Odia News Portal
Browsing Tag

swadhikar

କରୋନାରେ ଚାଲିଗଲେ ବାପା ମା, ଏବେ ଝିଅ ଆକ୍ରାନ୍ତ ହୋଇ ଖୋଜୁଛି ରାହା

କଟକ: କରୋନାରେ ଆଗ ଚାଲିଗଲେ ବାପା । ଗତ ଶୁକ୍ରବାର ମାଙ୍କର ହୋଇଛି ପରଲୋକ । ପରିବାରର ଦୁଇଜଣଙ୍କ ହରାଇ ଏବେ ଦୁଃଖରେ ରହିଥିବା ଝିଅକୁ ମଧ୍ୟ ଗ୍ରାସ କରିଛି କରୋନା । ମହାମାରୀରେ ଆକ୍ରାନ୍ତ ହୋଇଥିବା ଝିଅ ରହିଛି କୋଭିଡ୍ ଯତ୍ନ କେନ୍ଦ୍ରରେ । ସ୍ୱର୍ଗତ ନାରାୟଣ ବିଶ୍ୱାଳ ଓ ସ୍ୱର୍ଗତ…

ଯୁକ୍ତ ୨ ପରୀକ୍ଷା ମୂଲ୍ୟାଙ୍କନକୁ ନେଇ ବସିଥିବା ବୈଠକରେ ବାହାରିିଲାନି ନିଷ୍କର୍ସ, ବସିବ ଦ୍ୱିତୀୟ ବୈଠକ

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାଙ୍କନ ନିର୍ଦ୍ଧାରଣ କରିବାକୁ ବସିଥିଲା ବୈଠକ । ପ୍ରଥମ ବୈଠକରେ କୌଣସି ନିଷ୍କର୍ସ ବାହାରି ନଥିବା ବେଳେ ଦ୍ୱିତୀୟ ବୈଠକ ବସିବା ନେଇ ସୂଚନା ମିଳିଛି । ଗଠନ ହୋଇଥିବା ୧୪ ଜଣିଆ…

ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପ୍ରାକ୍ ମୌସୁମୀ ପ୍ରଭାବରେ ଆଜିଠୁ ବର୍ଷା । ତେବେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ଦକ୍ଷିଣ…

ନୂଆପଡ଼ା ବିଧାୟକ କରୋନା ସଂକ୍ରମିତ

ନୂଆପଡ଼ା: କରୋନାରେ ଆକ୍ରାନ୍ତ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲିକିଆ । କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ବିଧାୟକ ଶ୍ରୀ ଢୋଲକିଆ ରବିବାର…

୩୩ଟି ଚକ ନିର୍ମାଣ କାମ ଶେଷ

ପୁରୀ: ଚଳିତବର୍ଷ ରଥଯାତ୍ରା ଲାଗି ଚଳଚଞ୍ଚଳ ହୋଇ ଉଠିଛି ରଥଖଳା । ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶ୍ରୀକ୍ଷେତ୍ରରେ ନିର୍ମାଣ ଚାଲିଥିବା ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୩ ଚକ ନିର୍ମାଣ କାମ ଶେଷ ହୋଇଛି। ସେଥିରୁ ତାଳଧ୍ୱଜ ରଥର ୧୧, ନନ୍ଦିଘୋଷ ରଥର ୧୨ ଓ ଦେବଦଳନ ରଥର…

ମୋ ଭାଇ ଆପରେ ଘରେ ପହଞ୍ଚିବ ସାବିତ୍ରୀ ଭାର

ଭୁବନେଶ୍ୱର: ଆସୁଛି ସାବିତ୍ରୀ ବ୍ରତ । ଫଳ ବଜାରରେ ଲାଗି ଲୋକଙ୍କ ଭିଡ଼ । ତେବେ ମହାମରୀରେ ଘରେ ଫଳ ଓ ପୂଜା ସାମଗ୍ରୀ ପହଞ୍ଚଇବ ମୋ ଭାଇ ଆପ୍ । କଟକ, ଭୁବନେଶ୍ୱର ଓ ବାଲେଶ୍ୱରରେ ଏହି ଆପ୍ ମାଧ୍ୟମରେ ସାମଗ୍ରୀ ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିରଞ୍ଜନ ସାହୁ । ୱେବସାଇଟ ମାଧ୍ୟମରେ…

ଆଜି ସଦ୍ଧ୍ୟା ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହ କହିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଶେଷ ଥର…

ବିଧବା ପରିବା ବିକାଳିଙ୍କୁ ଟେକିନେଇ ୨ଦିନ ଦୁଷ୍କର୍ମ କଲେ ୩ ଦୁର୍ବୁତ

ସୁନ୍ଦରଗଡ଼: କିଛି କ୍ଷଣର ସୁଖ ଲାଗି ମଣିଷ ପାଲଟିଯାଉଛି ପଶୁ । ଦେହର ସୁଖ ଲାଗି ଅନ୍ୟର ଦୁଃଖ ବୁଝ଼ିଲେନି ନର ପିଚାଶ । ବିଧବା ମହିଳାଙ୍କୁ ଟେକି ନେଇ ଦୁଇଦିନ ଦୁଷ୍କର୍ମ କଲେ ୩ ଦୁର୍ବୁତ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଏହି ମାମଲାରେ ଜଣେ ନାବାଳକ…

ଦେଶରେ ଦିନକରେ ୨୪୨୭ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: କରୋନାରେ ପ୍ରତ୍ୟେକଦିନ ଗଢ଼ୁଛି ଅନେକଙ୍କ ମୁଣ୍ଡ । ଗତ ୨୪ ଘଣ୍ଟାରେ ୨୪୨୭ ମୁଣ୍ଡ ନେଇଛି ମହାମାରୀ କରୋନା । ସେପଟେ ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର ୪୨୭। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ୨କୋଟି ୮୯ଲକ୍ଷ ୯ହଜାର ୯୭୫ରେ…

ଶାଳୀକୁ ହାଣି ଶାଶୁକୁ ଦୁଷ୍କର୍ମ କଲା ଜ୍ୱାଇଁ

କେନ୍ଦୁଝର: ଶାଳୀକୁ ଅତି ନିର୍ମମ ଭାବରେ ହାଣିବା ପରେ ଶାଶୁକୁ ଗଛରେ ବାନ୍ଧି ଦୁଷ୍କର୍ମ କଲା ଜ୍ୱାଇଁ । କେନ୍ଦୁଝର ଜିଲ୍ଲା ବଲାଣୀ ଥାନା କିବିବୁର ଅଞ୍ଚଳରୁ ଆସିଛି ଏଭଳି ଅମାନବୀୟ ଘଟଣା । ଶାଳୀ ମରିୟନ ହସାକୁ ଟାଙ୍ଗିଆରେ ହାଣି ୨୦୦ ଫୁଟ୍ ତଳକୁ ଏକ ଘାଇରେ ଫୋପାଡ଼ିବା ପରେ ଶାଶୁ ଫୁଲମଣିକୁ…