Odia News Portal
Browsing Tag

swadhikar

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୬୧ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ତେବେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ସର୍ବାଧିକ ରୋଗୀ ଚିହ୍ନଟ ହେଉଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରୁ ମୁଖ୍ୟତଃ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ ୬୬୧ ନୁଆ ସଂକ୍ରମିତ ଚିହ୍ନଟ…

ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ

ସମ୍ବଲପୁର: ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ହୀରାଲୋଇ ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ଦୁଇ ଭଉଣୀ ନାବାଳିକା ବୋଲି ଜଣାପଡିଛି । ମୃତକ ଦ୍ୱୟ ହେଲେ ୧୧ ବର୍ଷୀୟା ଲଲିତା ସୋରେନ ଓ ସାନ ଉଭଣୀ ସୁସ୍ମିତା ସୋରେନ(୯) । ଘଟଣାକୁ ନେଇ…

ନବମ ଶ୍ରେଣୀ ଛାତ୍ରୀକୁ ଟେକିନେଇ ଦୁଷ୍କର୍ମ କଲେ ଦୁଇ ଭାଇ

କେନ୍ଦ୍ରାପଡ଼ା: ଯୌନ ଲାଳସା ମଣିଷକୁ ପଶୁ ପାଲଟାଇ ଦେଇଥାଏ । କିଛିକ୍ଷଣର ସୁଖ ଲାଗି ବୟସର ତାରତମ୍ୟ କିମ୍ବା ସମ୍ପର୍କକୁ ଦେଖେନାହିଁ ଦେହଲୋଭୀ ମଣିଷ । ସେ ବୃଦ୍ଧା ହେଉ ବା ନାବାଳିକା କେହି ବି ବାଦ ପଡନ୍ତି ନାହିଁ ଏହି ନର ରାକ୍ଷସଙ୍କ କବଳରୁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…

ଆସନ୍ତା ୧୨ରେ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ବୈଠକ

ଭୁବନେଶ୍ୱର: ଲକଡାଉନରେ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାକୁ ନେଇ ସବୁ ବିଶ୍ୱ ବିଦ୍ୟାୟର କୁଳପତିଙ୍କ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ତେବେ ଏହି ବୈଠକରେ କଣ ନିଷ୍ପତି ନିଆଯିବ ତାଉପରେ ରହିଛି ସମସ୍ତ ନଜର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି…

ସନ୍ଦେହଘେରରେ ଯୁବକଙ୍କ ମୃତ୍ୟୁ

ସୋର: ଜାମୁକୋଳି ଗଛରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ବାଲେଶ୍ୱ ଜିଲ୍ଲା ଖଇରା ଥାନା ରାଇଗଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୃତ ଯୁବକ ହେଲେ ବିଶ୍ୱନାଥ ଦାସ । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି । ବିଶ୍ୱନାଥଙ୍କ…

‘ଏକାମ୍ର ଯୋଜନା’ ପାଇଁ ଗଠନ ହେଲା ପ୍ରକଳ୍ପ ଉପଦେଷ୍ଠା କମିଟି

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତି କରଣ ଲାଗି ଗଠନ ହୋଇଛି ପ୍ରକଳ୍ପ ଉପଦେଷ୍ଟା କମିଟି । ପ୍ରାୟ ଦେଢ଼ ବର୍ଷ ହେଲା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ହେଁ ଏର୍ଯ୍ୟନ୍ତ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରିନି। ଏବେ ଏହି ଯୋଜନାରେ ଯେପରି ଏକାମ୍ର କ୍ଷେତ୍ରର…

ଅଧିକ ବିପଦଜନକ ହେବ ମୌସୁମୀ

ଭୁବନେଶ୍ୱର: ଆସୁଛି ମୌସୁମୀ । ଆଜିଠାରୁ ବର୍ଷା ସମ୍ଭାବନା ରହିଛି । ତେବେ ଆଜି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ମୌସୁମୀ ଅଧିକ ବିପଦଜନକ ହେବ ବୋଲି କୁହାଯାଉଛି । ମୌସୁମୀ ଋତୁ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ…

କଏଦୀଙ୍କୁ ଘାରିଲାଣି କରୋନା ଭୟ

ରାୟଗଡ଼ା: କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତେବେ ଜେଲରେ ରହିଥିବା କଏଦୀଙ୍କୁ ମଧ୍ୟ କରୋନା ଭୟ ଘାରିଛି । ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ୭୦ ଜଣ କଏଦୀ ଓ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜେଲ ସୁପରିଟେଣ୍ଡେଣ୍ଟ…

ଆରମ୍ଭ ହେଲା ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଏୟାରଲିଫ୍ଟ ପ୍ରକ୍ରିୟା

କଟକ: ଏୟାରପୋର୍ଟ ଅଭିମୁଖେ ନିଆଯାଉଛି ଭିଜିଲାନ୍ସ ନିର୍ଦ୍ଦେଶକ ଡ.ଦେବାଶିଷ ପାଣିଗ୍ରାହୀଙ୍କୁ । ଆଜି ତାଙ୍କୁ କୋଲକାତା ନିଆଯିବ । କରୋନାରେ ଆକ୍ରାନ୍ତ ଥିବା ଦେବାଶିଷଙ୍କୁ କଟକ ଅଶ୍ୱିନୀ ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ କୋଲାକାତା ନିଆଯିବ । କୋଲକାତାର ୪ଜଣିଆ ଡାକ୍ତରୀ ଦଳ ତାଙ୍କୁ ନେବାକୁ…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବଡ଼ ନିଷ୍ପତି । ଜମି ଜବରଦଖଲକାରୀ କେବେ ହେଲେ ନେଇପାରିବେ ନାହିଁ ଆଇନର ଆଶ୍ରୟ । ଏଭଳି ନିଷ୍ପତି ଘୋଷଣା କରିଛି ସୁପ୍ରିମକୋର୍ଟ । ଏଥିସହିତ ଆରାବଳି ଜଙ୍ଗଲ ଅଞ୍ଚଳରେ ଏକ ଗ୍ରାମ ନିକଟରେ ଜବର ଦଖଲ କରି ଗଢି ଉଠିଥିବା ପ୍ରାୟ ୧୦ ହଜାର ଆବାସିକ ନିର୍ମାଣ…