Odia News Portal
Browsing Tag

swadhikar

ଓଡ଼ିଶାର ୩ ଜିଲ୍ଲାରେ ସୋରୋ ସର୍ଭେ

ଭୁବନେଶ୍ୱର: କେତେଜଣଙ୍କ ନିକଟରେ ପହଞ୍ଚିଛି କରୋନା ଭାଇରସ ତାହା ଜାଣିବା ଲାଗି ଆରମ୍ଭ ହେବ ସୋରୋ ସର୍ଭେ । ଏନେଇ ଗତକାଲି ସୂଚନା ଦିଆଯାଇଥିଲା । ତେବେ ଦେଶରେ ୭୦ ଓ ଓଡ଼ିଶାର ୩ ଜିଲ୍ଲାରେ ହେବ ଏହି ସର୍ଭେ । ରାୟଗଡ଼ା, ଗଞ୍ଜାମ ଓ କୋରାପୁଟରେ ହେବ ସୋରୋ ସର୍ଭେ । ଜୁନ୍ ୧୬, ୧୭ରୁ ଆରମ୍ଭ ହୋଇ…

ଅକ୍ସିଜେନ ଟ୍ରକରେ ଗଞ୍ଜେଇ

କୋରାପୁଟ: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ପ୍ରତିଦିନ ଜବତ ହେଉଛି କୋଟି କୋଟି ଟଙ୍କାର ମାଦକ ଦ୍ରବ୍ୟ । ତେବେ ଏଡାରି ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ନଜରକୁ ଆସିଛି । ଅକ୍ସିଜେନ ଟ୍ରକରେ ଗଞ୍ଜେଇ ଲୋଡ ହୋଇ ଯାଉଥିଲା । ଶେଷରେ ପୋଲିସ ହାବୁଡ଼ରେ ଧରାପଡ଼ିଛି । କୋରାପୁଟ ଜିଲ୍ଲା…

ବାପାଙ୍କ ଶୁଦ୍ଧିକ୍ରିୟା ଲାଗି ଯାଇଥିଲେ, ପୁଅ ନଦୀରେ ଭାସିଗଲା

ଯାଜପୁର: ବାପାଙ୍କ ଶୁଦ୍ଧିକ୍ରିୟା କରିବା ଲାଗି ନଦୀକୁ ଯାଇଥିଲେ ଦୁଇଭାଇ । ପାଦ ଖସିଯିବାରୁ ଜଣେ ଭାସିଗଲେ । ଯାଜପୁର ଜିଲ୍ଲାରୁ ଆସିଛି ଏଭଳି ଖବର । ବୁଢ଼ା ନଦୀରେ ଯୁବକ ଭାସି ଯାଇଛନ୍ତି । ଖବର ପାଇ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ, ଶନିବାର…

ଚାରି ଝିଅ ଓ ସ୍ତ୍ରୀକୁ ହାଣିବା ପରେ ଆତ୍ମହତ୍ୟା ଉଦ୍ୟମ କଲା ସ୍ୱାମୀ

ସମ୍ବଲପୁର: ନୃଂଶସତାର ସବୁ ସୀମା ପାର । ନିଜ ଜନ୍ମକଲା ୪ଝିଅଙ୍କୁ ହାଣିଲା ବାପା । ଏମିତିରେ ମନ ବୁଝିଲାନି ଯେ ଶେଷରେ ସ୍ତ୍ରୀକୁ ଆକ୍ରମଣ କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛି । ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଯୌତୁକବାହାଲ ଗାଁରେ ଘଟିଛି ଏଭଳି ଜଘନ୍ୟ ଘଟଣା । ଶୁକୁର ଓରାମ ନିଜର…

ମନରେଗା ଯୋଜନାରେ ମହାର୍ଦୁନୀତି

ଉମରକୋଟ: ମେସିନ ଖାଉଛି ମଣିଷ ଟଙ୍କା । ମିଛ ମନରେଗା , ସତ ମେସିନ୍ । ହାତ ବାନ୍ଧି ବସିଛି ମଣିଷ, ମାଟି ତାଡୁଛି ଜେସିବି । ନବରଙ୍ଗପୁର ଜିଲ୍ଲା ରାଇଘର ଓ କୋଷାଗୁଡା ବ୍ଲକରେ ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଆସିଛି ସଂଙ୍ଗୀନ ଅଭିଯୋଗ । ବିନା ପ୍ରଶାସନିକ ଅନୁମୋଦନ ଏବଂ…

