Odia News Portal
Browsing Tag

special story

ଆସନ୍ତୁ ଜାଣିବା ଏହି ମନ୍ଦିର ବିଷୟରେ କିଛି ଗୁପ୍ତ ତଥ୍ୟ ବିଷୟରେ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାଠାରେ ରହିଛି ଗୁପ୍ତେଶ୍ଵର ମହାଦେବ ମନ୍ଦିର। ଏହା ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପୀଠ। ଏହା ଜୟପୁର ସହରଠାରୁ ୫୮ ଓ କୋରାପୁଟଠାରୁ ୮୦ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାକୃତିକ ଶୋଭାରାଜିରେ ଆଚ୍ଛାଦିତ ଏହି ସ୍ଥଳୀ ଶୀତ ଦିନିଆ ପିକ୍‌ନିକ୍ ପାଇଁ ଏକ ଉତ୍ତମ ସ୍ଥାନ…

ଆସନ୍ତୁ ଜାଣିବା ଭାରତର ସବୁଠାରୁ ଛୋଟ ରେଳ ରୁଟ୍

ସବୁଠାରୁ ମଜାଳିଆ କଥା ତ ଏହି ରୁଟ୍‌ କେବଳ ୩ କିଲୋମିଟର ଦୂରତା ପର୍ଯ୍ୟନ୍ତ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏହି ରୋଚକପୂର୍ଣ୍ଣ ରୁଟ୍‌ ବିଷୟରେ ଡିଟେଲ୍ସରେ ବତାଇବୁ । ଭାରତୀୟ ରେଲୱେର ଏହି ସବୁଠାରୁ ଛୋଟ ରେଳ ରୁଟ୍‌ ମହାରାଷ୍ଟ୍ରରେ ରହିଛି । ଏହି ରୁଟରେ କେବଳ ୨ଟି ରେଳ ଷ୍ଟେସନ…

ଏମିତି ଏକ ଗାଁ ଯେଉଁଠି ଚାଲେ ନାହିଁ ଦେଶର ଆଇନ କାନୁନ୍

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଏହାକୁ ମଦର ଅଫ୍ ଡେମୋକ୍ରାସି ମଧ୍ୟ କୁହାଯାଏ । ସଂସଦ ଏଠାରେ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ୍ ଲାଗୁ କରାଯାଏ । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଏହି ଆଇନ୍ କାନୁନ୍ ଚାଲେନାହିଁ । ଆପଣ ନିଶ୍ଚୟ ଭାବୁଥିବେ ଯେ,…

ଏମିତି ଜଣେ ବ୍ୟାକ୍ତି ଯିଏ କି ୬୨ ବର୍ଷ ହେବ ଶୋଇନାହାନ୍ତି

ଯଦି ଦିନେ ନିଦ ନ ଆସେ ତେବେ ଲୋକମାନେ ଅସ୍ଥିର ହୋଇଯାଆନ୍ତି । ଯଦି ଆପଣଙ୍କୁ ଦୁଇ ରାତି ଜାଗ୍ରତ ରହିବାକୁ ପଡ଼େ, ତେବେ ତୃତୀୟ ଦିନ ଆପଣ ଅସୁସ୍ଥ ଅନୁଭବ କରିବା ଆରମ୍ଭ କରିବେ । ଶରୀର କାମ ବନ୍ଦ କରିଦିଏ ଓ କୌଣସି କାମ କରିବାକୁ ଭଲ ଲାଗେ ନାହିଁ । ଡାକ୍ତରୀ ବିଜ୍ଞାନ ହେଉ କିମ୍ବା ଆୟୁର୍ବେଦ,…

ମାନବ ଶରୀରକୁ ନେଇ ତିଆରି କରାଯିବ ଖତ

ମଣିଷ ଆସିଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ । ସେଥିପାଇଁ ବୈଜ୍ଞାନିକମାନେ ଆଉ ଏକ ଉଦ୍ଭାବନ କରିଛନ୍ତି । ମାନବ ଶବରେ ତିଆରି କରାଯାଇପାରିବ ଶଢା ଖତ ।କବର ଦେବା କିମ୍ବା ଶରୀରକୁ ପୋଡିବା ଅପେକ୍ଷା ଶବଟି ମାଟିରେ ମିଶି ଖତରେ ପରିଣତ ହୋଇଯିବା ପରିବେଶ ପାିଁ ବେଶ୍ ଲାଭଦାୟକ ବୋଲି ଆଇନରେ…

