Odia News Portal
Browsing Tag

odisha news

ଜାତୀୟ ମହାକାଶ ଦିବସ: ଚନ୍ଦ୍ରଯାନ-୩ ସଫଳତାର ୩ ବର୍ଷ

ଆଜି ଜାତୀୟ ମହାକାଶ ଦିବସ। ଠିକ୍ ତିନି ବର୍ଷ ତଳେ, ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରପୃଷ୍ଠରେ ଇତିହାସ ରଚିଥିଲା ଭାରତ। ଚନ୍ଦ୍ରଯାନ-୩ର ‘ବିକ୍ରମ’ ଲ୍ୟାଣ୍ଡର ସଫଳ ସଫ୍ଟ ଲ୍ୟାଣ୍ଡିଂ କରି ଭାରତୀୟ ମହାକାଶ ଅଭିଯାନରେ ଯୋଡ଼ିଥିଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏହି ଐତିହାସିକ ସଫଳତାର ସ୍ମୃତିରେ…

ପାରାଦୀପରୁ ଚୀନ ଯାଉଥିବା ଜାହାଜ ନିଖୋଜ, ୨ ଉଦ୍ଧାର

ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ‘ଓସିଏନ୍ ଉଇନର୍’ ନାମକ ଜାହାଜ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ଜାହାଜରେ ଥିବା ୨୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ଖୋଜିବା ପାଇଁ ଏବେ ବି ବ୍ୟାପକ ଉଦ୍ଧାର…

ବ୍ରାଉନସୁଗାର, ଗଞ୍ଜେଇ ଜବତ ଜଣେ ଗିରଫ

ପେଟ ପାଟଣା ପାଇଁ ଗାଁ ଛାଡ଼ିଥିଲେ । ଆଖିରେ ଥିଲା ଭଲ ରୋଜଗାରର ସ୍ୱପ୍ନ । ହେଲେ ୫ ଦିନ ପରେ ଗାଁକୁ ଫେରିଲା ମର ଶରୀର । କୁମୁଲି ପଞ୍ଚାୟତ ଖଙ୍ଗାରଗୁଡ଼ାର ୨୪ ବର୍ଷୀୟ ଦୁର୍ଜନ ଅମନାତ୍ୟ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ । ଗତ ୧୭ ତାରିଖରେ ହଠାତ୍ ଅସୁସ୍ଥ ହେବାରୁ ପୋନେରୀ ମେଡିକାଲରେ…

SIR ଆପତ୍ତି ଓ ଅଭିଯୋଗ ଅବଧି ବୃଦ୍ଧି କରିବାକୁ ସିଇଓଙ୍କୁ ବିଜେଡିର ଦାବି

ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ଏସଆଇଆର-୨୦୨୬ର ଆପତ୍ତି ଓ ଅଭିଯୋଗ ଅବଧି ୩୦ ଦିନ ବୃଦ୍ଧି କରିବାକୁ ବିଜେଡିର ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ ବିଜେଡିର ପ୍ରତିନିଧି ଦଳ । ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ନାୟକ, ଗଣମାଧ୍ୟମ ସଂଯୋଜକ ତଥା…

କେବେ ବାନ୍ଧିବେ ରାକ୍ଷୀ ୨୭ ନା ୨୮ ?

ରାକ୍ଷୀପୂର୍ଣ୍ଣିମା ଓଡ଼ିଆ ସଂସ୍କୃତିର ଏକ ଲୋକପ୍ରିୟ ପାରମ୍ପରିକ ପର୍ବ । ଏହି ପର୍ବ ଗହ୍ମା ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ । ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ପାଳନ କରାଯାଏ । ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ…

ହର୍ମୁଜ୍ ଉପରେ ଟ୍ରମ୍ପଙ୍କ ଦାବିକୁ ପରିହାସ କଲା ଇରାନ

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଭୂରାଜନୈତିକ ଉତ୍ତେଜନା ଏବେ ଆହୁରି ତୀବ୍ର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଅତ୍ୟନ୍ତ ରଣନୈତିକ ସମୁଦ୍ରପଥକୁ ଆମେରିକାର ନୂଆ ଅଞ୍ଚଳ ଭାବେ ଦର୍ଶାଇବା ପରେ ଆରମ୍ଭ ହୋଇଛି ବିବାଦ। ଟ୍ରମ୍ପଙ୍କ ଏହି ଦାବିକୁ ଇରାନ…

ସ୍ୱାଧୀନତା ଦିବସ-୨୦୨୬ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଅଶିତମ ସ୍ଵାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ଓ ବିଦେଶରେ ବସବାସ କରୁଥିବା ପ୍ରତ୍ଯେକ ଭାରତୀୟଙ୍କୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା । ସ୍ଵାଧୀନ ଭାରତର ଗୌରବମୟ ଯାତ୍ରାରେ, ଆଜି ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଯାଇଛି। ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ, କେବଳ ଏକ ସଂଗ୍ରାମର…

କ୍ରିକେଟ ପରେ ଟେଲିଭିଜନ ପରଦାକୁ ଏଣ୍ଟ୍ରି କରିବେ ହିଟମ୍ୟାନ

କ୍ରିକେଟ୍‌ ପଡ଼ିଆ ପରେ ଏବେ ଟେଲିଭିଜନ୍‌ ପରଦାରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା। ଦିନିକିଆ କ୍ରିକେଟ୍‌ରେ ସକ୍ରିୟ ଥିବା ରୋହିତ ଏବେ ନିଜର ଖାଲି ସମୟକୁ ମନୋରଞ୍ଜନର ଏକ ନୂଆ ମାଧ୍ୟମରେ ବ୍ୟବହାର କରିବାକୁ ଯାଉଛନ୍ତି।…

ଅବପାତର ରୂପ ନେଲା ଲଘୁଚାପ, ଆଗାମୀ ଦୁଇ ଦିନ ଯାଏ ଅଧା ଓଡ଼ିଶାରେ

ଅବପାତର ରୂପ ନେଲା ଲଘୁଚାପ । ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ଅବପାତରେ ପରିଣତ ହୋଇଛି । ବାରିପଦାଠାରୁ ପ୍ରାୟ ୧୯୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ମୁହାଁ ହେବାର ସମ୍ଭାବନା ରହିଛି…

ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ସି.ଏଚ୍.ସି’ର ପୂର୍ବତନ ମେଡ଼ିକାଲ ଅଫିସର ଡାକ୍ତର ପତିତପାବନ ବାରିକଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି। ଡାକ୍ତର ବାରିକ ବର୍ତ୍ତମାନ ଗଜପତି ଜିଲ୍ଲା ଗୁରାଣ୍ଡି…