ୟୁଜି ପିଜି ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର: ଆଜି ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ମାନଙ୍କ ବସିଥିଲା ବୈଠକ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀ ପ୍ରମୁଖ ଶାସନ ସଚିବଙ୍କ ସହ କୁଳପତିଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୮ ତାରିଖରେ ଚୁଡାନ୍ତ ନିଷ୍ପତି ନିଆଯିବ । ଗତବର୍ଷ କିପରି ପରୀକ୍ଷା ହୋଇଥିଲା ସେନେଇ ଆଲୋଚନା…

ପୋଲିସ ପଦ ଲାଗି ଆବେଦନ କରିପାରିବେ କିନ୍ନର, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: କିନ୍ନରମାନେ ସବୁବେଳେ ସମାଜରେ ଟାହି ଟାପରା ଶୁଣି ଚଳି ଆସିଥାନ୍ତି । ସମସ୍ତେ ତାଙ୍କୁ ଖରାପ ଭାଷାରେ କୁହନ୍ତି । ତେବେ ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ଲାଗି ସରକାର ବିଭିନ୍ନ ଯୋଜନାରେ ମଧ୍ୟ ସେମାନଙ୍କୁ ସାମିଲ କରୁଛନ୍ତି । ତେବେ କିନ୍ନରମାନେ ମଧ୍ୟ ପୋଲିସ…

ସମ୍ବଲପୁରରୁ ଜବତ ହେଲା ନକଲି ଔଷଧ

ସମ୍ବଲପୁର: କରୋନା ସମୟରେ ମାତିଛନ୍ତି ଅସାଧୁ ମେଡିସିନ ବ୍ୟବସାୟୀ । କାଲି କଟକ ଆଉ ଆଜି ସମ୍ବଲପୁରରୁ ଜବତ ହୋଇଛିନକଲି ମେଡିସିନ । ଟକ ସ୍ଥିତ କନିକା ଛକର ଏକ ଔଷଧ ଦୋକାନରୁ ଡ୍ରଗ କଣ୍ଟ୍ରୋଲର ସ୍ୱାର୍ଡ ଦ୍ୱାରା ବିପୁଳ ପରିମାଣରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଥିବା ବେଳେ ସମ୍ବଲପୁରରେ…

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ଛେଚା ଖାଇଲେ ପ୍ରେମିକ ଓ ଦୁଇ ସାଙ୍ଗ

ଅନୁଗୁଳ: ମହଙ୍ଗା ପଡ଼ିଲା ରାତି ଅଧରେ ପ୍ରେମିକାକୁ ଦେଖା କରିବା । ପ୍ରେମିକାକୁ ଦେଖା କରିବା ଲାଗି ଯାଇଥିବାବେଳେ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଗଲା ପ୍ରେମିକ । ସାଙ୍ଗକୁ ସାହାର୍ଯ୍ୟ କରିବା ଲାଗି ଯାଇଥିବା ଦୁଇ ଯୁବକଙ୍କୁ ମଧ୍ୟ ଧରିପକାଇଲେ ଗାଁ ଲୋକେ । ଆଉ ତିନି ଜଣଙ୍କୁ ଉତ୍ତମ ମଧ୍ୟମ ଦେବା…

ହୃଦୟବାନ ରବିନା

ମୁମ୍ବାଇ: ମଷ୍ଟ ମଷ୍ଟ ଗାର୍ଲ ତଥା ନବେ ଦଶକର ଚୁଲବୁଲି ନାୟକି ରବିନା ଟଣ୍ଡନ ଜଣେ ହୃଦୟବାନର ପରିଚୟ ଦେଇଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୂ ପ୍ରଭାବରେ ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଛି । ଅନେକ ସ୍ଥାନ ଜଳମଗ୍ନ ହୋଇଥିବା ବେଳେ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଗତକାଲି କୋଠା…