ୟୁକ୍ରେନକୁ ଧ୍ୱଂସ କରିବାରୁ ରୁଷକୁ ସମ୍ଭବତଃ ଭାରତ ଓ ଚୀନ ହିଁ ରୋକିଛନ୍ତି – ବ୍ଲିଙ୍କେନ
ପରମାଣୁ ଅସ୍ତ୍ର ପ୍ରୟୋଗ କରି ୟୁକ୍ରେନ୍କୁ ଧ୍ବଂସ କରିବାରୁ ରୁଷ୍କୁ ସମ୍ଭବତଃ ଭାରତ ଓ ଚୀନ୍ କ୍ଷାନ୍ତ କରାଇଛନ୍ତି ବୋଲି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି।
ସେ କହିଛନ୍ତି, ଭାରତ ଓ ଚୀନ୍ ବିରୋଧ କରି ନ ଥିଲେ, ଯୁଦ୍ଧର ଅବସାନ ଘଟାଇବା ଲାଗି ରୁଷୀୟ!-->!-->!-->…