Odia News Portal
Browsing Tag

odisha

ରାଜଧାନୀରେ ଓମିକ୍ରନ

ରାଜଧାନୀ ଦିଲ୍ଲୀରେ ଓମିକ୍ରନର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।ଏହି ରୋଗୀ ଜଣକ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତୀ ହୋଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବିଦେଶରୁ ଆସିଥିବା ୧୨ ଜଣ ନମୁନାକୁ

ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’

ଆଉ କିଛି ସମୟ ମଧ୍ୟରେ ଅବପାତର ରୂପ ନେବ ‘ଜୱାଦ’ । ମଧ୍ୟାହ୍ନରେ ପୁରୀ ନିକଟବର୍ତ୍ତୀ ହେବ ଜୱାଦ । ଅପରାହ୍ଣ ସୁଦ୍ଧା ଏକ ୱେଲଡ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇ ପଶ୍ଚିମବଙ୍ଗ ଆଡକୁ ଗତି କରିବ । ଏବେ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ

ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ପରଲୋକ ବରିଷ୍ଠ ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳଙ୍କୁ ତାଙ୍କୁ ୬୭ ବର୍ଷ ବୟଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ

ଫସିଗଲେ ଜ୍ୟାକଲିନ

ବ୍ୟାପକ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରକୁ ନେଇ ଖୁଲାସା କରିଛିି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୦ କୋଟି ଅର୍ଥ ଜାଲିଆତି ଅଭିଯୋଗରେ ଗିରଫ ହୋଇଥିବା ଚନ୍ଦ୍ରଶେଖରକୁ ଜେରା କରିବା ପରେ ଇଡି ଯେଉଁ ଚାର୍ଜସିଟ ପ୍ରସ୍ତୁତ କରିଛି ତାହା ଜାଣି ଆଶ୍ଚର୍ୟ୍ୟ ହେବେ ।

ନୂଆବର୍ଷରୁ ଏଟିଏମର ଟଙ୍କା କାରବାର ହେବ ମହଙ୍ଗା

ଆସନ୍ତା ଜାନୁଆରି ପହିଲାରୁ ଦେଶରେ ଏଟିଏମ୍ କାରବାର ମହଙ୍ଗା ହେବ। ମାସିକ ମାଗଣା କାରବାର ଶେଷ ହେବା ପରେ ଗ୍ରାହକଙ୍କୁ କାରବାର ପିଛା ୨୧ ଟଙ୍କା ସହ ଜିଏସଟି ବାବଦକୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଉଭୟ ଆର୍ଥିକ ଓ ଅଣ ଆର୍ଥିକ କାରବାର ଶୁଳ୍କ ବୃଦ୍ଧିପାଇଁ

ହକିରେ ପଶିଲା କରୋନା

ଜୁନିଅର ବିଶ୍ୱକପ ହକିରେ ପଶିଲା କରୋନା । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିଲା ପୁରୁଷ ଜୁନିଅର ବିଶ୍ୱକପ ହକିରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ସୂଚନା ମିଳିଛି । ପଜିଟିଭ ଚିହିନଟ ହୋଇଥିବା ବ୍ୟକ୍ତି ଜଣକ କଳିଙ୍ଗ ଷ୍ଟାଡିୟମ ମିଡିଆ ସେଣ୍ଟର ବ୍ୟବହାର କରିଥିଲେ ।

ରବିବାର ମଧ୍ୟାନ ସୁଦ୍ଧା ପୁରୀରେ ପହଞ୍ଚିବ ଜୱାଦ

ଉତ୍ତର ଦିଗରେ ଗତି କରୁଛି ବାତ୍ୟା ଜୱାଦ । ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ଦୁର୍ବଳ ହେବ ବୋଲି କହିଛନ୍ତି ଆଞ୍ଚଳିକ ପାଣିବାଗ ବିଭାଗ । ରବିବାର ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବ ବାତ୍ୟା। ପୁରୀରେ ପହଞ୍ଚିବା ପରେ କ୍ରମେ ଆହୁରି ଦୁର୍ବଳ ହେବ ‘ଜଓ୍ବାଦ’। ସେହି ସମୟରେ ପବନର

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ

ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜୟନ୍ତଙ୍କ ବାସଭବନ ଓ ଅଫିସ ସହ ୬ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି । ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୨ ଲକ୍ଷ ୭୪

କଣ ରହିଛି ବାତ୍ୟାର ସ୍ଥିତି

ବାତ୍ୟା ଜୱାଦକୁ ନେଇ ଏସଆରସି ପ୍ରଦୀପ ଜେନାଙ୍କ ପ୍ରେସମିଟ୍ । ଜୱାଦ ଓଡ଼ିଶା ଉପକୂଳକୁ ଛୁଇଁବା ବେଳକୁ ଏହା ତୀବ୍ର ଅବପାତରେ ପରିଣତ ହୋଇଥିବ । ଯେଉଁଥିପାଇଁ ପବନର ବେଗ କମ ରହିବା ସହ ବର୍ଷାର ପରିମାଣ ବଢିପାରେ ବୋଲି କହିଛନ୍ତି ଏସଆରସି । ଏହାସହ ଜୱାଦ ବାବଦରେ ସୂଚନା ଦେଇ ଏସଆରସି କହିଛନ୍ତି,

ବିଧାନସଭାରେ ଘଣ୍ଟ ବଜାଇଲେ ତାରା

ତାରାଙ୍କ ବ୍ରାହ୍ମଣ ବେଶ। ବିଧାନସଭାକୁ ଆଜି ପାଟ ଧୋତି ସାଙ୍ଗକୁ ପାଟ ଗାମୁଛା ପିନ୍ଧି ବ୍ରାହ୍ମଣ ବେଶରେ ଏଣ୍ଟ୍ରି କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବେକରେ ରୁଦ୍ରାକ୍ଷମାଳ ଓ ହାତରେ କମଣ୍ଡଳୁ ଧରି ବିଧାନସଭାରେ ତାରା ଛିଞ୍ଚିଛନ୍ତି ଗଙ୍ଗାଜଳ। ଗଣତନ୍ତ୍ର ମନ୍ଦିର