୍କ ଫିଲ୍ମରେ କାମ ଦେବାକୁ କହି ଝିଅଙ୍କୁ ଚାଲାଣ କରୁଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମରେ ସୁଯୋଗ ଦେବାକୁ କହି ଯୁବତୀଙ୍କୁ ଚାଲାଣ କରୁଥିଲା ଯୁବକ । ଶେଷରେ ପୋଲିସ ହାବୁଡ଼ରେ ପଡ଼ିଛି । ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ଫେସବୁକରେ ଜଣେ ଜଣେ ଇଭେଣ୍ଟ…

ଲଗାଣ ବର୍ଷାରେ ମୁମ୍ବାଇରେ ଭୁଷୁଡିଲା କୋଠା, ୩ ମୃତ

ମୁମ୍ବାଇ : ମୁମ୍ବାଇରେ ଲଗାଣ ବର୍ଷାରେ ଭୁଶୁଡିଲା କୋଠା | କିଛି ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଥିବାରୁ ମୁମ୍ବାଇରେ କୋଠା ଭୁଶୁଡି ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ…

ପାଣିରେ ବୁଡ଼ିଲା ମୁମ୍ବାଇ ସହର

ମୁମ୍ବାଇ: ପାଣି ପାଣି ମୁମ୍ବାଇ । ପ୍ରଅବଳ ବର୍ଷାରେ ବେହାଲ ମୁମ୍ବାଇ । ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ଗୁରୁବାର ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଉମ୍ବରମାଲି ଏବଂ କସାରା ମଧ୍ୟରେ ମୁମ୍ବଇ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ…

ମୁମ୍ବାଇ କାନ୍ଥ ଭୁଷୁଡ଼ି ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଦୁଇଟି ଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି। ମୃତକ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇବା ସହ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। କାନ୍ଥ ଭୁଶୁଡି ୧୯ ଜଣଙ୍କ…

ପାଣି ପାଣି ମୁମ୍ବାଇ

ମୁମ୍ବାଇ: ପ୍ରବଳ ବର୍ଷାରେ ବେହାଲ ହୋଇଛି ମୁମ୍ବାଇ ସହର । ସବୁଆଡେ ଖାଲି ପାଣି । ବର୍ଷା ଲାଗି ଯାତାୟତରେ ବ୍ୟାହତ ହୋଇଛି । ଟ୍ରେନ, ବସ ଏବଂ ଅନ୍ୟ ସେବା ମଧ୍ୟ ବନ୍ଦ ରହିଛି । ଟ୍ରେନ ଟ୍ରାକରେ ପାଣି ଜମି ରହିଥିବା କାରଣ ଚଳାଚଳରେ ଅସୁବିଧା ଉପୁଜିଛିମ୍ବୁଧବାରଠାରୁ ଲଗାଣ ବର୍ଷା ଲାଗି ସହରରେ…

ପରଲୋକରେ ବର୍ଷିୟାନ ଅଭିନେତ୍ରୀ ସୁରେଖା ସିକ୍ରି

ମୁମ୍ବାଇ: ଏକ ଦୁଃଖଦ ଘଟଣାକ୍ରମରେ ବର୍ଷିଆନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କର ପରଲୋକ ଘଟିଛି । ହୃଦଘାତରେ ତାଙ୍କର ବିୟୋଗ ଘଟିଥିବା ଜଣାଯାଇଛି । ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସିକ୍ରିଙ୍କ ମ୍ୟାନେଜର ତାଙ୍କର ପରଲୋକ ଘଟିଥିବା ପ୍ରକାଶ କରିଛନ୍ତି । ‘ବାଳିକା ବଧୁ’ରେ କଲ୍ୟାଣୀ ଦେବୀ…

ଠକାମୀର ଶିକାର ହେଲେ ସାହିଦ କପୁରଙ୍କ ସ୍ତ୍ରୀ ମିରା

ମୁମ୍ବାଇ: ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ଇନଷ୍ଟାଗ୍ରାମରେ ନିଜର ଏକ ନୂଆ ଫୋନ କଭରର ଫଟୋ ସେୟାର କରିଛନ୍ତି। ଏହି ଫୋନ କଭର ପାଇଁ ସେ ଠକେଇର ଶିକାର ହୋଇଥିବା କହିଛନ୍ତି। କଭର ଫଟୋ ସେୟାର କରି ମୀରା ରାଜପୁତ କହିଛନ୍ତି, ସେ ଏକ ସ୍ଲିଙ୍ଗ କେସ କିଣିଥିଲେ। ଯାହାକି ୱାର୍କଆଉଟ…