Odia News Portal
Browsing Tag

odisha

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ପାହ୍ୟା: ନିର୍ମଳା ସୀତାରମଣ

ଓଡିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା । ପ୍ରେସମିଟରେ ସ୍ପଷ୍ଟ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମିଳିବନି । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିସ କରିଛନ୍ତି । ଆନ୍ଧ୍ର ବିଭାଜନ ଆଧାରରେ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ । କିରଣ୍ଡଲରୁ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନର ୬ କିମି ଦୂର ସୁକୁ ନିକଟରେ ଲାଇନଚ୍ୟୁତ ହୋଇଛି । ଉଭୟ ପଟୁ ବିଶାଖାପାଟଣା- ଜଗଦଲପୁର ଟ୍ରେନ ବାତିଲ ।

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁବୃତ୍ତ

ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଧନୁପାଲୀ ଥାନା ତୂରୀପଡାରେ ଯୁବକଙ୍କୁ ହାଣି ପକାଇଲେ ଦୁବୃତ୍ତ । ଯୁବକଙ୍କ ବେକରେ ଗଭୀର କ୍ଷତ ହୋଇଥିବା ସୂଚନା । ସେଥିପାଇଁ ବୁର୍ଲା ମେଡିକାଲରେ ଯୁବକଙ୍କୁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଯୁବକଙ୍କୁ ଆକ୍ରମଣ କଲେ ତାହା ଏବେ ଯାଏଁ

ଗୁଗଲ ଇଣ୍ଡିଆ କମ୍ପାନୀ ୪୫୩ କର୍ମଚାରୀଙ୍କୁ ଛଟେଇ

ଗୁଗଲ ଇଣ୍ଡିଆ କମ୍ପାନୀର ବିଭିନ୍ନ ବିଭାଗର ୪୫୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଚାକିରିରୁ ହଟାଇବା ବିଷୟରେ ମେଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଗୁଗଲ ଇଣ୍ଡିଆର ମୁଖ୍ୟ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା କର୍ମଚାରୀଙ୍କୁ ଏହି ଛଟେଇ ମେଲ

ହୁକ୍କା ବାର ଉପରେ ପ୍ରତିବନ୍ଧକ

ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜଧାନୀ କୋଲକାତାରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ, ହୁକ୍କା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହି ନିଷେଧାଦେଶ ଘୋଷଣା କରି କୋଲକାତା ମେୟର ତଥା ଟିଏମ୍‌ସି ନେତା ଫିରହାଦ ହାକିମ କହିଛନ୍ତି, ରେଷ୍ଟୁରାଣ୍ଟରେ ହୁକ୍କା

୫୦ ଦିନ ଲାଗିଥିଲା ନତାଶା ଙ୍କ ଡେର୍ସ

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍‌ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଫେବୃୟାରୀ ୧୪ ଅର୍ଥାତ୍‌ ଭାଲେଣ୍ଟାଇନ୍ସ୍‌ ଡେ’ରେ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହାର୍ଦ୍ଦିକ ଏବଂ ନତାଶା ୨୦୨୦ରେ କୋର୍ଟ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ପୁନର୍ବାର ବିବାହ କରି ଚର୍ଚ୍ଚରେ

ବରମୁଣ୍ଡାରୁ ଖଣ୍ଡଗିରି ନୂଆ ସର୍ଭିସ୍‌ ରୋଡ୍‌

ହକି ବିଶ୍ବକପ୍‌ ପରେ ଭୁବନେଶ୍ବରରେ ଜି-୨୦ ସମ୍ମିଳନୀର ବୈଠକ ଆୟୋଜିତ ହେବାକୁ ଯାଉଛି। ଏପ୍ରିଲ ୨୪ରୁ ୨୬ ଓ ମେ ୧୫ରୁ ୧୭ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୨୦ଟି ଦେଶରୁ ପ୍ରତିନିଧିମାନେ ଭୁବନେଶ୍ବର ଆସିବେ। ସେଥିପାଇଁ ସହରକୁ ସୁନ୍ଦର କରିବାକୁ ପୁଣି ଥରେ ଯୋଜନା ହୋଇଛି।

ରାଜ୍ୟରେ ବଢିବ ରାତି ତାପମାତ୍ରା, ଦୁଇ ଦିନ କୁହୁଡି

ରାଜ୍ୟରେ ଆସନ୍ତା ୨-୩ ଦିନ ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବ। ରାଜ୍ୟର ଅଧିକାଂଶ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ଏଥିଯୋଗୁଁ ଥଣ୍ଡା ଆହୁରି କମିବ। ଏଣେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପାଇଁ ବର୍ତ୍ତମାନ ପାଗ ଅନୁକୁଳ ରହୁଛି।

ବିସିସିଆଇ’ ମୁଖ୍ୟ ଚୟନକାରୀ ପଦବୀରୁ ଇସ୍ତଫା ଦେଲେ ଚେତନ ଶର୍ମା

ମନ୍ତବ୍ୟଜନିତ ବିବାଦ କାରଣରୁ ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ମୁଖ୍ୟ ଚୟନକାରୀ ପଦବୀରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ରଟିକୁ ‘ବିସିସିଆଇ’ର ସମ୍ପାଦକ ଜୟ ଶାହ ମଧ୍ୟ ଗ୍ରହଣ କରିଛନ୍ତି ବୋଲି କୁହାଯାଉଛି। ଆଜି ଚେତନ

ବିଶ୍ବ ହିନ୍ଦୀ ସମ୍ମିଳନୀରେ ଫିଜି ରାଷ୍ଟ୍ରପତିଙ୍କ ପ୍ରିୟ ହିନ୍ଦୀ ସିନେମା

ଗୁରୁବାର ଦିନ ଫିଜିର ରାଜଧାନୀ ସୁବାରେ ଆୟୋଜିତ ବିଶ୍ବ ହିନ୍ଦୀ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଫିଜିର ରାଷ୍ଟ୍ରପତି ୱିଲିଏମେ କାଟୋନୋଭିୟର୍‌ଙ୍କ ଉପରେ ହିନ୍ଦୀ ସିନେମାର ପ୍ରଭାବ ଏବଂ ତାଙ୍କର ପ୍ରିୟ ହିନ୍ଦୀ ଚଳଚ୍ଚିତ୍ର କଥା କହିଛନ୍ତି। ଜୟଶଙ୍କର