Odia News Portal
Browsing Tag

nayagarh

୫ ଦିନ ପରେ ମିଳିଲା ନୟାଗଡ଼ର ନିଖୋଜ ଝିଅର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆଲେଡନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତାତି ଧିରେ ଧିରେ କମିଥିବା ବେଳେ ପୁଣିଥରେ ନୟାଗଡ଼ ଜିଲ୍ଲାରୁ ଆସିଛି ଆଉ ଏକ ଶିଶୁ ନିଖୋଜ ଘଟଣା । ତେବେ ନିଖୋଜ ହୋଇଥିବା ନାବାଳିକାର ଆଜି ମୃତଦେହ ଉଦ୍ଧାର ହୋଇଛି । ଏକ ପରିତ୍ୟକ୍ତ…

କୁଜିନେତାଙ୍କ ପାଇଁ ଅଟକି ରହିଛି ଡ୍ରେନ ନିର୍ମାଣ, ଜଳବନ୍ଦୀରେ କୋରଡ଼ା ଗୁଣ୍ଡିଚା ସାହି ଲୋକେ

ନୟାଗଡ଼: ପାଣି ଘେରରେ ଗ୍ରାମବାସୀ । ନୟାଗଡ ଜିଲ୍ଲା କୋରଡା ଗ୍ରାମର ଗୁଣ୍ଡିଚା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏଠାରେ ନିର୍ମାଣ ହୋଇଥିବା ଏକମାତ୍ର ଡ୍ରେନ ଉପରେ, ମାଟି ପୋତି ହୋଇଯାଇଛି । ଯାହା ଫଳରେ ଟିକେ ବର୍ଷା ହେଲେ ପାଣି ଘେରେ ବନ୍ଦୀ ହୋଇଯାନ୍ତି ଏହି ଗାଁ ଲୋକେ । ପଂଚାୟତର…

ଦିନେ ଅନ୍ୟକୁ ରକ୍ତଦାନ କରୁଥିଲେ ଆଜି ଜୀବନ ସହ ଲଢ଼ୁଛନ୍ତି, ସହଯୋଗ କରିବାକୁ ପରିବାରର ଆକୁଳ ନିବେଦନ

ନୟାଗଡ଼: ରକ୍ତଦାନ ମହତ ଦାନ । ଏହି ଲକ୍ଷ୍ୟରେ ଦିନେ ଅନ୍ୟମାନଙ୍କୁ ରକ୍ତଦାନ କରୁଥିଲେ । ସାଙ୍ଗମାନଙ୍କ ସହ ମିଶି ରକ୍ତ ଶିବିରର ମଧ୍ୟ ଆୟୋଜନ କରୁଥିଲେ । ଆଜି କିନ୍ତୁ ଜୀବନ ସହ ଲଢ଼ୁଛନ୍ତି । ନୟାଗଡ଼ ଜିଲ୍ଲାର ଯୁବକ ଅମୂଲ୍ୟ । କରୋନାରେ ପିଡିତ ହୋଇଛନ୍ତି । ଏବେ ତାଙ୍କର ଇକମୋ ଚିକିତ୍ସା…

ଖାଇଗଲେ ବିଧବାଙ୍କ ଭତା ଟଙ୍କା

ନୟାଗଡ: ସରପଂଚ ଖାଇଗଲେ ବିଧବାଙ୍କ ଭତା ଟଙ୍କା ! ଗରୀବ ବୋଲି ଠକି ଦେଲେ ଭୋଟ ନେଇଥିବା ନେତା ! ସରକାରୀ ଅଧିକାରୀଙ୍କ ମିଲିଭଗତରେ ଲୁଟ ହେଉଛି ମଳିମୁଣ୍ଡିଆଙ୍କ ଭତା ଓ ଚାଉଳ । ଏଭଳି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଗାତେରି ଗ୍ରାମପଂଚାୟତରୁ । ହିତାଧିକାରୀଙ୍କ…

ଯୁବକଙ୍କୁ ହତ୍ୟା ଅଭିଯୋଗରେ ରାସ୍ତାରୋକ

ନୟାଗଡ଼: ଯୁବକଙ୍କୁ ହତ୍ୟା ଅଭିଯୋଗ । ରାସ୍ତାରୋକ କଲେ ଲୋକେ । ନୟାଗଡ଼ ଥାଉନ ଥାନା ଘଡ଼ୁଆଳର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ କଇଥଗାଡିଆର ବିଜୟ ନାୟକ ଔରଫ ଆଲେଖ । ସେ ତାଙ୍କ ଗ୍ରାମର ସଭାପତି ।…

ପୂର୍ବତଟ ରେଳପଥକୁ ମନ୍ତ୍ରୀ ଅରୁଣ ସାହୁଙ୍କ ଚିଠି

ନୟାଗଡ଼: ନୟାଗଡ଼କୁ ରେଳ ଚଳାଚଳ କରିବା ପାଇଁ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ଃ ଅରୁଣ କୁମାର ସାହୁ ପୂର୍ବତଟ ରେଳପଥକୁ ଚିଠି ଲେଖିଛନ୍ତି । କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବା ସହିତ…

ବିଷାକ୍ତ ଶାଗ ନେଲା ଜୀବନ

ନୟାଗଡ଼: ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅସୁସ୍ଥ ହୋଇଛନ୍ତି । ସମସ୍ତ ଅସୁସ୍ଥମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ ଘଟିଛି ଏହି ଭଳି ଅଭାବନୀୟ ଘଟଣା । ମୃତ ଶିଶୁର…

ପରୀ ମୃତ୍ୟୁ ମାମଲାରେ ସତ ଜାଣିଥିଲେ ସରୋଜର ପରିବାର ଲୋକ!

ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଭିଯୁକ୍ତ ସରୋଜ ସେଠୀକୁ ଏସଆଇଟି ଗିରଫ କରିବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ । ଏହାରି ଭିତରେ ପୁଣି ନୂଆ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଏସଆଇଟିର ସୂଚନା ଅନୁସାରେ…

ଏସଆଇଟି ହାତରେ ଲାଗିଲା ବଡ଼ ପ୍ରମାଣ,ପୋଖରୀରୁ ମିଳିଲା ପରୀର ଲେଗିନ୍ସ

ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ଏସଆଇଟି ହାତରେ ଲାଗିଥିଲା ଏହି ପ୍ରମାଣ । ମିଳିଥିବା ଲେଗିନ୍ସକୁ ଜବତ କରିବା ସହ ନିଜ…