ପୃଥିବୀକୁ ନେଇ ଆସିଲା ନୂଆ ରହସ୍ୟ

ଆମେ ସାଧାରଣ ଭାବେ ଜାଣୁ ଯେ, ଦିନ ୧୨ ଘଣ୍ଟା ଆଉ ରାତି ୧୨ ଘଣ୍ଟା । ବିଭିନ୍ନ ଋତୁର ଆଗମନ ଓ ଶେଷ ସମୟରେ ଦିନ ଧୀରେଧୀରେ ବଢ଼ିବା ସହ ରାତି ଧୀରେଧୀରେ କମିଥାଏ । ସେହିପରି ପୃଥିବୀର ବିପରୀତ ଅଂଶରେ ଏହାର ଠିକ୍ ବିପରୀତ ଅର୍ଥାତ ରାତି ଧୀରେଧୀରେ ବଢ଼ିବା ସହ ଦିନ ଧୀରେଧୀରେ କମିଥାଏ ।…

ନେତାଙ୍କ ଘରେ ଫାଟ, ବିଧାନସଭା ଆସିବାକୁ ପୁଅମାନେ ସଜବାଜ

ଭୁବନେଶ୍ୱର : ଓଡିଶା ବିଧାନସଭାକୁ ଜଣକ ପରେ ଜଣେ ବିଧାୟକଙ୍କ ପୁତ୍ର ପ୍ରବେଶ କରିବାପରେ ଆଉ କିଛି ବିଧାୟକ ଆଶାୟୀ ପୁତ୍ର ପିତା ମାନଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଆସନ୍ତା ନିର୍ବାଚନରେ ଯେମିତି ହେଲେ ସେମାନଙ୍କୁ ବିଧାନସଭାକୁ ପଠାଇବାପାଇଁ ଜିଦ୍‍ ଧରିଲେଣି । ଏହାକୁ ନେଇ କେତେକ…

ଦିନେ ଭିକାରୀଙ୍କ ସହ ଶୋଉଥିଲେ, ଗାର୍ଲଫ୍ରେଣ୍ଡର ଗୋଟିଏ ସର୍ତ୍ତ ବନେଇ ଦେଲା ଆଇପିଏସ ଅଫିସର

ଭୁବନେଶ୍ୱର: କଥାରେ ଅଛି ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ ଜଣେ ନାରୀଙ୍କ ହାତ ରହିଥାଏ । ଆଉ ପ୍ରେମ ମଣିଷକୁ ବରବାଦ କରିପାରେ ଆଉ ପ୍ରେମ ମଧ୍ୟ ନୂଆ ଦିଗଦର୍ଶନ ଦେଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାରଣ ଆଜି ଆମେ ଆମର ଲେଖା ମାଧ୍ୟମରେ ଆପଣଙ୍କୁ ଜଣାଇବୁ । ଆମେ ଆଜି ଜଣେ ଏଭଳି ବ୍ୟକ୍ତିତ୍ୱଙ୍କ…

ବାତ୍ୟା ଆସୁଛି, ଅରିନ୍ଦମଙ୍କୁ ଆଖି ଖୋଜୁଛି

ଭୁବନେଶ୍ୱର: ଆସୁଛି ବାତ୍ୟା ‘ଗୁଲାବ’ । ଆଜି ରାତିରେ କରିବ ଲ୍ୟାଣ୍ଡଫଲ । ତେବେ ବାତ୍ୟା ବନ୍ୟା କଥା କହିଲେ ମନେ ପଡ଼ିଯାଏ ଓଟିଭିର ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ନାଁ । କାହିଁକି ନାଁ ସବୁବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କୁ ଦେଉଥିଲେ ଅପଡେଟ୍ । କେବେ ଗୋପାଳପୁରର ଅଶାନ୍ତ…

ବାବୁଙ୍କ କାରସାଦି, ଇଞ୍ଜିନିୟର ଭାବେ ଖଟୁଥିବା କର୍ମଚାରୀଙ୍କର ଖାତା ଖତିଆନା ନାହିଁ

ଭୁବନେଶ୍ୱର : ଚାକିରି ଇଞ୍ଜିନିୟର । ଦରମା ମାସକୁ ୩୦ ରୁ ୩୫ହଜାର ଟଙ୍କା । ହେଲେ ଯନ୍ତ୍ରୀଙ୍କ ଇଏସଆଇ ଇପିଏଫ୍‍ ନଥିବାରୁ ଖାତା ଖତିଆନା କିଛି ନାହିଁ । କେବଳ ଯନ୍ତ୍ରୀ ନୁହନ୍ତି ନଗର ଉନ୍ନୟନ ବିଭାଗରେ ରାଜଧାନୀରୁ ମ୍ୟୁନିପାଲିଟି ଯାଏ ନିଯୁକ୍ତ ହୋଇ ମାଳ ମାଳ ଠିକା ବାବୁଙ୍କର ଏଭଳି ଅବସ୍ଥା…