Odia News Portal
Browsing Tag

saharukh khan

ଦୀର୍ଘ ୪ ମାସ ପରେ ସୋସିଆଲ ମିଡିଆକୁ ଫେରିଲେ ଶାହାରୁଖ ଖାନ

ସୁପରଷ୍ଟାର କିଙ୍ଗଖାନଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ପାଇଁ ଚ୍ୟାଲେଞ୍ଜିଗ ଥିଲା ।ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରି ଶାହାରୁଖ ଖାନ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚାରି ମାସରୁ ଅଧିକ ସମୟ ପରେ ଶାହାରୁଖ ଖାନ ସୋସିଆଲ ମିଡିଆ ପ୍ଲାଟଫର୍ମ…

ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ମୁମ୍ବାଇ ପୋଲିସର ସମନ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ଏନସିବିର ଖୋଳତାଡ ଜାରି ରହିଛି । ଜୋରଜବରଦସ୍ତି ଟଙ୍କା ମାଗିବା ଅଭିଯୋଗରେ ଯାଞ୍ଚ କରୁଥିବା ମୁମ୍ବାଇ ପୋଲିସ ଏବେ ତାର ତଦନ୍ତ ବଢାଇଛି । ଏବେ ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ଡକାଯାଇଛି । ମ୍ୟାନେଜର ପୂଜା ଦଦଲାନିଙ୍କୁ…

ଆରୟନଙ୍କ ପାଇଁ ବଡିଗାର୍ଡ ରଖିବେ ଶାହରୁଖ ଖାନ

ଆର୍ଯ୍ୟନ୍‌ ଜେଲ୍‌ରୁ ମୁକୁଳିବା ପରେ ଶାହାରୁଖ ଏବଂ ଗୌରୀ ପୁଅକୁ ନେଇ ସତର୍କ ହୋଇଯାଇଛନ୍ତି । ବର୍ତ୍ତମାନ ଦୁହେଁ ଆର୍ଯ୍ୟନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ନେଇ ସବୁ ଠାରୁ ଦୂରେଇ ରଖିବେ ବୋଲି ଭାବିଛନ୍ତି। ଡ୍ରଗ୍ସ ମାମଲାରେ ଫସି ଜେଲ ଯିବା ପରେ ଶାହାରୁଖ ଏବଂ ଗୌରୀ ବହୁତ ଚିନ୍ତାରେ ଥିଲେ।…

ହାପି ବାର୍ଥ ଡେ କିଙ୍ଗ ଖାନ

ଆଜି ବଲିଉଡ୍ ସେନ୍ସେସନ୍ କିଙ୍ଗ ଖାନଙ୍କ ଜନ୍ମଦିନ । ୫୬ ବର୍ଷରେ ପାଦ ଥାପିଛନ୍ତି ଶାହାରୁଖ୍ ଖାନ୍ । ତଥାପି ରୋମାଣ୍ଟିକ୍ ହିରୋ ଭାବେ କୋଟି ହୃଦୟର ରାଜା ହୋଇଛନ୍ତି ଶାହାରୁଖ୍ । ଏଥିପାଇଁ ତାଙ୍କ ପାଖକୁ ଛୁଟୁଛି ଅଜସ୍ର ଶୁଭେଚ୍ଛା । ଆଉ ଏହି ଜନ୍ମଦିନରେ ତାଙ୍କୁ ମିଳିଯାଇଛି ସବୁଠୁ ବଡ ଉପହାର…

ହ୍ୱାଟ୍ସଆପ ଚାଟ ଖୋଲିବ ଆର୍ୟନଙ୍କ ଗୁମର

ମୁମ୍ବାଇ: ବଢ଼ୁଛି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ମାମଲା । ବାରମ୍ବାର ଶୁଣାଣି ହେବା ପରେ ମଧ୍ୟ ଆର୍ୟନଙ୍କୁ ମିଳିନି ବେଲ । ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା ଏହି ଷ୍ଟାର କିଟଙ୍କ ବିବାଦ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର…

ଆଜି ଆରୟନ ଖାନଙ୍କ ଜାମିନ ଆବେଦନର ହେବ ଶୁଣାଣୀ

ଆରୟନଙ୍କ ଜାମିନ ଆବେଦନର ମୁମ୍ବାଇ ହାଇକୋର୍ଟରେ ଆଜି ହେବ ଶୁଣାଣି । ଏନଡିପିଏସ କୋର୍ଟରେ ଆରୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନର…

ଦୀପାବଳି ପୂର୍ବରୁ କିଙ୍ଗ୍ ଖାନ୍ ଭିଡିଓ ଭାଇରାଲ

ଆଗକୁ ଦୀପାବଳି ପର୍ବ ଆସୁଛି। ସମସ୍ତେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏପରିକି ଅନେକ ବ୍ରାଣ୍ଡ ଦୀପାବଳି ଅବସରରେ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହି ଧାରାରେ, କ୍ୟାଡବରୀ ମଧ୍ୟ ଦୀପାବଳି ଅବସରରେ ଏକ ସ୍ୱତନ୍ତ୍ର ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ପାଇଁ କମ୍ପାନୀ…

ଶାହାରୁଖ୍‌ ବିଜେପିରେ ମିଶିଲେ ଡ୍ରଗ୍ସ ବି ସୁଗାର୍‌ ପାଉଡର୍‌ ହୋଇଯିବ: ଛଗନ

ବିଡ୍: କ୍ରୁଜ୍ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ଯଦି ଅଭିନେତା ଶାହାରୁଖ୍‌ ବିଜେପିରେ ମିଶନ୍ତି ତେବେ ଡ୍ରଗ୍ସ ସୁଗାର୍‌ ପାଉଡରରେ ପରିଣତ ହୋଇଯିବ ବୋଲି ସେ କହିଛନ୍ତି। ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ବହୁ ପରିମାଣର ଡ୍ରଗ୍ସ ଜବତ…

ଜେଲରେ ଆର୍ୟନଙ୍କୁ ଭେଟିଲେ ଶାହାରୁଖ

ମୁମ୍ବାଇ: ପୁଅକୁ ଭେଟିଲେ ଶାହାରୁଖ୍ । ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନଙ୍କୁ ଭେଟିବା ପାଇଁ ଅଭିନେତା ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଶାହାରୁଖ ଖାନ ଜେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। କିଛି…

ଆର୍ୟନ୍‌ଙ୍କ ପାଇଁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆର୍ଥର ରୋଡ ଜେଲରେ ଥିବା ତାଙ୍କ ପୁଅ ଆର୍ୟନ୍‌ଙ୍କୁ ୪୫୦୦ ଟଙ୍କା ମନି ଅର୍ଡର ପଠାଇଛନ୍ତି। ଅକ୍ଟୋବର ୩ରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇ ଉପକୂଳରେ କର୍ଡେଲିଆ କ୍ରୁଜରେ ଏକ ଡ୍ରଗ୍ ପାର୍ଟି ଉପରେ ଚଢଉ କରିବା ପରେ ଆର୍ୟନ୍‌ଙ୍କୁ…