Odia News Portal
Browsing Tag

swadhikar news

ଶାରିରୀକ ଅଚଳ ଓ ଶର୍ଯ୍ୟାଶାୟୀ ଲୋକଙ୍କୁ ଟିକା ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ଭୁବନେଶ୍ୱର: ଶର୍ଯ୍ୟାଶୟୀ ଏବଂ ଶାରିରୀକ ଅଚଳ ଲୋକଙ୍କୁ ଟିକା ଦେବା ଲାଗି ଆରମ୍ଭ ହୋଇଛି ପଞ୍ଜିକରଣ । ବିଏସି ପକ୍ଷରୁ କରାଯାଇଛି ଏଭଳି ସୁବିଧା । ଏଯାବତ ୩୦ଜଣ ପଞ୍ଜିକରଣ କରରିଥିବା ଦେଖିବାକୁ ମିଳିଛି । ତେବେ ପଞ୍ଜିକୃତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ଟିକା ପ୍ରଦାନ…

ଶ୍ରୀଲଙ୍କାରେ କମାଲ କରିବ ଧାୱନ-ଦ୍ରାବିଡ ଯୋଡ଼ି

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ୩ ବର୍ଷ ପରେ ଶ୍ରୀଲଙ୍କା ସହ ମ୍ୟାଚ ଖେଳିବ ଭାରତ । ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଜୁଲାଇ ୧୩ରେ ଆରମ୍ଭ ହେବାକୁ ଥିବା ଏହି ସିରିଜ ୨୫ରେ ଶେଷ ହେବ । ତେବେ ଏହି ଗସ୍ତରେ ବିରାଟ ଓ ରୋହିତ ଯିବେ ନାହିଁ । ସେମାନେ…

କରୋନା କଟକଣାକୁ ଫୁ କରି ମାଛ ଧରିଲେ ଶତାଧିକ ଲୋକ

ବୌଦ୍ଧ: କରୋନା କଟକଣାକୁ ଫୁ । ପୋଖରୀରୁ ମାଛ ଧରିଲେ ଶତାଧିକ ଲୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ମୁଣ୍ଡରେ ରହିଥିବା ପୋଖରୀରେ ଶତାଧିକ ଲୋକ ମାଛ ମାରୁଥିବା ବେଳେ ଖୋଲାଖୋଲି ଭାବେ କଟକଣାକୁ ଫୁ କରିଦେଇଛନ୍ତି । ଯାହାକୁ ନେଇ ଏବେ…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟହେଲେ ୫୬୬ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଚେନକୁ ଭାଙ୍ଗିବା ଲାଗି ଜାରି ରହିଛି ଲକଡାଉନ ଓ ସଟଡାଉନ । ଯାହା ଫଳରେ ତଳମୁହାଁ ହେବାକୁ ବସିଛି କରୋନା ମିଟର । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୪୫୪ ଜଣ…

୨୪ ଘଣ୍ଟାରେ ସର୍ବାଧିକ ୪୦ ଜୀବନ ନେଲା କିଲର୍ ଭାଇରସ୍

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣର ମାତ୍ରା କିନ୍ତୁ କରୋନା ମୃତ୍ୟୁ କିନ୍ତୁ ଥମିବାର ନାଁ ଧରୁନି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ସର୍ବାଧିକ ୪୦ ଜଣ ଆକ୍ରାନ୍ତ ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ୍…

ରାଜ୍ୟରୁ ଆଜି ୮୩୯୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ସାମାନ୍ୟ ଅବସ୍ଥାକୁ ଫେରୁଛି ସଂକ୍ରମଣର ଟ୍ରାକ ।ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୨୧୩୧ ରେ ପହଞ୍ଚିଛି ।ଆଜିର ସଂକ୍ରମିତଙ୍କ ମଧ୍ୟରୁ ୪୭୪୧ ଜଣ…

ଛାତ୍ରଛାତ୍ରୀଙ୍କ ସପକ୍ଷରେ କେନ୍ଦ୍ର: ରଦ୍ଦ ହେଲା ସିବିଏସଇ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଛି ସଂକ୍ରମଣ । ତେବେ କରୋନା ସଂକ୍ରମଣ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି ।ଆଜି କେନ୍ଦ୍ର ସରକାର ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ରଦ୍ଦ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ସିବିଏସଇର…

ନୂତନ ଟିକାକେନ୍ଦ୍ର ଖୋଲିବାକୁ ଜଟଣୀ କଂଗ୍ରେସର ଦାବିପତ୍ର

ଜଟଣୀ : ଜଟଣୀ ଅଞ୍ଚଳରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ଭୟାବହ ହେଉଥିବାରୁ ଜଟଣୀ ଜନସାଧାରଣ ଏବେ ଆତଙ୍କିତ ଅବସ୍ଥାରେ |ଉଭୟ ଜଟଣୀ ସହର ଏବଂ ଗ୍ରାମାଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଚାଲିଛି |ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି |ନିକଟରେ କରୋନାରେ…

ଜଟଣୀରେ ଟ୍ରକ ମାଲିକ ମହାସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ

ଜଟଣୀ : ଜଟଣୀସ୍ଥିତ ଭାରତୀୟ ଖାଦ୍ୟ ନିଗମରୁ ବାହାର ଜିଲ୍ଲାର ଟ୍ରକ ଲଗାଇ ମାଲ ପରିବହନକୁ ବିରୋଧ କରିଛି ସ୍ଥାନୀୟ ମା ଜଟିଆଣି ଟ୍ରକ ମାଲିକ ମହାସଂଘ |ମହାସଂଘର ୨୦୦ ଗାଡି ମାଲିକ ଖାଦ୍ୟ ନିଗମ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଛନ୍ତି |ବର୍ଷ ବର୍ଷ ଧରି ଟ୍ରକ ମାଲିକ ମହାସଂଘ ମାଲ ପରିବହନ କରି…

କରୋନା କାଳରେ ସାମ୍ବାଦିକଙ୍କୁ ସାହାଯ୍ୟ କଲେ ବିଗ୍ ବି

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ସିନେ ତାରକା ମାନେ ମଧ୍ୟ ନିଜ ନିଜ ସ୍ତରରେ ବିଭିନ୍ନ ଉପାୟରେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି |କରୋନା ସଙ୍କଟ ସମୟରେ ଲୋକଙ୍କୁ ଉତ୍ସାହିତ କରିବା ସହିତ ଅଭିନେତାମାନେ ସେମାନଙ୍କୁ ଆର୍ଥିକ…