Odia News Portal
Browsing Tag

ollywood

ମନ ମୋହିବ ‘ଲାଗେ ପ୍ରେମ ନଜର ’

ଭୁବନେଶ୍ୱର: ପରଦାକୁ ଆସିବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ ‘ଲାଗେ ପ୍ରେମ ନଜର’ । ଅମ୍ଲାନ ଓ ପ୍ରିୟାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ଗୀତ ଗୁଡ଼ିକ ବେଶ ଚିତାକର୍ଷକ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ବହୁ ପ୍ରତିକ୍ଷିତ ଏହି ଫିଲ୍ମର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି । ରାଜଧାନୀର…

ବାହା ହେବେ ଗୁନଗୁନ

ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ତଥା ଟିଭି ଉପସ୍ଥାପିକା ଗୁନ୍‌ଗୁନ୍‌ ଏବେ ହାତକୁ ଦି ହାତ ହେବାକୁ ଯାଉଛନ୍ତି। ସେ ବିଜନେସ୍‌ ମ୍ୟାନ୍‌ ଅଭିସ୍ମିତ ନାୟକଙ୍କୁ ବିବାହ କରୁଛନ୍ତି। ଆସନ୍ତାକାଲି ବା ନଭେମ୍ବର ୩୦ରେ ଗୁନ୍‌ଗୁନ୍‌ ଓ ଅଭିସ୍ମିତ ସାତ ଜନ୍ମ ପାଇଁ ପରସ୍ପରର ହୋଇଯିବେ। ଏ…

କଥା ଦେଇ କଥା ରଖିଲା ମୁନ୍ ଟିଭି ମୁଭିଜ୍

ଭୁବନେଶ୍ୱର: ଓଡ଼ିଆ ସିନେ ଦର୍ଶକଙ୍କୁ ସବୁବେଳେ ଭିନ୍ନ ଧରଣର ଫିଲ୍ମ ଭେଟି ଦେଉଥିବା ମୁନ୍ ଟିଭି ମୁଭିଜ୍ ପୁଣିଥରେ ଦର୍ଶକଙ୍କ ମହଲରେ ଭଲ ପାଇବାର ନୂଆ ଅଧ୍ୟାୟ ସୃଷ୍ଟି କରିଛି । କଥା ଦେଇ କଥା ରଖିଛି ପ୍ରଯୋଜନା ସଂସ୍ଥା । ଏକାସଙ୍ଗେ ୧୦ଟି ଫିଲ୍ମ ଦର୍ଶକଙ୍କୁ ଭେଟି ଦେବା ଲାଗି କଥା ଦେଇ କଥା…

ପ୍ରତାପଙ୍କ ଓଲିଉଡ ଲିଙ୍କ୍

ଭୁବନେଶ୍ୱର: କୁବେର ଅଫିସର ପ୍ରତାପ ସାମଲଙ୍କ ରହିଛି ଓଲିଉଡ଼ ଲିଙ୍କ୍ । ଦୁଇଟି ଓଡ଼ିଆ ଫିଲ୍ମରେ ଟଙ୍କା ଖର୍ଚ୍ଚ କରିଛନ୍ତି ବାବୁ ପ୍ରତାପ । ସ୍ତ୍ରୀ ସସ୍ମିତା ସାମଲ ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ବାଜି ଏବଂ ନାରୀ ଆଖିରେ ନିଅାଁ ଫିଲ୍ମରେ ପ୍ରଯୋଜକ ସାଜିଛନ୍ତି । ଆୟବର୍ହିଭୂତ ସଂପତ୍ତି ଠୁଳ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଓଡିଶା ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସମ୍ମାନ ଜୟଦେବ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ନିର୍ମାତା-ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯାଉଥିବା ସମସ୍ତ ବ୍ୟକ୍ତି…

୨୦୧୯ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ୱର: ୨୦୧୯ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି । ଖୁସି ଚଳଚ୍ଚିତ୍ରରେ ଅଭିନୟ କରିଥିବା କାବ୍ୟ କିରଣଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି ।…

୧୪ରେ ମୁକ୍ତି ଲାଭ କରୁଛି “ମନ ମୋ ନେଇ ଗଲୁରେ’

ଭୁବନେଶ୍ୱର : ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ । ସୁମା ରିଅଲ୍ ମିଡିଆର ଦ୍ୱତୀୟ ଅବଦାନରେ ପ୍ରସ୍ତୁ ତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଆସନ୍ତା ୧୪ରେ ମୁ…

ପୁଣି ଧମାଲ ମଚାଇବ ଅର୍ଦ୍ଧେନ୍ଦୁ-ତମନ୍ନା ଯୋଡ଼ି

ଭୁବନେଶ୍ୱର: ହାଏ ତୋ ପ୍ରେମର ରଙ୍ଗୋଲି… ଏହି ଗୀତଟି ଓଡ଼ିଶାର ପ୍ରତ୍ୟେକ ଦର୍ଶକଙ୍କ ବେଶ ମନ ମୋହିଥିଲା । ଆଉ ଗୀତଟି ଜବରଦସ୍ତ ହିଟ୍ ମଧ୍ୟ ହୋଇଥିଲା । ତେବେ ‘ବ୍ଲାକମେଲ’ ଫିଲ୍ମର ଏହି ଗୀତରେ ଅର୍ଦ୍ଧେନ୍ଦୁ ଏବଂ ତମନ୍ନାଙ୍କ ଯୋଡ଼ି ଦର୍ଶକଙ୍କୁ ଫୁଲ ମନୋରଞ୍ଜନର ଖୋରାଗ ଯୋଗାଇଥିଲା । ତେବେ…

ପୂଜାରେ ‘ଅଜବ ଗାଁର ଗଜବ କଥା’

ଭୁବନେଶ୍ୱର: ଏଥରକ ଦୁର୍ଗାପୂଜାରେ ହସିବେ ଓଡ଼ିଆ ଦର୍ଶକ । ହସି ହସି ବେଦମ କରାଇବା ଲାଗି ଆସୁଛନ୍ତି କମେଡି କିଙ୍ଗ ପପୁ ପମପମ । ପୂଜାରେ ରିଲିଜ୍ ହେବାକୁ ଯାଉଛି ପପୁ ପମପମଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର । ଫିଲ୍ମଟି ଆସନ୍ତା ୧୫ ତାରିଖରେ ରିଲିଜ ହେବ । ଫୁଲ କମେଡି ସାଙ୍ଗକୁ…

କିଏ ହେବ ସ୍ୱାତୀଙ୍କ ବର?

ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର । ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକେ । ଜଲସ୍ୱା ଦେଖାଇବେ ନବାଗତା ସ୍ୱାତୀ । ଓଡ଼ିଶାର ଘରେ ଘରେ ପରିଚିତ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ଆସିବାକୁ ଯାଉଛି ସ୍ୱାତୀଙ୍କ ନୂଆ ଫିଲ୍ମ । ଯାହାର ଟାଇଟଲ ରହିଛି ‘ଆସିବ ବର ତୋର’ । ଏଥିରେ ଓଲିଉଡର…