Odia News Portal
Browsing Tag

health

କେମିତି ହେବେ ପତଳା

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଶରୀର ସୁସ୍ଥ ରହିଲେ ମଣିଷ ସତେଜ ରହିଥାଏ । ଏଥିସହ କାମ କରିବାକୁ ମଧ୍ୟ ଆଗ୍ରହ ହୁଏ । ପାଣିପାଗ ପରିବର୍ତ୍ତନରେ ଆମେ ଶରୀର ପ୍ରତି ଅଧିକ ଯତ୍ନଶୀଳ ହେବା ଜରୁରୀ । ଏଥିପାଇଁ ପାଣିପାଗ ସହ ଖାପଖୁଆଇ ନିଜ ଶରୀରର ସଠିକ୍ ଧ୍ୟାନ ନିଅନ୍ତୁ । ଶୀତଦିନେ ବାହ୍ୟ ଶରୀର ସଙ୍ଗେ…

କୋରାପୁଟରୁ ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ

କୋରାପୁଟ ଲମତାପୁଟ ଅଂଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ୩୦୪ କିଲୋ ୪୦୦ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଏକ ବୋଲେରୋରେ କାଠବାକ୍ସରେ ଯନ୍ତ୍ରପାତି ନେବା ଭଳି ୧୧ଟି ବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଲମତାପୁଟ ସଗର…

କେମିତି ପାଇବେ ଥାଇରଏଡରୁ ମୁକ୍ତି

ଆଜିକାଲି ମହିଳାମାନଙ୍କ ଠାରେ ଥାଇରଏଡ ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଦେଉଛି । ଆଜିକାର ଜୀବନ ଶୈଳୀ ଏହାର ମୁଖ୍ୟ କାରଣ ପାଲଟିଥିବାବେଳେ ଏଥିରୁ ମୁକ୍ତି ପାଇଁ ଅନେକ ମୂଲ୍ୟରେ ଡାକ୍ତରୀ ଚିକିତ୍ସା କରି ଖର୍ଚ୍ଚାନ୍ତ ହେବାକୁ ପଡୁଛି । ତେବେ ଏହି ସମସ୍ୟାର ପ୍ରାଥମିକ ଅବସ୍ଥାରେ ଯଦି କିଛି ଘରୋଇ…

କେମିତି ପାଇବେ ସୁନ୍ଦର ଓଠ

ସୁନ୍ଦର ତ୍ୱଚା ସହ ସୁନ୍ଦର ଓଠ ସମସ୍ତଙ୍କୁ ଦରକାର। ସେଥିପାଇଁ ଆମେ ବହୁତ କିଛି କସ୍‌ମେଟିକ ଜିନିଷ ବଜାରରୁ ଆଣି ବ୍ୟବହାର କରିଥାଉ। କେତେ କ’ଣ ଲଗାଇଥାଉ। କିନ୍ତୁ ପ୍ରାକୃତିକ ଉପାୟରେ ମଧ୍ୟ ଓଠ ସୁନ୍ଦର ହୋଇପାରିବ। ରୋଷେଇ ଘରେ ପ୍ରତିଦିନ ବ୍ୟବହାରରେ ଲାଗୁଥିବା ହଳଦୀ ଓଠର ସୁନ୍ଦରତାକୁ…

ସ୍ମରଣଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ

ବହୁତ ସମୟରେ କମ ବୟସରୁ ଲୋକେ କଥା, ଜିନିଷ, କାମ କରିବା ଭୁଲିଯାଆନ୍ତି। ଏହି ସମସ୍ୟା ସ୍ମରଣ ଶକ୍ତି କମ ପାଇଁ ହୋଇଥାଏ। ଶରୀରରେ କୌଣସି ଆଘାତ, ରୋଗ କିମ୍ବା ପୋଷକ ତତ୍ୱ କମ ଥିଲେ ଏହି ସମସ୍ୟା ଦେଖାଦିଏ। ଜାଣନ୍ତୁ କିଛି ଘରୋଇ ତରିକା ଯାହାକୁ ଆପଣାଇ ଆପଣ ଏହି ସ୍ମରଣ ଶକ୍ତି ହୀନତା ସମସ୍ୟାରୁ…

ନିୟମିତ ବୁଟ ଖାଇବା ଦ୍ୱାରା ଏହି ସବୁ ଫାଇଦା ହୋଇଥାଏ

ପ୍ରାୟ ସମସ୍ତଙ୍କ ଘରେ କଳା ଚଣା ବା ବୁଟ ଖିଆଯାଏ। ଏହାକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟ ସମସ୍ୟା ହୋଇପାରେ।…

କ୍ୟାନ୍ସରକୁ ମାତ ଦେଲେ ବଲିଉଡ ଅଭିନେତା

ବଲିଉଡର ପ୍ରସିଦ୍ଧ ଅଭିନେତା ମହେଶ ମାଞ୍ଜରେକର କିଛି ମାସ ତଳେ କ୍ୟାନ୍ସର ପୀଡିତ ଥିବା ନେଇ ଏକ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ଦୁଇଟି ସର୍ଜରୀ କରାଯିବା ପରେ ସେ କ୍ୟାନ୍ସର ମୁକ୍ତ ଥିବା ନେଇ ଏକ ଖବର ପ୍ରକାଶ ପାଇଛି । ପ୍ରକୃତରେ କ୍ୟାନ୍ସର ହୋଇଥିବା ନେଇ ଦୁଇ ମାସ ତଳେ କରାଯାଇଥିବା ଏକ…

୨୪ ବର୍ଷର ମହିଳା ୨୧ ପିଲାଙ୍କ ମା

ଦୁଇଟି ପିଲା ହେବା ସବୁଠାରୁ ଭଲ, କିନ୍ତୁ ଜର୍ଜିଆର ବାସିନ୍ଦା କ୍ରିଷ୍ଟିନା ଓଜଟର୍କ ଏହାକୁ ବିଶ୍ୱାସ କରନ୍ତି ନାହିଁ। ତେଣୁ ୨୪ ବର୍ଷ ବୟସରେ ସେ ୨୧ ଟି ସନ୍ତାନର ମା’ ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କର ୨୧ ସନ୍ତାନର ଯତ୍ନ ନେବା ପାଇଁ ୧୬ ଜଣ ଆୟାଙ୍କୁ ନିଯୁକ୍ତି ଦେଇଛନ୍ତି।…