Odia News Portal
Browsing Tag

police

କମିଶନରେଟ ପୋଲିସର ଜୋରଦାର ପାଟ୍ରୋଲିଂ

ଭୁବନେଶ୍ୱର: ରବିବାର ଦିନ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ମହାନଗର ଅଞ୍ଚଳରେ ଜୋରଦାର ପାଟ୍ରୋଲିଂ କରାଯାଇଥିଲା । ପୁଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ରାଜଧାନୀର ସମସ୍ତ ଥାନା ଆଇଆଇସି, ଜୋନ୍ ଏସିପି, ଅନ୍ୟାନ୍ୟ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ । ସମସ୍ତ ଥାନା

କରୋନା କଟକଣାକୁ ଭୁଲି ଧୁମ୍ ନାଚିଲେ ପୋଲିସ ବାବୁ

ରାଉରକେଲା: ମୋର ସାଦି କରାଇ ଦେରେ, ମୋର ଟୋଡ଼ି ବନାଇ ଦେ । ଏହି ଗୀତ ବାଜୁଛି । ଆଉ ପୋଲିସ ବାବୁ ଧୁମ ନାଚୁଛନ୍ତି । ତେବେ ପୋଲିସ ବାବୁ ନାଚିବା କିଛି ଅସୁବିଧା ନାହିଁ । ବ୍ୟକ୍ତିିଗତ ଜୀବନ କଥା । ମାତ୍ର ଆଇନର ପାଠ ପଢ଼ାଉଥିବା ପୋଲିସ ବାବୁ କରୋନା କଟକଣାକୁ ଫୁ କରି ଦେଇଥିବା ଏହେବ ଚର୍ଚ୍ଚାର

ପୋଲିସ ବାବୁଙ୍କ ଦବଙ୍ଗଗିରି, ଅଭିଯୋଗ ରଖିବା ପରିବର୍ତ୍ତେ ବାଡ଼େଇଲେ

ନୟାଗଡ଼: ପୋଲିସ ବାବୁଙ୍କ ଦବଙ୍ଗ ଗିରି । ଦେଖାଇଛନ୍ତି ଖାକି ବର୍ଦ୍ଦିର ଗରମ । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ରଖିବା ପରିବେର୍ତ୍ତ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଅଞ୍ଚଳର ଦାଶରଥୀ

ଟିଫିନ୍ ବୋମା ଜବତ

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜିର ମିଳିତ ତଲାସି ଅଭିଯାନରେ ୨ଟି ଟିଫିନ ବୋମା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ନେଇ ଆଜି ଖବର ମିଳିଛି। ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡ଼ା ଗାଁ ନିକଟରୁ ଏହି ଟିଫିନ ବୋମା ଜବତ କରାଯାଇଛି। ଯବାନମାନେ କୁମ୍ବିଂ ଅପରେସନ

ପୋଲିସ-ନକ୍ସଲ ଗୁଳି ବିନିମୟରେ ୬ ନକ୍ସଲ ନିହତ

ମାଲକାନଗିରି: ପୋଲିସ-ନକ୍ସଲ ଗୁଳି ବିନିମୟ ହୋଇଛି । ଏଥିରେ ୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶାଖାପାଟଣା ଜିଲ୍ଲା କୋୟ ଗାଁରେ ଘଟିଛି ଏଭଳି ଗୁଳି ବିନିମୟ । କମ୍ବିଂ ଅପରେସନ ଚାଲିଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ଦେଲେ ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ।

ପୋଲିସ- ମାଓବାଦୀ ଗୁଳି ବିନିମୟ ଜାରି

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ନେଇ ବୁଧବାର ଖବର ମିଳିଛି। କୁଲାବେଡା ଜଙ୍ଗଲରେ ମାଓ ଶିବିର ଥିବାର ସୂଚନା ପାଇ ଅପରେସନ ଲଞ୍ଚ କରାଯାଇଥିଲା। ଏସଓଜି ଓ ଡିଭିଏଫ(SOG ଓ DVF) ବାହିନୀ

ଆକ୍ସନ ମୁଡ୍‌ରେ ପାଟପୁର ପୋଲିସ

ଗଞ୍ଜାମ: ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ । ବେଆଇନ ଭାବେ ଚାଲିଥିବା ଫ୍ୟାକ୍ଟ୍ରି ଉପରେ କରିଛି ଚଢ଼ାଉ । ବେଆଇନ ଭାବେ ନାମୀ ଦାମୀ କମ୍ପାନୀର କୋଲଡ୍ରିଙ୍କ, ପାଣୀ ଓ କୁରକୁରି ତିଆରି କରି ମାର୍କେଟକୁ ପଠାଉଥିବା କମ୍ପାନୀ ଉପରେ ଚଢ଼ାଉ । ପୋଲିସ ଚଢ଼ାଉ କରି ପେକିଙ୍ଗ ମେସିନ,

ଅକ୍ସିଜେନ ଟ୍ରକରେ ଗଞ୍ଜେଇ

କୋରାପୁଟ: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଏଡାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ନଜରକୁ ଆସିଛି । ଅକ୍ସିଜେନ ଟ୍ରକରେ ଗଞ୍ଜେଇ ଲୋଡ ହୋଇ ଯାଉଥିଲା । ଶେଷରେ ପୋଲିସ ହାବୁଡ଼ରେ ଧରାପଡ଼ିଛି । କୋରାପୁଟ ଜିଲ୍ଲା

ରଜ ପାଇଁ ପୋଲିସର କଟକଣା, ଦୋକାନ ଖୋଲିଲେ ବନ୍ଧା ହେବେ

ଭୁବନେଶ୍ୱର: କରୋନା କଟକଣା ଉପରେ ଧ୍ୟାନ ଦେଇଛି କମିଶନରେଟ୍ ପୋଲିସ । ଟୁଇନସିଟି ବାସୀଙ୍କୁ ନିବେଦନ କଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ଲାଗି ନୂଆ କଟକଣା ଲାଗୁ କରାଯାଇଛି । ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ୍ । ରଜରେ ସମୟ ସୀମା ପରେ ଦୋକାନ ଖୋଲିଲେ ସିଲ କରାଯିବ ।

ପୋଲିସ ଜନତା ଧସ୍ତାଧସ୍ତି

ସୋର: ପୋଲିସ ଜନତା ହାତାହାତି । ସମବାୟ କର୍ମଚାରୀଙ୍କୁ ଉଦ୍ଧାର କରିବା ଲାଗି ଆସିଥିବା ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ପଣାପଣା ସେବା ସମବାୟ ସମିତିରେ ଦେଖାଦେଦେଇଛି ଉତ୍ତେଜନା । ଟଙ୍କା ନମିଳିବାରୁ ଏହି ଉତ୍ତେଜନା ଦେଖିବାକୁ ମିଳିଛି । ସୂଚନା ଅନୁସାରେ,