ପାର୍କିଂ ବେଳେ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଶ୍ରୀନଗର ବିମାନବନ୍ଦରରେ ବଡ଼ ଅଘଟଣରୁ ବର୍ତ୍ତିଲେ ବିମାନ ଯାତ୍ରୀ। ଶୁକ୍ରବାର ସକାଳେ ପାର୍କିଂ କରିବା ସମୟରେ ଇଣ୍ଡିଗୋର ଏକ ବିମାନ ବିଜୁଆଲ୍ ଡକିଂ ଗାଇଡାନ୍ସ ସିଷ୍ଟମ୍ (VDGS)ର ଖୁଣ୍ଟ ସହ ଧକ୍କା ହୋଇଥିଲା। ତେବେ ସୌଭାଗ୍ୟବଶତଃ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟ ସୁରକ୍ଷିତ…
