ଜିତିଲା ଭାରତ କାନ୍ଦିଲେ କମେଣ୍ଟେଟର
					ଟିମ ଇଣ୍ଡିଆର ବିଜୟ ପରେ ଇତିହାସରେ ଯୋଡିହୋଇଥିଲା ଆଉ ଏକ ଅଧ୍ୟାୟ । ସାରା ଦେଶବାସୀ ଗର୍ବରେ ଫାଟିପଡୁଥିଲେ । ଆଉ କ୍ରୀଡାପ୍ରେମୀଙ୍କ ମହଲରେ କମ ନଥିଲା ଉତ୍ସାହ । ହେଲେ କମେଣ୍ଟ୍ରେି ରୁମର ଦୃଶ୍ୟ ଥିଲା କିଛି ଅଲଗା । ଆଉ ଏହି ଦୃଶ୍ୟକୁ ଯିଏବି ଦେଖିବ ସେ ବି ତାଜୁବ ହୋଇଯିବ । କାରଣ!-->…				
						 
						 
			