Odia News Portal
Browsing Tag

pipili by poll election

ପିପିଲିରୁ ପୁଣି ଲଢ଼ିବେ ଆଶ୍ରିତ

ପିପିଲି : ପୁଣି ଥରେ ପିପିଲି ମୈଦାନରେ ନିଜ ଭାଗ୍ୟପରୀକ୍ଷା କରିବେ ଆଶ୍ରିତ । ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବାବେଳେ ଆଶ୍ରିତ ପଟ୍ଟନାୟକଙ୍କ ନାମରେ ମୋହର ଲାଗିଛି । ଏଥିସହ ପିପିଲିରେ ରାଜନୈତିକ ପାଣିପାଗ ସରଗରମ ହୋଇଛି ।ପିପିଲି ଉପ-ନିର୍ବାଚନ ପାଇଁ…

ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାସହ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ କରିଦେଇଛନ୍ତି ।…

ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ: ମନ୍ତ୍ରୀ

ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, “ମହାରଥୀଙ୍କ ଅବଦାନ ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ…

ବିଜେଡି ନିଷ୍ପତ୍ତି ଉପରେ ବିରୋଧୀ ଦଳର ନଜର

 ଭୁବନେଶ୍ୱର : ପିପିଲି ଉପନିର୍ବାଚନକୁ ସମ୍ମାନ ରକ୍ଷା ଭାବେ ଲଢିବାକୁ ଯାଉଥିବା ବିଜେପି ଓ କଂଗ୍ରେସ ପ୍ରାର୍ଥୀଚୟନ ନେଇ ନିଜର ପତ୍ତା ଖୋଲୁନାହିଁ । ଉଭୟ ବିରୋଧିଦଳ ଏବେ ବିଜେଡି ସମେତ ମହାରଥୀ ପରିବାର ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ବିଜେଡି ବି କିଛି ସ୍ପଷ୍ଟ କରୁନାହିଁ । ତେଣୁ କୌଣସି…