Odia News Portal
Browsing Tag

Bolangiri

ବଲାଙ୍ଗୀରରେ ଚିନ୍ତାରେ ଚାଷୀ

ବଲାଙ୍ଗୀର: ଜିଲ୍ଲାରେ ଖରିଫ ଋତୁ ଧାନ କିଣା ପୂର୍ବରୁ ଉପୁଜିଲାଣି ସମସ୍ୟା । ନିର୍ଦ୍ଧାରିତ ସମୟରେ ଧାନ କିଣାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା । ଜିଲ୍ଲାରେ ଏହି ସମୟରେ ଖରିଫ ଋତୁ ଧାନ ଅମଳ ହୋଇଥାଏ । ଏହାକୁ ସରକାର ପେକ୍ସ ବା ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ…

ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ଘୁଞ୍ଚିଲା

ବଲାଙ୍ଗୀର: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସ୍ୱାକ୍ଷର ପରୀକ୍ଷା ଆବେଦନ ଶୁଣାଣି ତାରିଖ ଘୁଞ୍ଚିଥିବା ଜଣାଯାଇଛି। ଗତକାଲି ପୁଲିସ ପକ୍ଷରୁ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା ଲାଗି ବଙ୍ଗୋମୁଣ୍ଡା…

ନାବାଳିକାଙ୍କୁ ୪ ଜଣ ମିଶି ବାଇଗଣ ବାଡ଼ିରେ…

ବଲାଙ୍ଗୀର: ଥମିବାର ନାଁ ଧରୁନି ଲଜ୍ଜା । ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରେ ମଧ୍ୟ ଚେତୁ ନାହାନ୍ତି । ସାମାନ୍ୟ ଦେହର ସୁଖ ଲାଗି ମଣିଷରୁ ପାଲଟି ଯାଉଛନ୍ତି ପଶୁ । କିଛି କ୍ଷଣର ସୁଖ ଲାଗି ଦେଖୁ ନାହାନ୍ତି ବୟସର ତାରତମ୍ୟ । ଦୁଷ୍କର୍ମକାରୀଙ୍କ ଲୋଲୁପ ଦୃଷ୍ଟିରୁ…

ବାପାକୁ ମାରିଦେଲା ପୁଅ

ବଲାଙ୍ଗୀର: ପୁଅଟିଏ ଜନ୍ମ ଦେବା ଲାଗି ବାପା ମା କେତେ ଓଷା ଉପବାସ କରିଥାନ୍ତି । ହେଲେ ନିଜ ଜନ୍ମକଲା ପୁଅ ଶେଷରେ ନେଇଛି ବାପାର ଜୀବନ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ବେଳପଡା ଥାନା ଅନ୍ତର୍ଗତ ଘାଗୁର୍ଲି ଗାଁରେ ଅଘଟଣ ।ସୈତାନ ପୁଅର କୋଦାଳ ଚୋଟରେ ଜୀବନ ହାରିଲା ବାପା । ଅଭିଯୁକ୍ତ…

ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ସକମା ୟୁଭୋଦୟ କଲେଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହାତରେ ରହିଛି କଟା ଦାଗ ବଲାଙ୍ଗିର: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍‌ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍‌ ଆଡଭାନ୍ସଡ୍‌ ଟେକ୍ନୋଲଜି କଲେଜର…

ମମିତା ମେହେର ହତ୍ୟା ଘଟଣା, ଆପ ପାର୍ଟିର ବିକ୍ଷୋଭ

ବଲାଙ୍ଗୀର : ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ୍ୟl ମମିତା ମେହେର୍ ଙ୍କୁ ନ୍ୟାୟ ମିଳିବା. ଏବଂ ରାଜ୍ୟ ଗୃହ ମନ୍ତ୍ରୀ କୁ ବହିସ୍କାର କରିବା.ଏବ୍ଂ ଘଟଣା ର CBI ତଦନ୍ତ କରାଯିବା ଦାବି ନେଇ , ଗତ କାଲି ଜିଲ୍ଲା ପାଲ ଅଫିସ ସମ୍ମୁଖ ରେ ସନ୍ଧ୍ୟା 6 ଟା ସମୟରେ ବଲାଙ୍ଗୀର ଆମ୍ ଆଦମୀ ପାର୍ଟି ଜିଲ୍ଲା…

ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର : ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ତଦାରଖ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ଶୁକ୍ରବାର ଅପରାହ୍ନରେ ବଲାଙ୍ଗୀରରେ ପହଞ୍ଚତ୍ଥିଲେ। ଏଠାରେ ପହଁଞ୍ଚତ୍ବା ପରେ ଏହି ଟିମ୍‌ ଏସପି ଅଫିସକୁ ଯାଇ ଏସପି ନୀତିନ…

ରାଧେ ଘରୁ ମିଳିଲା ମହିଳା ଡ୍ରେସ୍ ଓ ମୋବାଇଲ୍

ବଲାଙ୍ଗିର : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏହି ପରିପ୍ରେକ୍ଷୀରେ ଆଜି ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି । ଯାହାର ଏହି ମାମଲା ସହିତ ସିଧାସଳଖ ଲିଙ୍କ ଥିବା…

ମହାଲିଙ୍ଗ କଲେଜରେ ଡିଆଇଜି, ଏସପି

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ତଦନ୍ତ ନିମନ୍ତେ ମହାଲିଙ୍ଗ କଲେଜରେ ପହଞ୍ଚିଛନ୍ତି ଡିଆଇଜି ଏବଂ ଏସପି । ମହାଲିଙ୍ଗ କଲେଜରେ ପହଁଞ୍ଚିଛି ଜିଲ୍ଲା ପ୍ରଶାସନ । ତେବେ କଲେଜକୁ କେଉଁଠାରୁ ଆସୁଥିଲା ଟଙ୍କା ତାହା ଯାଞ୍ଚ ଚାଲିଥିବା ଜଣାପଡିଥିବା ବେଳେ ତହସିଲଦାର ସର୍ବେଶ୍ୱର ଜାଲ…

ବଲାଙ୍ଗୀରରେ ବନ୍ଦର ପ୍ରଭାବ

ବଲାଙ୍ଗୀର: ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ବନ୍ଦ ରହିଥିବା ବେଳେ ଦୋକାନ ବଜାର ସବୁ ବନ୍ଦ ରହିଛି । ଏଭଳି ଲୋମ ହର୍ଷଣକାରୀ ବର୍ବର ତଥା ଜଘନ୍ୟହତ୍ୟାକାଣ୍ଡକୁ ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ଓ ଆଜି ବଲାଙ୍ଗିର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ…