କୃଷକଙ୍କ ଲାଗି ଖୁସି ଖବର, ବର୍ଷକୁ ମିଳିବ ୧୦ ହଜାର ଟଙ୍କା
କୋଲକାତା: କରୋନା କାଳରେ କୃଷକଙ୍କ ଲାଗି ଖୁସି ଖବର । କୃଷକଙ୍କ ଲାଗି ବଡ଼ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୃଷକ ବନ୍ଧୁ ଯୋଜନା ଘୋଷଣା କରିଛନ୍ତି ମମତା । ଏହି ଯୋଜନାରେ ରାଜ୍ୟର ସମସ୍ତ କୃଷକ ମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦେବେ ରାଜ୍ୟ ସରକାର । ଗତକାଲି!-->…