Odia News Portal
Browsing Tag

saharukh khan

ଆସନ୍ତାକାଲି ଆର୍ୟନଙ୍କ ଶୁଣାଣି

ମୁମ୍ବାଇ: ବଲିଉଡ୍ କିଙ୍ଗ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନଙ୍କର କଣ ହେବ ? ତାଙ୍କୁ ବେଲ୍ ମିଳିବ ନା ଜେଲରେ ରହିବେ ? ଦଶହରାରେ କଣ ଜୁନିଅର କିଙ୍ଗ ଖାନ୍ ଜେଲ ଚାରିକାନ୍ଥ ଭିତରେ ରହିବେ ? ଆସନ୍ତାକାଲି ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଅଛି । ମୁମ୍ୱାଇ ସ୍ୱତନ୍ତ୍ର ଘଊଚଝ କୋର୍ଟ ବେଲ୍…

ଆର୍ୟନଙ୍କ ପାଇଁ ଶାହାରୁଖଙ୍କ ହାତରୁ ଗଲା ବିଜ୍ଞାପନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଏହାର ପ୍ରଭାବ ତାଙ୍କ ବାପା ଶାହରୁଖ ଖାନଙ୍କ ପେସାଦାର ଜୀବନ ଉପରେ ମଧ୍ୟ ପଡ଼ିଛି। ଲର୍ନିଂ ଆପ୍ ବାଇଜୁସ୍ ଏବେ ଶାହାରୁଖଙ୍କ ସମସ୍ତ ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି । କ୍ରୁଜ୍…

ବିଚାର ବିଭାଗୀୟ ହାଜତକୁ ଗଲେ ଆର୍ୟାନ

ନୂଆଦିଲ୍ଲୀ: କ୍ରୁଜ ପାର୍ଟି ସହ ଜଡିତ ଡ୍ରଗ୍ସ କେସରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାହାରୁଖ ଖାନଙ୍କ ପୁଅ ଆୟର୍ନ ଖାନଙ୍କ ସମେତ ୮ ଜଣଙ୍କୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ରିମାଣ୍ଡ ମାଗିଥିଲା । ହେଲେ ଆଉ ଅଧିକ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିନାହିଁ । ଫଳରେ ଆର୍ୟାନ ବିଚାର ବିଭାଗୀୟ…

୭ ତାରିଖ ଯାଏଁ NCB ରିମାଣ୍ଡରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ରିମାଣ୍ଡ ଅବଧି ଆହୁରି ୩ ଦିନ ବଢାଇଛନ୍ତି କୋର୍ଟ । ଏନସିବି ପକ୍ଷରୁ ଆର୍ଯ୍ୟନଙ୍କ ୭ ଦିନିଆ ରିମାଣ୍ଡର ଦାବି କରାଯାଇଥିବା ବେଳେ ୩ ଦିନିଆ ରିମାଣ୍ଡ ପ୍ରଦାନ କରିଛନ୍ତି କୋର୍ଟ । ଆସନ୍ତା ଅକ୍ଟୋବର ୧୧ ଯାଏଁ ଆର୍ଯ୍ୟନଙ୍କୁ…

ଗିରଫ ହେଲେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜରେ ଚାଲିଥିବା ରେଭ୍ ପାର୍ଟି ଓ ସେଠାରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଅଟକ ଥିବା ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ୍ ଗିରଫ ହୋଇଛନ୍ତି । ଏଥିସହିତ ତାଙ୍କର ଅନ୍ତରଙ୍ଗ ବନ୍ଧୁ ଅରବାଜ୍ ମର୍ଚ୍ଚାଣ୍ଟ, ମୁନମୁନ୍ ଧେମେକା, ନୂପୁର…

ଏନସିବି କଷ୍ଟଡିରେ ଅଛନ୍ତି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟାନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଏବେ ଏନସିବି କଷ୍ଟଡିରେ ଅଛନ୍ତି । ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ହାତରେ ଧରା ପଡିଛନ୍ତି ବଲିଉଡ ଷ୍ଟାର୍ କିଡ୍ ଆର୍ୟ୍ୟନ୍ ଖାନ୍। ଆର୍ୟ୍ୟନ୍ ହେଉଛନ୍ତି ବଲିଉଡ…

ଏହି ୫ଟି ଫିଲ୍ମକୁ ରିଜେକ୍ଟ କରିଥିଲେ ସଲମାନ, ଶାହାରୁଖ୍ ଏବଂ ଅମୀର ଅଭିନୟ କଲେ ଆଉ ଫିଲ୍ମ ହେଲା ସୁପରହିଟ୍

ମୁମ୍ବାଇ: ବଲିଉଡର ଭାଇଜାନଙ୍କୁ ମିଳିଥିଲା ୫ଟି ହିଟ୍ ଫିଲ୍ମର ଅଫର । ଯାହାକୁ ସେ ରିଜେକ୍ଟ କରି ଦେଇଥିଲେ । ପରେ ଏହି ଏହି ଫିଲ୍ମରେ ଅଭିନୟ କରିଥିଲେ ଅମୀର ଓ ଶାହାରୁଖ । ଯାହାକି ଢ଼େରସାରା ପ୍ରଂଶସା ସାଉଁଟିବା ସହ ହିଟ୍ ହୋଇଥିଲା । ଏହି ଫିଲ୍ମ ଗୁଡିକ ଲାଗି ସେମାନଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ…