Odia News Portal
Browsing Tag

scb

୨୦୨୩ ସୁଦ୍ଧା ସରିବ ଏସସିବି ନବୀକରଣ ପ୍ରକଳ୍ପ କାମ

ଏସ୍‌ସିବି ମେଡିକାଲ୍‌ କଲେଜ ଓ ହସ୍‌ପିଟାଲର ନବୀକରଣ ପ୍ରକଳ୍ପର ନିରୀକ୍ଷଣ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରକଳ୍ପ କାର୍ଯ୍ୟକାରୀ କମିଟି (ପିଆଇସି) ଗଠନ କରାଯାଇଛି। ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଏହି କମିଟିର ମୁଖ୍ୟ ଥିବା ବେଳେ ଓଡ଼ିଶା…

କଟକ ଏସସିବିରେ ଇକମୋ ଚିକିତ୍ସା ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: ଏସସିବି ମେଡିକାଲରେ ଇକମୋ ଚିକିତ୍ସା ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବି ହସ୍ପିଟାଲରେ ସମୁଦାୟ ୯ଟି ମେସିନ୍ ରହିବ । ତେବେ ଏଠାରେ ରୋଗୀଙ୍କୁ ମାଗଣାରେ ଏହି ସୁବିଧା ଦିଆଯିବ । ଇକମୋ ଚିକିତ୍ସାରେ ଖର୍ଚ୍ଚ ହେଉଥିବା ସମସ୍ତ ଅର୍ଥ ରାଜ୍ୟ ସରକାର ବହନ…

୧୫ରୁ ଏସସିବିରେ ଇକମୋ ସେବା

କଟକ : ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ ଥିବା ବେଳେ ୯ଟି ଇକମୋ ମେସିନ କଟକ ଏସସିବି ମେଡିକାଲକୁ ଆସିଥିବା…

କଟକ ବଡ଼ ମେଡିକାଲକୁ ଆସିବ ସିମୁଲେଟର

କଟକ: କରୋନା ସମୟରେ ଆଶ୍ୱସ୍ତିକର ଖବର । କରୋନାର ଜଟିଳତା ପରେ ବହୁ ରୋଗୀ ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ଏହାରି ଭିତରେ ଫୁସ୍ଫୁସ୍ ଜନିତ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ରକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ସିମୁଲେଟର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି…

ସମ୍ପ୍ରସାରିତ ହେବ ଏସସିବିର ୨ ବିଭାଗ

ଭୁବନେଶ୍ୱର() ଏସସିବି ମେଡିକାଲର ଦୁଇଟି ବିଭାଗକୁ ସମ୍ପ୍ରସାରିତ ନେଇ ସରକାରଙ୍କ ତରଫରୁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ସମ୍ପ୍ରସାରଣ କାର୍ଯ୍ୟ ୨୦୨୩ ମସିହା ଡିସେମ୍ବର ମାସ ସୁଦ୍ଧା ସମାପ୍ତ କରିବା ପାଇଁ ନିଷ୍ପତ୍ତି ହୋଇଛି । କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି…

ଏସସିବି ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

କଟକ() କଟକ ଏସସିବି ମେଡିକାଲ କଲେଜ ହେବ ବିଶ୍ୱସ୍ତରୀୟ । ଗତ ଜାନୁଆରୀ 23 ତାରିଖରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଅନୁଯାୟୀ କାମ ଆରମ୍ଭ ହୋଇଛି । ଆଜି ଭୋରରୁ 5ଟି ସଚିବ ଏହି କାର୍ଯ୍ୟର ସ୍ଥିତି ପରଖିବାକୁ କଟକରେ ପହଞ୍ଚିଛନ୍ତି । ସାଙ୍ଗରେ ପୂର୍ତ୍ତ ଓ ଶକ୍ତି ସଚିବଙ୍କ ସହ କେନ୍ଦ୍ରାଞ୍ଚଳ…

ଏସସିବିରୁ କରୋନା ସନ୍ଦିଗ୍ଧ ନିଖୋଜ

କଟକ () କଟକ ଏସ୍‌ସିବି ମେଡିକାଲ୍‌ରୁ ଚମ୍ପଟ୍‌ ମାରିଲେ କରୋନା ସନ୍ଦିଗ୍ଧ ! ଗତକାଲି ରାତିରୁ ଉକ୍ତ ବ୍ୟକ୍ତି ଜଣକ କେଉଁଆଡ଼େ ଚମ୍ପଟ ମାରିଥିବା ନେଇ ବୋଲି ସୂଚନା ମିଳିଛି। ଏନେଇ ମଙ୍ଗଳାବାଗ ଥାନାରେ ମେଡିକାଲ୍‌ କର୍ତ୍ତୃପକ୍ଷ ମୌଖିକ ଅଭିଯୋଗ କରିଛନ୍ତି। ଚମ୍ପଟ୍ ମାରିଥିବା ବ୍ୟକ୍ତି ଜଣଙ୍କ…

ଏସସିବିର ପୁନଃବିନ୍ୟାସ ପାଇଁ ବଡ ଘୋଷଣା, କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ପ୍ୟାକେଜ

ଭୁବନେଶ୍ବର() ଏସସିବି ପୁନଃବିନ୍ୟାସ ଓ ଥଇଥାନ ନିମନ୍ତେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସସିବି ମେଡିକାଲର ସମ୍ପ୍ରସାରଣ ବେଳେ ହେବାକୁ ଥିବା କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଏହାକୁ ଘୋଷଣା କରାଯାଇଛି । ତେବେ ଏହି…