Odia News Portal
Browsing Tag

kangna

କଙ୍ଗନାଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ୍

ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭା ଶାନ୍ତି କମିଟିର ସମନ । ଶିଖ୍ ସମାଜକୁ ଖଲିସ୍ତାନୀ କହିବା ଅଭିଯୋଗରେ କଙ୍ଗନାଙ୍କୁ ଏହି ସମନ୍ କରାଯାଇଛି । ଏଥିସହିତ ଆପ୍ ବିଧାୟକ ରାଘବ ଚଡ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଦିଲ୍ଲୀ ବିଧାନସଭାର ଶାନ୍ତି ଓ ସଦଭାବ୍ କମିଟି କଙ୍ଗନାଙ୍କୁ ଡିସେମ୍ବର…

ବଡ ଘର ପିଲା ପଚାରନ୍ତି, ମାଲ୍ ଅଛି କି ?

ମୁମ୍ବାଇ ()  ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲରେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଡ୍ରଗ୍ସକୁ ନେଇ ଏବେ ସାମ୍ନାକୁ ଆସିଲା ହ୍ବାଟସଆପ୍‌ ଛାଟ୍। ମାମଲାରେ ଯୋଡ଼ିହେଲା ଦୀପିକା ପାଦୁକୋନଙ୍କ ନାଁ। ପୂର୍ବରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କ ନାଁ…

ବିଏମସିକୁ ୨ କୋଟି ଟଙ୍କାର କ୍ଷତିଭରଣା ଦାବି କଲେ କଙ୍ଗନା

ମୁମ୍ବାଇ() ବେଆଇନ୍ ଘର ଭାଂଗିଲ , ୨ କୋଟି ଟଙ୍କା କ୍ଷତିଭରଣା ଦିଅ । ବିଏମସି ଆଗରେ ୨ କୋଟି ଟଙ୍କାର କ୍ଷତିଭରଣା ଦାବି କରିଛନ୍ତି କଙ୍ଗନା ରଣାୱତ । ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିବା ସହ ବିଏମସି ଠାରୁ କ୍ଷତିଭରଣା ମାଗିଛନ୍ତି କଙ୍ଗନା । ସେ କହିଛନ୍ତି, ସେପ୍ଟେମ୍ବର ୯ ତାରିଖରେ…

ଦେଖିବା କିଏ କାହାକୁ ଫିକ୍ସ କରୁଛି

ମୁମ୍ବାଇ() କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବିବାଦ ଶେଷ ହେବାରେ ନାଁ ନେଉନି। କଙ୍ଗନା ରଣାୱତ କ୍ରମାଗତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ହମଲା କରୁଛନ୍ତି। ଏବେ ଅଭିନେତ୍ରୀ କଙ୍ଗନା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ…

ମୋ ପରିବାର କଂଗ୍ରେସ ସମର୍ଥିତ ହୋଇଥିଲେ ମଧ୍ୟ ବିଜେପି ଆମକୁ ସାହାଯ୍ୟ କଲା

ନୂଆଦିଲ୍ଲୀ()  କଙ୍ଗନା ରଣଓ୍ବାତଙ୍କ ମା’  ଆଶା ରଣଓ୍ବାତ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସଂପ୍ରତି ମହାରାଷ୍ଟ୍ରରେ କଙ୍ଗନାକୁ ନେଇ ଚାଲିଥିବା ରାଜନୀତି ଉପରେ ସେ କହିଛନ୍ତି ଯେ ଆମ ପରିବାର କିଛି ବର୍ଷଧରି କଂଗ୍ରେସକୁ ସମର୍ଥନ କରିଆସୁଥିଲୁ । ଏହା ଜାଣିମଧ୍ୟ ଗୃହମନ୍ତ୍ରୀ…

ଆଜି ମୋ ଘର ଭାଙ୍ଗିଛି, କାଲି ତୋ ଗର୍ବ ଭାଙ୍ଗିବ

ମୁମ୍ବାଇ () ଅଭିନେତ୍ରୀ କଙ୍ଗନା ରଣାଓ୍ବତ ଓ ମହାରାଷ୍ଟ୍ର ସରକାର ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହା ସହ ଏମାନଙ୍କ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଏହି କ୍ରମରେ କଙ୍ଗନା ମୁମ୍ବାଇ ପହଞ୍ଚିବା ପୂର୍ବରୁ ବିଏମସି ଆକ୍ସନ ମୋଡ୍‌‌କୁ ଆସିଛି। ବିଏମସି ବାନ୍ଦ୍ରାର ପାଲି ହାଉସ…

କଙ୍ଗନାଙ୍କ ଅଫିସ ଭାଙ୍ଗିବା ପାଇଁ ବିଏମସି ପ୍ରସ୍ତୁତି ଆରମ୍ଭ

ମୁମ୍ବାଇ() ଅଭିନେତ୍ରୀ କଙ୍ଗନା ରଣାବାତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି । କଙ୍ଗନା ମହାରାଷ୍ଟ୍ର ସରକାର ଓ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ମୁମ୍ବାଇ ଫେରିବାକୁ ଘୋଷଣା କରିଥିଲେ । ଇତି ମଧ୍ୟରେ ଵୃହନମୁମ୍ବାଇ ମହାନଗର ପାଳିକା…

ମୁମ୍ବାଇ ନଆସିବାକୁ ଧମକ

ମୁମ୍ବାଇ() ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲାରେ ଖୋଲାଖୋଲି ତଥା ସାହସର ସହିତ ବୟାନ ଦେଉଥିବା ବଲିଉଡ ଅଭିନ୍ରେତୀ କଙ୍ଗନା ରାଣାୱତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ନଆସିବାକୁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା…