Odia News Portal
Browsing Tag

pari death case

ଭାଇରାଲ ନେଇ ପ୍ରଶ୍ନ ଉଠାଇଲେ ପରୀର ପରିବାର

ନୟାଗଡ଼: ପରୀ ହତ୍ୟା ଘଟଣାରେ ସତ ସ୍ୱୀକାର କରିଛି ଅଭିଯୁକ୍ତ ସରୋଜ | ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀର ସ୍ୱୀକାରୋକ୍ତି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭିଡ଼ିଓ ନେଇ କିନ୍ତୁ ପ୍ରଶ୍ନ ଉଠାଇଛନ୍ତି ପରୀର ପରିବାର | ଭିଡ଼ିଓ କିପରି ଭାଇରାଲ ହେଲା ସେ ନେଇ ପ୍ରଶ୍ନ…

ପରୀ ମାମଲା ଗଲା ଚିଲଡ୍ରେନ୍‌ କୋର୍ଟ

ନୟାଗଡ଼: ବହୁ ଚର୍ଚ୍ଚିତ ଯଦୁପୁର ପରୀ ହତ୍ୟା ମାମଲା ଗଲା ଚିଲଡ୍ରେନ୍‌ କୋର୍ଟ । ହତ୍ୟା ମାମଲା ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ଚିଲଡ୍ରେନ୍‌ କୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି |ପରୀ ହତ୍ୟା ଅଭିଯୁକ୍ତ ୧୬ ବର୍ଷରୁ ଅଧିକ ଓ ୧୮ ବର୍ଷରୁ କମ୍‌ ହୋଇଥିବାରୁ ମାମଲା ଚିଲଡ୍ରେନ୍‌ କୋର୍ଟକୁ…

ପରୀ ହତ୍ୟା ଅଭିଯୁକ୍ତ ନାବାଳକ

ନୟାଗଡ଼ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକ ସାବ୍ୟସ୍ତ । ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ ପକ୍ସୋ କୋର୍ଟ । ଏହାସହ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ମାମଲା ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଅଭିଯୁକ୍ତକୁ ନାବାଳକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସରୋଜର ପରିବାର ଲୋକ । ଆଜି…

ଏସଆଇଟି ହାତରେ ଲାଗିଲା ବଡ଼ ପ୍ରମାଣ,ପୋଖରୀରୁ ମିଳିଲା ପରୀର ଲେଗିନ୍ସ

ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ପରୀର ଲେଗିନ୍ସ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ଏସଆଇଟି ହାତରେ ଲାଗିଥିଲା ଏହି ପ୍ରମାଣ । ମିଳିଥିବା ଲେଗିନ୍ସକୁ ଜବତ କରିବା ସହ ନିଜ…

ପରୀ ହତ୍ୟା ଘଟଣାର ଖୁଲାସା ପରେ ଏସଆଇଟି ମୁଖ୍ୟଙ୍କ ଉପରେ ବର୍ଷିଛି ବିଜେପି

ନୟାଗଡ ପରୀ ହତ୍ୟା ଘଟଣାର ଆଜି ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ତଥ୍ୟ ପ୍ରଦାନ କରିଥିଲେ ଏସଆଇଟି ମୁଖ୍ୟ | ତେବେ ଏନେଇ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛି ବିଜେପି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ତାଙ୍କୁ କଡା ସମାଲୋଚନା କରିବା…

ସାମ୍ନାକୁ ଆସିଲା ପରୀ ହତ୍ୟାକାଣ୍ଡର ରହସ୍ୟ,ହତ୍ୟା ପରେ ଦୁଷ୍କର୍ମ

ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ପ୍ରେସମିଟ୍ କରିଛନ୍ତି। ଏଥିରେ ସେ ପରୀକୁ ଅଭିଯୁକ୍ତ କେମିତି ମାରିଥିଲା ଓ କାହିଁକି ମାରିଥିଲା, ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି। ପରୀ ହତ୍ୟାକାଣ୍ଡ ମାମଲାରେ ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି। ସରୋଜ…

ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ ଏସ୍ଆଇଟି

ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜିଠୁ ୩ ଦିନିଆ ରିମାଣ୍ଡରେ ନେବ ଏସ୍ଆଇଟି। ଅଭିଯୁକ୍ତକୁ ଅଧିକ ପଚରାଉଚରା ପାଇଁ ତିନିଦିନିଆ ରିମାଣ୍ଡ ଲାଗି କୋର୍ଟ ମଧ୍ୟ ଗତକାଲି ଅନୁମତି ପ୍ରଦାନ କରିଥିଲା। ଗତକାଲିର କାର୍ଯ୍ୟାନୁଷ୍ଠାନ ପରେ ଆଜି ରିମାଣ୍ଡର ପ୍ରଥମ ଦିନରେ ଅଭିଯୁକ୍ତକୁ ଜେରା…

ପରୀ ମୃତ୍ୟୁ ମାମଲାର ଅଧିକ ଯାଞ୍ଚ ପାଇଁ ପୋଖରୀ ଶୁଖାଇବ ପୋଲିସ

ଯଦୁପୁରରେ କ୍ରାଇମ ବ୍ରାଞ୍ଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଁଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରଖିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ । ସେପଟେ ପରୀ ପାଇଁ…

ଶିଶୁ ନିଖୋଜ ମାମଲାରେ ଯୋଡି ହେଲା ନୂଆ ନାଁ…କୂଅ ରୁ ମିଳିଲା କାଳିଆ

ରାଜ୍ୟରେ ଶିଶୁ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଲାଇଛି |ପ୍ରଥମେ ପରୀ,ତାପରେ ସ୍ଵାତି ଆଉ ଏବେ ୩ ବର୍ଷର ନିଖୋଜ ପୁଅ କାଳିଆର ମୃତଦେହ ଆଜି ଉଦ୍ଧାର ହୋଇଛି | ଘଟଣା ଘଟିଛି ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ | ଗାଁର ଚନ୍ଦନ ସାହୁଙ୍କ ୩ ବର୍ଷର ନିଖୋଜ…

‘ପରୀ’ ହତ୍ୟା ମାମଲାରେ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ

ନୟାଗଡର କୁନିଝିଅ ପରୀ ହତ୍ୟା ମାମାଲାରେ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସଆଇଟି ଆଜି ହାଇକୋର୍ଟରେ ପରୀ ମୃତ୍ୟୁ ମାମଲାର ତଦନ୍ତ କେତେ ବାଟ ଆଗେଇଛି ସେ ନେଇ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ…