Odia News Portal
Browsing Tag

odisha

୨୭ରୁ ପୁଣି ଉତ୍ତର ଓଡ଼ିଶାରେ ବଡ଼ ବର୍ଷା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ, ୨୭ ତାରିଖରୁ ଉତ୍ତର ଓଡ଼ିଶାର କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ୨୮ରୁ ବର୍ଷା ପରିମାଣ ଓ ବିସ୍ତୃତ ବୃଦ୍ଧି ପାଇବ। ଉତ୍ତର ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ…

ପୁରୀରେ ଆଜିଠୁ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ

ଆଜିଠୁ ପୁରୀରେ ଆରମ୍ଭ ହେଉଛି ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ବିଶ୍ୱ ମଞ୍ଚରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‌କୁ ଆଉ ଥରେ ମିଳିଛି ସ୍ୱୀକୃତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ହାଇ-ପ୍ରୋଫାଇଲ୍ ବୈଠକରେ ବ୍ରିକ୍ସର ୧୧ଟି ଦେଶର…

ବହୁତ  କଥା କହିସାରିଲେଣି ଟ୍ରମ୍ପ: ତଥାପି ଭାରତ ସରକାର ଚୁପ

ଭାରତର ଅର୍ଥନୀତିକୁ ମୃତ କହିଲେ। ଭାରତ ଉପରେ ୨୫% ଟାରିଫ ଲଗାଇଲେ। ଏହାପରେ ଆଉ ପାଦେ ଆଗକୁ ଯାଇ ଭାରତକୁ କଟାକ୍ଷ କରି ପାକିସ୍ତାନ ସହ ଚୁକ୍ତି କଲେ। ପାକିସ୍ତାନ ଆଗାମୀ ଦିନରେ ଭାରତକୁ ତେଲ ବିକ୍ରି କରିପାରେ କଥା କହି ଛିଗୁଲାଇଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏତେ ସବୁ…

ସିମ ବକ୍ସ ରୁ ପାକିସ୍ତାନ-ଚିନ୍ କଲ୍

ଭୁବନେଶ୍ବରରୁ ସିମ୍ ବକ୍ସ ଜବତ ଘଟଣାରେ ପୋଲିସ କମିଶନରଙ୍କ ବଡ଼ ଖୁଲାସା। ଅନ୍ତର୍ଜାତୀୟ ସ୍ତରରେ ସାଇବର ଠକେଇ ଓ ଆତଙ୍କି କାର୍ଯ୍ୟକ୍ରମ ଭଳି ଜଘନ୍ୟ ଅପରାଧର ଷଡଯନ୍ତ୍ର କରୁଥିବା ଅଭିଯୋଗ ରେ ଭୁବନେଶ୍ୱର କମିଶନର ପୋଲିସ ଜଣେ ସନ୍ଦିଗ୍ଧ ବାଙ୍ଗୀୟ ଯୁବକ ଙ୍କୁ ଆଜି ଲଷ୍ମୀସାଗର ଅଂଚଳ ରୁ ଗିରଫ

ବାଂଲାଦେଶରୁ ଅନୁପ୍ରବେଶ ଭୟ

ଅଶାନ୍ତ ବାଂଲାଦେଶରୁ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଆଗୁଆ ସତର୍କ ହୋଇଛି ଓଡ଼ିଶା ସରକାର। ଅନୁପ୍ରବେଶକୁ ରୋକିବା ପାଇଁ ସମୁଦ୍ର କୂଳିଆ ଥାନା ଗୁଡ଼ିକୁ ସତର୍କ କରାଯାଇଛି। ଏଥିସହ ସମୁଦ୍ରରେ ଘନଘନ ପାଟ୍ରୋଲିଂ କରାଯାଉଛି ବୋଲି ପୁଲିସ୍‌

ସଡକ ଦୁର୍ଘଟଣା : ୧ ମୃତ

କାଉଡିଆଙ୍କ ଉପରେ ଚଢ଼ିଗଲା ନେତାଙ୍କ ଗାଡି। ଏଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅନ୍ୟ କାଉଡିଆ ଗୁରୁତର ହୋଇଛନ୍ତି। ଉତ୍ତର ପ୍ରଦେଶର ସୀତାପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା। ସୂଚନା ମୁତାବକ, ଉତ୍ତରପ୍ରଦେଶର ମହମୁଦାବାଦ ପୁଲିସ ଷ୍ଟେସନ ନିକଟସ୍ଥ ଜରାୟପୁର ଗତକାଲି

ମୋକିମଙ୍କୁ ଜାମିନ୍

ଓଏଚଆରଡିସି ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ। ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ ।

୫ ଜିଲ୍ଲାରେ ଚାଲିଲା ୨୫୫ ଲକ୍ଷ୍ମୀ ବସ୍‌

ବୁଧବାର ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ୨୫୫ଟି ବସ୍‌ ଚାଲିଲା ଏବଂ ଏହାଦ୍ୱାରା ୭୧ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର

୩ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଜେଏସ୍‌ଡବ୍ଲୁ ଗ୍ରୁପ୍‌ ଓଡ଼ିଶାର ପାରାଦୀପରେ ଏକ ବୃହତ୍‌ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି ।ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ବାର୍ଷିକ ୧୩.୨ ଏମ୍‌ଟିପିଏ କ୍ଷମତାଯୁକ୍ତ ଏହି ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି ।

ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ଆଜି ପବିତ୍ର ମାଘ ସପ୍ତମୀ । ବଡ଼ି ଭୋରରୁ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଶୃଙ୍ଖଳିତ ଭାବେ ବୁଡ଼ ପକାଇବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ଆଖି ଆଗରେ ରଖି ସୁରକ୍ଷା ପାଇଁ ବ୍ୟାପକ