Odia News Portal
Browsing Tag

Nayagarh district

ଅଫିସରଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ କଡ଼ା ତାଗିଦ୍

ନୟାଗଡ଼: ଅଫିସରଙ୍କୁ ମନ୍ତ୍ରୀଙ୍କ କଡ଼ା ତାଗିଦ୍।ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା ହେଲେ ବାହାର । ଯେଉଁ ଅଫିସରମାନେ କାମରେ ଅବହେଳା କରୁଛନ୍ତି , ମୋ ସରକାର କାର୍ଯ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ…

ଯୁବକଙ୍କୁ ଧକ୍କା ଦେଲା କାର

ନୟାଗଡ଼: ଯୁବକଙ୍କୁ ଧକ୍କା ଦେଲା କାର | ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ଚାନ୍ଦପୁର ଥାନା ଓସ୍କେଇଖୋଲ ଛକ ନିକଟରେ | ସୂଚନା ଅନୁସାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାରଟି ଓସ୍କେଇଖୋଲ ଛକ ନିକଟରେ ଯୁବକକୁ ପଛ ପଟକୁ ଧକ୍କା ଦେଇଥିଲା | ଯାହାଫଳରେ…

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ପରୀ’ର ମା

ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀ'ର ମା | ନ୍ୟାୟ ପାଇବା ପାଇଁ ସୁପ୍ରିମକୋର୍ଟ ଗଲେ ପରୀର ମା ସୌଦାମିନୀ | ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌଦାମିନୀ | ତେବେ ନୟାଗଡ଼ ପରି ହତ୍ୟା ମାମଲାରେ…

ବ୍ରେନ୍‌ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ସରୋଜ

ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ବ୍ରେନ୍‌ ମ୍ୟାପିଂ ପାଇଁ ଅମଙ୍ଗ | ଆଜି ଏସ୍‌ଆଇଟିର ବ୍ରେନ୍‌ ମ୍ୟାପିଂ ଆବେଦନ ଉପରେ ଶୁଣାଣି ହୋଇଥିଲା । ଅଭିଯୁକ୍ତକୁ ଅନୁଗୁଳସ୍ଥିତ ବାଳସୁଧାର ଗୃହରୁ ଅଣାଯାଇ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ(ଜେଜେବି)ରେ ହାଜର କରାଯାଇଥିଲା…

ପକ୍ସୋ କୋର୍ଟରେ ହାଜର ପରୀର ଅଭିଯୁକ୍ତ

ନୟାଗଡ଼ : ପରୀ ହତ୍ୟା ମାମଲାରେ ନୟାଗଡ଼ ପକ୍ସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ ସରୋଜ ସେଠୀ । କୋର୍ଟରେ ସରୋଜର ମା ଓ ଭଉଣୀ ମଧ୍ୟ ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର । ତେବେ ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ । ସେ ନେଇ…

ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୁରନ୍ତ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପରୀ ମାମଲାରେ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବା ଲାଗି ଦେଲେ ନିର୍ଦ୍ଦେଶ। ସୂଚନା ଅନୁସାରେ, ଆବେଦନକାରୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଦାଖଲ ହୋଇଥିଲା ସତ୍ୟପାଠ।ପରୀ ହତ୍ୟା ଓ ଦୁଷ୍କର୍ମ…

ପରୀ ମୃତ୍ୟୁ ମାମଲାର ଅଧିକ ଯାଞ୍ଚ ପାଇଁ ପୋଖରୀ ଶୁଖାଇବ ପୋଲିସ

ଯଦୁପୁରରେ କ୍ରାଇମ ବ୍ରାଞ୍ଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଁଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରଖିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ସେପଟେ ପରୀ ପାଇଁ…

ଶିଶୁ ନିଖୋଜ ମାମଲାରେ ଯୋଡି ହେଲା ନୂଆ ନାଁ…କୂଅ ରୁ ମିଳିଲା କାଳିଆ

ରାଜ୍ୟରେ ଶିଶୁ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଲାଇଛି |ପ୍ରଥମେ ପରୀ,ତାପରେ ସ୍ଵାତି ଆଉ ଏବେ ୩ ବର୍ଷର ନିଖୋଜ ପୁଅ କାଳିଆର ମୃତଦେହ ଆଜି ଉଦ୍ଧାର ହୋଇଛି | ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ | ଗାଁର ଚନ୍ଦନ ସାହୁଙ୍କ ୩ ବର୍ଷର ନିଖୋଜ…