Odia News Portal
Browsing Tag

odisha news

ଦେଶରେ ଟିକାକରଣର ଶୁଭାରମ୍ଭ

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣର ମହାସମର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକକଲ୍ୟାଣ ମାର୍ଗରୁ ଟିକା ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶରେ କୋଭିଡ୍ ଯୋଦ୍ଧା ଓ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ଦେଶର ସମୁଦାୟ ୩୦୦୦

ଦେଶରେ କରୋନା ବିରୁଦ୍ଧରେ ମହାଯୁଦ୍ଧ

ଭୁବନେଶ୍ବର: ଆଜିଠାରୁ ଦେଶରେ ଆରମ୍ଭ ହେବ ଟିକାକରଣ । କୋଭିଡ୍ ବିରୁଦ୍ଧରେ ଆରମ୍ଭ ହେବା ମହାଯୁଦ୍ଧ। ଆଜି ଦେଶବ୍ୟାପୀ ପ୍ରଥମ ପର୍ଯ୍ୟାୟ ଟିକାକରଣ। ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ସାଢେ ୧୦ଟାରେ ଦେଶର ୩ ହଜାର

ଶନି ଦେବଙ୍କ ପ୍ରକୋପରୁ ବଞ୍ଚିବାର ଉପାୟ ?

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଣିଷ ଜୀବନରେ ଗ୍ରହମାନଙ୍କର ପ୍ରଭାବ ପଡିଥାଏ।ତେବେ ମଣିଷ ଜୀବନରେ ଅନ୍ୟ ଗ୍ରହଙ୍କ ଅପେକ୍ଷା ଶନି ଗ୍ରହଙ୍କ ପ୍ରଭାବ ଗମ୍ଭୀର ଭାବରେ ପଡିଥାଏ। ଶନିଙ୍କୁ ନ୍ୟାୟ ଦେବତା ବୋଲି କୁହାଯାଏ। ମଣିଷ ବେଳେବେଳେ ଅଜାଣତରେ ପାପ କରିଦେଇଥାଏ ଯେଉଁଥିପାଇଁ ଶନି ଦେବ ସେହି ପାପର

ପୁଣି ନମ୍ବର ୱାନ୍ ହେଲେ ନବୀନ

ଭୁବନେଶ୍ୱର: ନବୀନ ହେଲେ ନମ୍ବର ୱାନ୍ | ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ | ପ୍ରାକୃତିକ ବିପର୍ଯ୍ୟୟ ,କରୋନା ମୁକାବିଲା ଏସବୁ କ୍ଷେତ୍ରରେ ବେଶ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ବଡ଼

ପୁରୀରେ ଖାଦ୍ୟ ସୁରକ୍ଷା ଟିମର ଯାଞ୍ଚ

ପୁରୀ : ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ | ଆଜି ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ବେଳାଭୂମିରେ ଥିବା ପ୍ରାୟ ୧୨ଟି ହୋଟେଲ ଓ ରେଷ୍ଟୁରାଣ୍ଟ ଅଚାନକ ପରିଦର୍ଶନ କରି ବିଭିନ୍ନ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି ।ତେବେ ଖାଦ୍ୟ ଅନୁପଯୋଗୀ ୧୫ କିଲୋଗ୍ରାମ ବାସି

ଜିଲ୍ଲାପାଳଙ୍କ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା

ଗଞ୍ଜାମ: ଜିଲ୍ଲାପାଳଙ୍କ ପର୍ଯ୍ୟଟନ ସ୍ଥଳ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା | ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗସ୍ତରେ ଆସି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏପରି କି ସେ ପାଣ୍ଡିଆ ଗ୍ରାମରେ ଥିବା

ଭଦ୍ରକରୁ ବ୍ରାଉନସୁଗାର ଜବତ, ୨ ଗିରଫ

ଭଦ୍ରକ: ଆକ୍ସନ ମୋଡରେ ଭଦ୍ରକ ପୁଲିସ | ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବେଆଇନ କାର୍ଯ୍ୟ ସହିତ ଅପରାଧିକ କାର୍ଯ୍ୟକଳାପ ଉପରେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ | ପ୍ରତିଦିନ ଗିରଫଦାରୀ ସହ କରାଯାଉଛି ଲକ୍ଷାଧିକ ଟଙ୍କାର ଜୋରିମାନ | କିନ୍ତୁ ଜିଲ୍ଲାରେ ଧଳା ଜହର ଅର୍ଥାତ ବ୍ରାଉନ ସୁଗାର

ସମଲିଙ୍ଗୀ ବିବାହ ପାଇଁ ମହାଭାରତ

ଯାଜପୁର: ସମଲିଙ୍ଗୀ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା । ଜୀବନ ଉପରେ ବିପଦରେ ଅଛି କହି ଥାନାରେ ଆଶ୍ରୟ ନେଲେ ସମଲିଙ୍ଗୀ ଦମ୍ପତି । ଦୀର୍ଘ ଦୁଇ ବର୍ଷ ଧରି ସମ୍ପର୍କରେ ଥିଲେ ଏହି ଦମ୍ପତି । ଦୁଇଜଣ ଦୁଇଜଣକୁ ପାଇ ସୁଖରେ ସଂସାର ଗଢ଼ିବା ପରେ ପରିବାର ଲୋକ କାହିଁକି ବିରୋଧ କରୁଛନ୍ତି