Odia News Portal
Browsing Tag

ratha jatra

ଦକ୍ଷିଣ ମୋଡ଼ ନେଲେ ତିନି ରଥ

ପୁରୀ: ବାହୁଡ଼ା ଲାଗି ପ୍ରସ୍ତୁତି । ଦକ୍ଷିଣ ମୋଡ଼ ନେଇଛନ୍ତି ତିନି ରଥ । ନାକଚଣା ଦ୍ୱାର ସମ୍ମୁଖରେ ତିନି ରଥ ରହିଛନ୍ତି । ଆଜ୍ଞାମାଳ ବିଜେ ପରେ ସେବାୟତ, ପୋଲିସଙ୍କ ସହାୟତାରେ ୩ ରଥକୁ ଶରଧାବାଲିକୁ ଟାଣି ନେଉଛନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ…

ଶରଧାବାଲିରେ ଲାଗିଲା ତିନିି ରଥ

ପୁରୀ: ସରିଲା ରଥଟଣା । ଶରଧା ବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ କାଳିଅ ଠାକୁରଙ୍କ ନନ୍ଦିଘୋଷ ରଥ ଲାଗିଛି । ସେବାୟତମାନେ ରଥକୁ ଟାଣି ମାଉସିମା ମନ୍ଦିର ନିକଟରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି । ବିନା ଭକ୍ତରେ ଚଳିତ ବର୍ଷ…

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ଦର୍ପଦଳନ

ପୁରୀ: ବଡ଼ ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଦେବୀ ସୁଭଦ୍ରା । ଶରଧାବାଲିରେ ଲାଗିଛି ଦେବଦଳନ ରଥ । ପ୍ରଥମେ ଲାଗିଥିଲା ତାଳଧ୍ୱଜ । ଆଉ ଏବେ ଲାଗିଛି ଦର୍ପଦଳନ । ଆଉ ଅଳ୍ପ ସମୟ ମଧ୍ୟରେ ନନ୍ଦିଘୋଷ ରଥ ଶରଧାବାଲିରେ ଲାଗିବ ବୋଲି ସୂଚନା ମିଳିଛି । ତେବେ…

ଗଡ଼ିଲା କାଳିଆର ନନ୍ଦିଘୋଷ

ପୁରୀ: ବଡ଼ଦାଣ୍ଡରେ ଗଡ଼ିଛି କାଳିଆ ଠାକୁରଙ୍କ ନନ୍ଦିଘୋଷ । ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶେଷରେ ଭାଇ ଭଉଣୀଙ୍କ ପଛେ ପଛେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ଦୀର୍ଘ ସମୟ ଧରି ଭକ୍ତଙ୍କ ଅପେକ୍ଷା ଥିଲା କେତେବେଳେ ଗଢ଼ିବା ତାଙ୍କ ପ୍ରିୟ କାଳିଆ ଠାକୁରଙ୍କ ରଥ । ଏବେ ସବୁ ପ୍ରତିକ୍ଷାର ଅନ୍ତ…

ନୀତି ନିର୍ଘଣ୍ଟର ତିନି ଘଣ୍ଟା ପୂର୍ବରୁ ଗଡ଼ିଲା ରଥ

ପୁରୀ: ବଡ଼ଦାଣ୍ଡରେ ଗଡ଼ୁଛି ରଥ । ତେବେ ଚଳିତବର୍ଷର ନୀତି ନିର୍ଘଣ୍ଟର ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ପ୍ରଭୁ ବଳବଦ୍ରଙ୍କ ରଥ ଟଣା ହୋିଥିବା ବେଳେ ପରେ ମାତା ସୁଭଦ୍ରାଙ୍କ ରଥକୁ ଟଣାଯାଇଛି । ସେପଟେ ଶେଷରେ ବଡ଼ଠାକୁରଙ୍କ ନନ୍ଦିଘୋଷ ଟଣାଯିବା ନେଇ ପ୍ରସ୍ତୁତ ହୋଇ ରହିଛି ।…

ସମ୍ପନ୍ନହେଲା ଛେରା ପହଁରା ନୀତି

ପୁରୀ: ତିନିରଥକୁ ଛେରା ପହଁରା କରିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ତିନିରଥର ଛେରା ପହଁରା ନୀତି ସମ୍ପନ୍ନ କରିବା ପରେ ଏବେ ଅନ୍ୟନୀତି ଆରମ୍ଭ ହୋଇଛି । ତେବେ କିଛି ସମୟ ମଧ୍ୟରେ ରଥଟଣା ଆରମ୍ଭ ହେବା ନେଇ ସୂଚନା ମିଳିଛି । ତେବେ ରଥ ପଥ ସବୁ ପ୍ରସ୍ତୁତ ହୋଇ ରହିଛି । ସମସ୍ତେ ଚାହିଁ…

ରଥଯାତ୍ରାରେ ନିୟୋଜିତ ହେବେ ୬୫ ପ୍ଲାଟୁନ୍ ଫୋର୍ସ

ପୁରୀ: ଆସୁଛି ରଥଯାତ୍ରା । ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବା ନେଇ ପୂର୍ବରୁ ସୂଚନା ଦିଆଯାଇଛି । ସେପଟେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଏଡିଜି ଆର.କେ…

ରଥଯାତ୍ରା: ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକ: ପୁରୀ ବ୍ୟତିତ ଅନ୍ୟ ଜାଗାରେ ରଥଯାତ୍ରା ନେଇ ଉଠିଥିଲା ପ୍ରସଙ୍ଗ । ଆଜି ଏହାକୁ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ । ଏସମ୍ପର୍କରେ ସରକାରୀ ନିର୍ଦ୍ଦେଶନାମାରେ ହସ୍ତକ୍ଷେପ ପାଇଁ ମନାକଲେ । କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ଲାଗି ୫ଟି ମାମଲା ହୋଇଥିଲା । କେନ୍ଦ୍ରାପଡ଼ା ଲାଗି ୪ଟି…

ରଥଯାତ୍ରା ଲାଗି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ: ଆସନ୍ତା ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଲାଗି ଶ୍ରୀଜୀଉଙ୍କ ସମସ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଛି । ଛତିଶାନିଯୋଗ ବୈଠକରେ ଚୂଡାନ୍ତ ନୀତି ନିର୍ଘଂଟ ହୋଇଛି । ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚାରେ ସକାଳ ୮ଟାରେ ହେବ ରଥ ପ୍ରତିଷ୍ଠା । ୮ଟା…

ରଥଯାତ୍ରାକୁ ନେଇ ରାଜନୀତି

ଭୁବନେଶ୍ୱର: ଆସନ୍ତା ମାସ ୧୪ ତାରିଖରେ ହେବ ରଥଯାତ୍ରା । ତେବେ ଚଳିତ ବର୍ଷ କେବଳ ପୁରୀରେ ହେବ ରଥଯାତ୍ରା । ବିନା ଭକ୍ତରେ ପୂର୍ବ ବର୍ଷ ଚଳିତ ବର୍ଷ ମଧ୍ୟ ରଥଟଣା ହେବ । ତେବେ ରାଜ୍ୟର ଅନ୍ୟ ମନ୍ଦିର ଗୁଡ଼ିକରେ ରଥଯାତ୍ରା କରାଯିବା ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି । ଏହାରି ଭିତରେ…