Odia News Portal
Browsing Tag

suside

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯୁବତୀ

ସମ୍ବଲପୁର: କାନ୍ଦିଲେ ଆଉ ପରେ ଟ୍ରେନ ଆଗକୁ ଡେଇଁ ପଡ଼ିଲେ । ଫୋନ କଥା କଥା ହେବା ପରେ ଆତ୍ମହତ୍ୟା କଲେ ଯୁବତୀ । ରେଢ଼ାଖୋଲ ଷ୍ଟେସନ ନିକଟରେ ଘଟିଛି ଏଭଳି ଘଟଣା । ମୃତ ଯୁବତୀଙ୍କ ପରିଚୟ ମିଳି ପାରିନାହିଁ । ତେବେ ମୃତ ଯୁବତୀଙ୍କ ବୟସ ପାଖାଖାଖି ୨୫ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।…

ସବୁ ସରିଥିଲା, ଶେଷରେ ଧୋକା ଦେବାରୁ ପ୍ରେମିକର ଆତ୍ମହତ୍ୟା

କେନ୍ଦ୍ରାପଡ଼ା: ପ୍ରେମ କରୁଥିଲେ । ୬ଏପରିକି ୬ ବର୍ଷ ଧରି ସମ୍ପର୍କରେ ଥିଲେ । ଶେଷରେ ପ୍ରେମିକା ଧୋକା ଦେଲା । ଆଉ ପ୍ରତାରିତ ପ୍ରେମିକ ଆତ୍ମହତ୍ୟାକୁ ଶେଷ ବାଟ ବାଛି ନେଇଛି । ଆଳି ଅଞ୍ଚଳର ଦେବରାଜ ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସେପଟେ ତାଙ୍କ ପ୍ରେମିକାଙ୍କ ବିରୋଧରେ ଅଭିଯୋଗ…

ବିଷ ପିଇଦେଲେ ଦମ୍ପତି

ଗଞ୍ଜାମ: ପାରିବାରିକ କହଳର କରୁଣ ପରିଣତି । ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି । ଗଞ୍ଜାମ ଜିଲ୍ଲା ପୋଡ଼ାମାରି ଭଞ୍ଜସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ସନ୍ତୋଷ ଗୌଡ଼ ଓ ତାଙ୍କ ପତ୍ନୀ ନୟନୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଘରୁ ମେଡିକାଲ ନେବା ଭିତରେ ସନ୍ତୋଷଙ୍କ ମୃତୁ୍ୟ…

ସ୍ତ୍ରୀ ଓ ପୁଅକୁ ମାରିଦେଲା ଆଉ ନିଜେ ମରିଗଲା

ବ୍ରହ୍ମପୁର: ଅମାନୁଷିକ, ଅମାନବୀୟ ଓ ଅଭାବନୀୟ । ନିଜ ସ୍ତ୍ରୀ ଓ ୧୦ ମାସର ପୁଅକୁ ଅମାନୁଷିକ ଭାବେ ମାରିଦେଲା ବାପା । ପାରିବାରିକ କହଳରୁ ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ପରିବାର ଲୋକେ କହିଛନ୍ତି । ବ୍ରହ୍ମପୁର ଚମାଖଣ୍ଡି ଥାନା କୋଟବଗଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ…

ବ୍ଲାକଫଙ୍ଗସକୁ ଡରି ଆତ୍ମହତ୍ୟ କଲେ ଦମ୍ପତୀ

ବାଙ୍ଗାଲୋର: ଘାରିଲା ମହାମାରୀର ଭୟ । କର୍ନାଟକର ମାଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବାର ଜଣାପଡିଛି । ଉଭୟ ସ୍ୱାମୀ ଓ ସ୍ତ୍ରୀ କରୋନାରେ ସଂକ୍ରମିତ ହୋଇଥିଲେ । ପୁଲିସକୁ ଫୋନ କରି ଜୀବନ ହାରିଦେଲେ ଦମ୍ପତି । ପୋଲିସକୁ ସୂଚନା ଦେଇ କହିଛନ୍ତି ମୋ ସ୍ତ୍ରୀ…

