Odia News Portal
Browsing Tag

omicron virus

ଓମିକ୍ରନ ଭାରିଏଣ୍ଟର ଲକ୍ଷଣ ସବୁଠୁ ଭୟଙ୍କର

ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ ଭାରିଏଣ୍ଟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡ଼ବ୍ଲ୍ୟୁଏଚଓ) ଅନୁଯାୟୀ, ଏହି ଭାରିଏଣ୍ଟ ବର୍ତ୍ତମାନ ଯାଏ ବିଶ୍ୱର ୭୭ ଟି ଦେଶକୁ ସଂକ୍ରମିତ କରିଛି । କରୋନାର ଅନ୍ୟ ଷ୍ଟ୍ରେନ ତୁଳନାରେ ଓମିକ୍ରନ ଦ୍ରୁତ ଗତିରେ ମାଡ଼ୁଥିବା କୁହାଯାଉଛି । ବ୍ରିଟେନରେ ଗୁରୁବାର…

ଦିଲ୍ଲୀରେ ଆଉ ୧୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୈନିକ ଭାବେ କରୋନାର ଓମିକ୍ରନ ଭାରିଆଣ୍ଟ ବୃଦ୍ଧି ପାଉଥିବା ଦେଖାଯାଉଛି। ଶୁକ୍ରବାର ଦିଲ୍ଲୀରେ ୧୦ ନୂଆ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି। ଏଯାଏଁ ୧୧ ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପି ସାରିଛି। ସେହିପରି…

ଭାକସିନ ନେଲେ ବି ରହିଛି ଓମିକ୍ରନ ଭୟ

ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଛନ୍ତି କିମ୍ବା ଟିକା ନେଇଛନ୍ତି ସେମାନେ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଫାଇଜର ଓ ଆଷ୍ଟ୍ରାଜେନେକା ଟିକା ନେଇଥିବା ବ୍ୟକ୍ତିଙ୍କୁ ନେଇ ହୋଇଥିବା ଗବେଷଣାରୁ ଏହି ତଥ୍ୟ ମିଳିଛି । ୟୁନିଭର୍ସିଟି ଅଫ୍ ଅକ୍ସଫୋର୍ଡ ଗବେଷକଙ୍କ କହିବାନୁସାରେ, ଓମିକ୍ରନ୍…

ଆସିଗଲା ଓମିକ୍ରନ ପାଇଁ ଔଷଧ

କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଏହାକୁ ମାତ୍ ଦେବା ପାଇଁ ଆମେରିକା ଔଷଧ କମ୍ପାନୀ ଫାଇଜର ପ୍ରସ୍ତୁତ କରିଛି ପାକ୍ସଲୋଭିଡ ବଟିକା । କମ୍ପାନୀ ଦାବି କରିଛି ଯେ ଏହା ଓମିକ୍ରନ୍ ଭାରିଆଣ୍ଟ ବିରୋଧରେ ୯୦ ପ୍ରତିଶତ ପ୍ରଭାବଶାଳୀ ହେବ। ଲ୍ୟାବ ତଥ୍ୟ…

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬୧ କୁ ବୃଦ୍ଧି

ଭାରତରେ ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ମହାରଷ୍ଟ୍ରରୁ ୮ ଜଣ ମୁମ୍ବାଇରୁ କେବଳ ୭ ଜଣ ହୋଇଥିବା ବେଳେ ଭାସନୀ ବିହାରରୁ ଜଣେ ବୋଲି ଜଣାପଡ଼ିଛି। ୮ ଜଣଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ୫ ଜଣ ପୁରୁଷ । ସମସ୍ତଙ୍କ ବୟସ ୨୪ରୁ ୪୧ ମଧ୍ୟରେ । ୩ ଜଣ ସଂକ୍ରମିତଙ୍କ ଠାରେ…

କୋଭିଡ ଟିକା ଓମିକ୍ରନ ଭାଇରସ ର ସୁରକ୍ଷା କବଚ

କୋଭିଡ ଟିକା କୋରୋନାର ନୂଆ ଭାରିଆଂଟ ଓମିକ୍ରନରୁ ମଧ୍ୟ ସୁରକ୍ଷା ଦେବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣି ଥରେ କୁହାଯାଇଛି । ସମସ୍ତେ ଯଥା ଶୀଘ୍ର ଟିକା ନେବା ପାଇଁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନ ହେଲେ ବି କ୍ରସ ପ୍ରୋଟେକସନ ଦେବ ଟିକା । ଟିକା ନେଲେ…

ଡରାଉଛି ଓମିକ୍ରନ, ଦେଶରେ ୪୫ ଛୁଇଁଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଓମିକ୍ରନ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ସହ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ଼, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହାକୁ ନେଇ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ଏଯାଏଁ…

ବହୁତ ଶୀଘ୍ର ବ୍ୟାପୁଛି ଭାଇରସ୍ ଓମିକ୍ରନ

ଶୀଘ୍ର ବ୍ୟାପୁଛି କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ । ମାତ୍ର ସଂକ୍ରମିତଙ୍କୁ ବେଶି ଗୁରୁତର କରୁନାହିଁ। ଏପରି ରିପୋର୍ଟ ଦେଇଛି ଡଐଙ । ଓମିକ୍ରନ ଟିକାର ପ୍ରଭାବ କମାଇ ଦେଉଛି। ଟିକା ନେଇଥିବା ବ୍ୟକ୍ତି ମଧ୍ୟ ଏଥିରେ ସଂକ୍ରମିତ ହୋଉଛନ୍ତି। ମାତ୍ର ସେତେଟା ଗୁରୁତର ହେଉନାହାନ୍ତି।…

ବୁଷ୍ଟର ଡୋଜକୁ ନେଇ ସୂଚନା ଦେଲେ ଆଇସିଏମଆର

ଆଜି ଅପରାହ୍ନ ୨ଟା ୩୦ ମିନିଟରେ କ୍ୟାବିନେଟ୍ ସଚିବ ଓମିକ୍ରନ ଷ୍ଟ୍ରେନ୍, ଟିକାକରଣ ଓ ବର୍ତ୍ତମାନ କରୋନା ସ୍ଥିତିର ସମୀକ୍ଷା କରିବେ । ଏଥିରେ ଊଈଞ ସଚିବ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ସ୍ୱାସ୍ଥ୍ୟ ସଚିବ ଓ ଫର୍ମା ସଚିବ ପ୍ରମୁଖ ଅଂଶଗ୍ରହଣ କରିବେ । ଏବେ ଚିନ୍ତା ବଢ଼ିଇଛି ଓମିକ୍ରନ ଜନିତ…