Odia News Portal
Browsing Tag

odisha news

ନେପାଳ ବନ୍ୟା: ପ୍ରଭାବିତ ଓଡ଼ିଆଙ୍କ ପାଇଁ ଖୋଲିଲା ୨୪ ଘଂଟିଆ ହେଲ୍‌ପ ଡେସ୍କ

ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଅନେକ ଭାରତୀୟ ନିଖୋଜ ହୋଇଯାଇଚନ୍ତି । ତା ମଧ୍ୟରେ କିଛି ଓଡ଼ିଆ ଥିବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଲକ୍ଷ୍ୟ କରି ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଏକ ୨୪ ଘଂଟିଆ କଂଟ୍ରୋଲ ରୁମ୍ ଖୋଲାଯାଇଛି ।…

ରିପୋର୍ଟ୍ କାର୍ଡରେ ୭ବର୍ଷ କାମର ହିସାବ ଦେଲେ ସାଂସଦ ଅପରାଜିତା

ସାତ ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। । ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ। ଭୁବନେଶ୍ବରର ବିକାଶ ଓ ସହରର ସମ୍ପ୍ରସାରଣ ହେଉଥିବାବେଳେ ପ୍ରତ୍ୟକ କ୍ଷେତ୍ରରେ କାମ କରାଯାଉଛି ବୋଲି…

ମସ୍କୋରେ ଆମେରିକୀୟ ସାମରିକ ବିମାନ, ବଢ଼ିଲା ରହସ୍ୟ

ମସ୍କୋର ଭ୍ନୁକୋଭୋ ବିମାନବନ୍ଦରରେ ଆମେରିକାର ଏକ ପ୍ରମୁଖ ସାମରିକ ପରିବହନ ବିମାନ ହଠାତ୍ ଅବତରଣ କରିବା ପରେ ଆନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ବୋଇଂ C-17A ଗ୍ଲୋବମାଷ୍ଟର-III ବିମାନଟି ଲାଟଭିଆର ରିଗାରୁ ଉଡ଼ି ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ମସ୍କୋରେ ପହଞ୍ଚିଥିବା…

୩୪ ଲକ୍ଷରୁ ଅଧିକ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ସୁନିଶ୍ଚିତ କଲା ଓଡ଼ିଶା ପୋଲିସ

ପବିତ୍ର ଶ୍ରାବଣ ମାସ ଅବସରରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ, ସୁଗମ ଯାତାୟାତ ଓ ଶୃଙ୍ଖଳିତ ଭିଡ଼ ପରିଚାଳନା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଶ୍ରାବଣ ମାସର ଚାରିଟି ସୋମବାରରେ ୩୫ଟି ପୋଲିସ ଜିଲ୍ଲାର ୪୫୨ଟି ପ୍ରମୁଖ…

ଜାତୀୟ ମହାକାଶ ଦିବସ: ଚନ୍ଦ୍ରଯାନ-୩ ସଫଳତାର ୩ ବର୍ଷ

ଆଜି ଜାତୀୟ ମହାକାଶ ଦିବସ। ଠିକ୍ ତିନି ବର୍ଷ ତଳେ, ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରପୃଷ୍ଠରେ ଇତିହାସ ରଚିଥିଲା ଭାରତ। ଚନ୍ଦ୍ରଯାନ-୩ର ‘ବିକ୍ରମ’ ଲ୍ୟାଣ୍ଡର ସଫଳ ସଫ୍ଟ ଲ୍ୟାଣ୍ଡିଂ କରି ଭାରତୀୟ ମହାକାଶ ଅଭିଯାନରେ ଯୋଡ଼ିଥିଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏହି ଐତିହାସିକ ସଫଳତାର ସ୍ମୃତିରେ…

ପାରାଦୀପରୁ ଚୀନ ଯାଉଥିବା ଜାହାଜ ନିଖୋଜ, ୨ ଉଦ୍ଧାର

ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ‘ଓସିଏନ୍ ଉଇନର୍’ ନାମକ ଜାହାଜ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ଜାହାଜରେ ଥିବା ୨୪ ଜଣ କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଅନ୍ୟମାନଙ୍କୁ ଖୋଜିବା ପାଇଁ ଏବେ ବି ବ୍ୟାପକ ଉଦ୍ଧାର…

ବ୍ରାଉନସୁଗାର, ଗଞ୍ଜେଇ ଜବତ ଜଣେ ଗିରଫ

ପେଟ ପାଟଣା ପାଇଁ ଗାଁ ଛାଡ଼ିଥିଲେ । ଆଖିରେ ଥିଲା ଭଲ ରୋଜଗାରର ସ୍ୱପ୍ନ । ହେଲେ ୫ ଦିନ ପରେ ଗାଁକୁ ଫେରିଲା ମର ଶରୀର । କୁମୁଲି ପଞ୍ଚାୟତ ଖଙ୍ଗାରଗୁଡ଼ାର ୨୪ ବର୍ଷୀୟ ଦୁର୍ଜନ ଅମନାତ୍ୟ ରୋଜଗାର ପାଇଁ ତାମିଲନାଡୁ ଯାଇଥିଲେ । ଗତ ୧୭ ତାରିଖରେ ହଠାତ୍ ଅସୁସ୍ଥ ହେବାରୁ ପୋନେରୀ ମେଡିକାଲରେ…

SIR ଆପତ୍ତି ଓ ଅଭିଯୋଗ ଅବଧି ବୃଦ୍ଧି କରିବାକୁ ସିଇଓଙ୍କୁ ବିଜେଡିର ଦାବି

ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ଏସଆଇଆର-୨୦୨୬ର ଆପତ୍ତି ଓ ଅଭିଯୋଗ ଅବଧି ୩୦ ଦିନ ବୃଦ୍ଧି କରିବାକୁ ବିଜେଡିର ଦାବି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କଲେ ବିଜେଡିର ପ୍ରତିନିଧି ଦଳ । ବିଜେଡିର ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ନାୟକ, ଗଣମାଧ୍ୟମ ସଂଯୋଜକ ତଥା…

କେବେ ବାନ୍ଧିବେ ରାକ୍ଷୀ ୨୭ ନା ୨୮ ?

ରାକ୍ଷୀପୂର୍ଣ୍ଣିମା ଓଡ଼ିଆ ସଂସ୍କୃତିର ଏକ ଲୋକପ୍ରିୟ ପାରମ୍ପରିକ ପର୍ବ । ଏହି ପର୍ବ ଗହ୍ମା ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ । ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ପାଳନ କରାଯାଏ । ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ…

ହର୍ମୁଜ୍ ଉପରେ ଟ୍ରମ୍ପଙ୍କ ଦାବିକୁ ପରିହାସ କଲା ଇରାନ

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଭୂରାଜନୈତିକ ଉତ୍ତେଜନା ଏବେ ଆହୁରି ତୀବ୍ର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଅତ୍ୟନ୍ତ ରଣନୈତିକ ସମୁଦ୍ରପଥକୁ ଆମେରିକାର ନୂଆ ଅଞ୍ଚଳ ଭାବେ ଦର୍ଶାଇବା ପରେ ଆରମ୍ଭ ହୋଇଛି ବିବାଦ। ଟ୍ରମ୍ପଙ୍କ ଏହି ଦାବିକୁ ଇରାନ…