ଭାଉଜର ନିର୍ଯାତନା ସହି ନପାରି ଆତ୍ମହତ୍ୟା ଉଦ୍ୟମ କଲା ନଣନ୍ଦ

ଭୁବନେଶ୍ୱର: ଅସହ୍ୟ ହେଲା ଭାଉଜର ନିର୍ଯାତନା । ଦୀର୍ଘଦିନ ହେବ ସହି ଆସୁଥିଲେ । ଶେଷରେ ବାଧ୍ୟହୋଇ ଜୀବନ ହାରିବାକୁ ନିଷ୍ପତି ନେଇଥିଲେ ନଣନ୍ଦ । ରାଜଧାନୀ ଉପକଣ୍ଠ କୁଆଖାଇ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।…

ଗଣଶିକ୍ଷା ମନ୍ତ୍ରୀଙ୍କ ଘର ସମ୍ମୁଖରେ ଆତ୍ମହୂତି ଉଦ୍ୟମ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ସମ୍ମୁଖରେ ଆତ୍ମହୂତି ଉଦ୍ୟମ । ମେଟ୍ରିକ ପରୀକ୍ଷାରେ ଅସନ୍ତୁଷ୍ଟ ହୋଇ ମା’ ପୁଅ ଆତ୍ମହୂତି ଉଦ୍ୟମ କରିଛନ୍ତି । କିରୋସିନ ବୋତଲ ଧରି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ କାବୁ କଲା ପୋଲିସ । ଉଭୟଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖି ପଚରା…

ଆତ୍ମହତ୍ୟା କଲେ ସ୍କୁଲ ଶିକ୍ଷକ

ନୂଆଦିଲ୍ଲୀ : ବିଷାଦଗ୍ରସ୍ତ କଲା ମହମାରୀ । ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ । ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ଧରି ବେତନ ନମିଳିବାରୁ ଚିନ୍ତାରେ ଥିଲେ ଶିକ୍ଷକ । ଲକଡାଉନ୍ ସମୟରେ ଘର ଚଳାଇବା…

ଜେଲରେ କଏଦୀର ଆତ୍ମହତ୍ୟା

ଯାଜପୁର: ଜେଲରେ ବିଚାରାଧିନ କଏଦୀର ଆତ୍ମହତ୍ୟା । ଯାଜପୁର ରୋଡ ଉପ କାରାଗାର ପରିସରରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ବିଚାରାଧୀନ କଏଦୀ । ଏକ ଚୋରି ଘଟଣାରେ ଚଳିତ ମାସ ୧୩ ତାରିଖରେ ଗିରଫ ହୋଇ ବିଚାରାଧିନ କଏଦୀ ଭାବେ ରଗଡି ଉପ କାରାଗାରର କ୍ୱାରେଣ୍ଟାଇନ ହଲ୍ ରେ ଥିଲେ ଏସକେ ହନିଫ…

ମଦୁଆ ସ୍ୱାମୀର ନିର୍ଯାତନା ସହି ନପାରି ୫ଝିଅଙ୍କ ସହ ଆତ୍ମହତ୍ୟା କଲେ ମହିଳା

ନୂଆପଡ଼ା: ପାରିବାରିକ କଳହର କରୁଣ ପରିଣତି । ମଦୁଆ ସ୍ୱାମୀର ଅକଥନୀୟ ନିର୍ଯାତନାକୁ ସହିପାରିଲେନି ସ୍ତ୍ରୀ । ପ୍ରତିଦିନ ମଦ ପିଇ ଘରକୁ ଆସି ଝଗଡ଼ା କରିବା ସହ ମାର ଧର କରୁଥିଲା ସ୍ୱାମୀ । ଶେଷରେ ୫ଜଣ ଝିଅଙ୍କୁ ନେଇ ଟ୍ରେନ ଆଗରେ ଡେଇଁ ପଡ଼ିଲେ ମହିଳା । ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ…