Odia News Portal
Browsing Tag

swadhikar news

ସମ୍ଭାବ୍ୟ ବାତ୍ୟା ନେଇ ପ୍ରଶାସନ ପ୍ରସ୍ତୁତ: ଏସ୍‌ଆର୍‌ସି

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ୟାଶ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ। ବାତ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଆଇଏମ୍‌ଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଏସ୍‌ଆର୍‌ସି…

ରାଜ୍ୟରେ ଆଉ ୨୫ ଜୀବନ ନେଲା କିଲର୍ ଭାଇରସ୍

ଭୁବନେଶ୍ୱର:ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ବେଲଗାମ୍ ସଂକ୍ରମଣ: ଦିନକରେ ୧୧୪୯୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧି କମିବାର ନା ଧରୁ ନଥିବା ସମୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୫୫୮୯୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦୫୯ ଜଣ ସ୍ଥାନୀୟ ବାସିନ୍ଦା…

ଟିକା ଯୋଗାଣ ସମ୍ପର୍କୀତ ଆଗୁଆ ସୂଚନା ଦେଉଛନ୍ତି କେନ୍ଦ୍ର ସରକାର

 ନୂଆଦିଲ୍ଲୀ : କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କୀତ ତଥ୍ୟ ଆଗୁଆ ଦେଇଛନ୍ତି । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ ପରିଚାଳନା…

କରୋନାରୁ ସୁସ୍ଥ ହେବାର ୩ ମାସ ପରେ ଟିକା

ନୂଆଦିଲ୍ଲୀ: ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ । କରୋନା ସଂକ୍ରମଣରୁ ସୁସ୍ଥ ହେବାର ୩ ମାସ ପରେ କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ…

ବ୍ଲାକ୍ ଫଙ୍ଗସ ନେଇ ସଚେତନ କଲେ ବିଶେଷଜ୍ଞ

ଭୁବନେଶ୍ୱର: ଦେଶରେ ବ୍ୟାପୁଛି ବ୍ଲାକ ଫଙ୍ଗସ୍ । ଏ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ବିଶେଷଜ୍ଞ । ଏନେଇ ଏସସିବି ମେଡିକାଲ କଲେଜ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ପ୍ରେସମିଟରେ ସୂଚନା ଦେଇଛନ୍ତି । ବାୟୁ ମଣ୍ଡଳରେ ରହିଛି ବ୍ଲାକ ଫଙ୍ଗସ୍ । ପୂର୍ବରୁ ମଧ୍ୟ ଲୋକେ ବ୍ଲାକ ଫଙ୍ଗସରେ ଅ…

ନିବେଶକଙ୍କ ପାଇଁ ଭଲ ସୁଯୋଗ, ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାର ଅନୁଯାୟୀ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି। ହଳଦିଆ ଧାତୁ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ପିଛା ୯୭ ଟଙ୍କା ହ୍ରାସ ପାଇ ୪୭,୮୫୩ ଟଙ୍କା ହୋଇଛି। HDFC ସିକ୍ୟୁରିଟି ଅନୁଯାୟୀ ହଳଦିଆ ଧାତୁ ପୂର୍ବ ବାଣିଜ୍ୟ ଅଧିବେଶନରେ ୧୦…