Odia News Portal
Browsing Tag

odisha news

ବାଲିଅନ୍ତା ସୌମ୍ୟ ଘଟଣାର ପୁନରାବୃତ୍ତି ପୁଣି ଜଣକୁ ପିଟିପିଟି ହତ୍ୟା ଉଦ୍ୟମ !

ସୌମ୍ୟରଂଜନ ହତ୍ୟାକାଣ୍ଡ ପରେ ଏବେ ଲକ୍ଷ୍ମୀଧର ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଉଦ୍ୟମ ଅଭିଯୋଗକୁ ନେଇ ତେଜିଛି ଉତ୍ତେଜନା। ଲକ୍ଷ୍ମୀଧର ବର୍ତ୍ତମାନ କୋମାରେ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି।ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଛନ୍ତି…

ଆମେରିକାର ଆଚରଣ ସୁଧୁରିଲେ ଖୋଲିବ ହର୍ମୁଜ୍: ଇରାନ ରଖିଲା ୭ ସର୍ତ୍ତ

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ବିଫଳ ହେବା ଆଶଙ୍କା ବଢ଼ିଛି। ହର୍ମୁଜ୍ ପ୍ରଣାଳୀକୁ ପୁଣି ଖୋଲିବା ପାଇଁ ଆମେରିକା ଆଗରେ ଇରାନ ରଖିଛି ୭ଟି କଠୋର ସର୍ତ୍ତ। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସ୍ପଷ୍ଟ କରିଛି ଯେ, ଆମେରିକା ନିଜ ଆଚରଣରେ ପରିବର୍ତ୍ତନ ନଆଣିବା…

ଆଜି ଓ କାଲି ଭୀଷଣ ବର୍ଷା! ରାଜ୍ୟରେ ଜାରି ରହିବ ବର୍ଷାର ପ୍ରକୋପ

ରାଜ୍ୟବାସୀଙ୍କ ପାଇଁ ପୁଣି ବର୍ଷାର ସତର୍କ ସୂଚନା। ଆଜି ଓ କାଲି ସାରା ଓଡ଼ିଶାରେ ବିକ୍ଷିପ୍ତ ଭାବେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଆନ୍ଧ୍ର ଉପକୂଳ ଅଞ୍ଚଳରେ ସକ୍ରିୟ…

ବିମାନ ଇନ୍ଧନରେ ଇଥାନଲ୍ ମିଶାଇବା ଯୋଜନା ନାହିଁ

ବିମାନ ଇନ୍ଧନ ବା ଆଭିଏସନ୍ ଟର୍ବାଇନ୍ ଫୁଏଲ୍(ଏଟିଏଫ) ସହିତ ଇଥାନଲ୍ ମିଶ୍ରଣ କରିବାକୁ ସରକାର ଯୋଜନା କରୁଥିବା ନେଇ ଚାଲିଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଗୁଜବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ କହିଛନ୍ତି। ସେ କହିଛନ୍ତି ଯେ…

ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର

ସାଇବର ଅପରାଧର ସଠିକ ମୁକାବିଲା, ଡିଜିଟାଲ ଫରେନ୍ସିକ୍ସରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସର ସିଆଇଡି–କ୍ରାଇମବ୍ରାଞ୍ଚ ଏବଂ ରାଷ୍ଟ୍ରୀୟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (NFSU), ଭୁବନେଶ୍ୱର ମଧ୍ୟରେ ଆଜି ଏକ ୫…

ଓଡ଼ିଶା ଝିଅ ହାତରେ ଇଣ୍ଡିଆନ ଆଇଡ଼ଲ ଟ୍ରଫି

ଜ୍ୟୋତିର୍ମୟୀ ନାୟକ , ଇଣ୍ଡିଆନ ଆଇ ଡ଼ଲ ସିଜିନ ୧୬ ର ଚାମ୍ପିୟାନ ର ମୁକୁଟ ପିନ୍ଧିଛନ୍ତି , ଏହା ତାଙ୍କ ପାଇଁ କେବଳ ଏକ ବିଜୟ ନୁହେଁ ବରଂ ସାରା ସାରା ଓଡ଼ିଶା ପାଇଁ ଇତିହାସ ରଚିଛନ୍ତି । ଏଥିସହ ସେ ଇଣ୍ଡିଆନ ଆଇଡ଼ଲ ସିଜିନ ୧୬ ର ବିଜେତା ଭାବେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ନେଇଛନ୍ତି ।…

ଚୁଲିକୁ ଗଲା ଶ୍ରୀମନ୍ଦିର ପ୍ରଶାସନର ମୋବଇଲ କଟକଣା

ଶୃଙ୍ଖଳିତ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଦିନ ରାତିକୁ ଏକ କରିଦେଉଛି । ରଥ ଉପରେ ନୀତିକାନ୍ତି କିପରି ସୁରୁଖୁରୁରେ ହେବ ଏବଂ ନୀତି ରେ ଯେମିତି କୌଣସି ବାଧା ନୁପୁଜିବ ସେଥିପାଇଁ ବିଭିନ୍ନ ନିୟମ ମଧ୍ୟ ଲାଗୁ କରୁଛି ଶ୍ରୀମନ୍ଦିର ପ୍ରଶାସନ । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ରଥ…

ଦିଲ୍ଲୀ ମାଲଭିୟ ନଗର ରେଷ୍ଟୁରାଣ୍ଟରେ ନିଆଁ ଲାଗି ୨୦ ରୁ ଉର୍ଦ୍ଧ୍ୱ ମୃତ

ଦେଶର ରାଜଧାନୀ ଦିଲ୍ଲୀରେ ଅଗ୍ନିକାଣ୍ଡର ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି କ୍ରମରେ ଦିଲ୍ଲୀର ସବୁଠାରୁ ବ୍ୟସ୍ତବହୁଳ ଏବଂ ପଶ୍ ଅଞ୍ଚଳ କୁହାଯାଉଥିବା ମାଲଭିୟ ନଗରର ଏକ ପ୍ରତିଷ୍ଠିତ ରେଷ୍ଟୁରାଣ୍ଟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣା ଯୋଗୁଁ ସମଗ୍ର ଅଞ୍ଚଳରେ ଆତଙ୍କ…

ପୁରୀରେ ଆଜିଠୁ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ

ଆଜିଠୁ ପୁରୀରେ ଆରମ୍ଭ ହେଉଛି ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ବିଶ୍ୱ ମଞ୍ଚରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‌କୁ ଆଉ ଥରେ ମିଳିଛି ସ୍ୱୀକୃତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ହାଇ-ପ୍ରୋଫାଇଲ୍ ବୈଠକରେ ବ୍ରିକ୍ସର ୧୧ଟି ଦେଶର…

ଆଡ଼ିବନ୍ଧ ପାଇଁ ୨୭୩୮ କୋଟି: ୫ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’କୁ ତୃତୀୟ ପର୍ଯ୍ୟାୟରେ ପୁଣି ସମ୍ପ୍ରସାରଣ କରାଯାଇଛି। ଏଥର ପାଞ୍ଚ ବର୍ଷ ପାଇଁ ଅର୍ଥାତ ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୨୭୩୮ କୋଟି ଟଙ୍କା ବରାଦ କରାଯାଇଛି। ଆଜି କ୍ୟାବିନେଟ୍‌ ବୈଠକରେ ଏହି ଯୋଜନାରେ ମୋହର ବାଜିଛି। ପାଞ୍ଚ…